ଆସିଲା ରିପୋର୍ଟ – ହରପିସ୍ ହିଁ ନେଇଛି ନନ୍ଦନକାନନରେ ହାତୀଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ନନ୍ଦନକାନନରେ ହାତୀ ମୃତ୍ୟୁ ଘଟଣାର ଆସିଲା ରିପୋର୍ଟ। ହର୍‌ପିସ୍‌ ଭୂତାଣୁ ସଂକ୍ରମଣ ଯୋଗୁଁ ହିଁ ୪ ହାତୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏନେଇ ଭେଟେନାରୀ ପାଥୋଲୋଜି ବିଭାଗୀୟ ସୂଚନା...

୬୭ତମ ପୋଲିସ୍ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଘାଟିତ, ସାମିଲ ହେଲେ ୨୧୨ ପ୍ରତିଯୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ବକ୍ସିବଜାରସ୍ଥିତ ପୋଲିସ୍ ମୁଖ୍ୟାଳୟ ପରିସରରେ ଥିବା ରାମକୃଷ୍ଣ ପାଢ଼ୀ ସ୍ମୃତି କକ୍ଷରେ ଆୟୋଜିତ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ପୋଲିସ୍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଏହାର ଉଦ୍‌ଘାଟନ କରିଛନ୍ତି। ଏହି...

୧୧ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ୧୧ଟି ଜିଲ୍ଲାରେ ଗୁରୁବାର ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବାଲେଶ୍ଵର, ଯାଜପୁର, ପୁରୀ, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର,...

ଜୀବଜନ୍ତୁଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ପାଲା, ନନ୍ଦନକାନନରେ ପଡ଼ିଲା ତାଲା

ଓଡ଼ିଶାଲାଇଭ୍ ବ୍ୟୁରୋ ନନ୍ଦନକାନନରେ ପଡ଼ିଲା ତାଲା। ହର୍ପିସ୍‌ ଭୂତାଣୁ ସଂକ୍ରମଣରେ ୪ଟି ହାତୀମୃତ୍ୟୁ ପରେ ଆଜି କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ନନ୍ଦନକାନନ ଗେଟ୍‌ ଆଗରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ଵରେ କଂଗ୍ରେସ...

ବିଜେପୁର ପାଇଁ ଚାଲିଛି କସରତ୍ – ତିନି ଦଳରେ ଛିଡୁନି ଟିକେଟ ଗଣିତ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଥିଲେ ମଧ୍ୟ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ସେନେଇ ଗଣିତ ଛିଡୁନି। ସବୁ ଦଳରେ ଦୁଇରୁ ଅଧିକ ଆଶାୟୀ ଥିବାରୁ ଦଳୀୟ...

ଦିନେ ମା’ କଟକ ଚଣ୍ଡୀଙ୍କ ପୀଠ ଥିଲା କନିକା ରାଜାଙ୍କ ମେଣ୍ଢାଶାଳ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କଟକ ସହରର ଅତ୍ୟନ୍ତ ପ୍ରାଚୀନତମ ଓ ଐତିହାସିକ ପୀଠ ଭାବେ ମା’ କଟକଚଣ୍ଡୀଙ୍କ ପୀଠ ବେଶ୍‌ ପରିଚିତ। ପ୍ରାଚୀନଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’କଟକ ଚଣ୍ଡୀଙ୍କୁ ପୂଜା କରାଯାଏ।...

ସମ୍‌ରେ ବିରଳ ଅସ୍ତ୍ରୋପଚାର : ନୂତନ ପଦ୍ଧତିରେ ବାହାର କରାଗଲା ସବ୍‌ମାନ୍‌ଡିବୁଲାର ଗ୍ରନ୍ଥି

ଓଡ଼ିଶାଲାଇଭ୍ ବ୍ୟୁରୋ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନମାନେ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଦୁଇଜଣ ରୋଗୀଙ୍କ ପାଟି ଭିତରୁ ସଫଳତାର ସହ ସବ୍‌ମାନ୍‌ଡିବୁଲାର ଗ୍ରନ୍ଥିକୁ ବାହାର କରିଛନ୍ତି। ଏହା...

ବନ୍ଧୁକ ଦେଖାଇ କମ୍ପାନି ମ୍ୟାନେଜରଙ୍କଠୁ ଲୁଟି ନେଲେ ୬ ଲକ୍ଷ ୫୦ ହଜାର ଟଙ୍କା

ଓଡ଼ିଶାଲାଇଭ ବ୍ୟୁରୋ ଦିନ ଦିପହରେ ବନ୍ଧୁକ ଦେଖାଇ ୬ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଲୁଟର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଗୋଟେ ଘରୋଇ କମ୍ପାନିର...

୩୦ ଦିନ ଧରି ଚାଲିବ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ : ନିର୍ମଳ ଚନ୍ଦ୍ର ମିଶ୍ର

ଓଡ଼ିଶାଲାଇଭ ବ୍ୟୁରୋ ‘‘ଓଡ଼ିଶା ହେଉଛି ଭାରତୀୟ ପର୍ଯ୍ୟଟନ ଶିଳ୍ପର ଏକ ପ୍ରମୁଖ ଆକର୍ଷଣ। ଓଡ଼ିଶାରେ ପର୍ଯ୍ୟଟକମାନଙ୍କ ପାଇଁ ଇକୋ ଟୁରିଜିମ୍, ବିଚ୍ ଟୁରିଜିମ୍‌, ଓ୍ୱାଇଲ୍ଡଲାଇଫ ଟୁରିଜିମ୍‌କୁ ଅଧିକ ଫୋକସ୍‌ ଦିଆଯାଉଛି। ଓଡ଼ିଶାରେ ହ୍ରଦ, ସଂଗ୍ରହାଳୟ,...

ପିଆଜ ଦର ଆକାଶ ଛୁଆଁ – ୫୦ ଡେଇଁଲା କିଲୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ କନ୍ଦାଇଲା ପିଆଜ। କିଲୋ ପିଛା ୫୦ ଡେଇଁଲା। ପିଆଜ ଦର ଆକାଶଛୁଆଁ ହେବା ବେଳେ ଚିନ୍ତାରେ ଖାଉଟି ଏବଂ ବ୍ୟବସାୟୀ। ଶନିବାର ରାଜଧାନୀ ଭୁବନେଶ୍ୱର ବଜାରରେ ପିଆଜ ଦର ୫୦ ଟଙ୍କା...