ଏସ୍‌ସି ଓ ଏସ୍‌ଟି ହଷ୍ଟେଲରେ ମୌଳିକ ସୁବିଧାର ଉନ୍ନତି ଲାଗି ଆରମ୍ଭ ହେଲା ‘ମିସନ୍‌ ସୁବିଦ୍ୟା’

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ମିସନ୍‌ ସୁବିଦ୍ୟା। ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ। ମିସନ୍‌ ସୁବିଦ୍ୟା ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି...

ଜାନୁଆରି ପହିଲାକୁ କମିପାରେ ପିଆଜ ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ପିଆଜ ନାଁ କହିଲେ ଲୋକଙ୍କୁ ଏବେ ଡର ଲାଗୁଛି। ପିଆଜ ଦାମ୍ ଯେତିକି ଅଛି ସାଧାରଣ ଲୋକଠୁ ଆରମ୍ଭ କରି ବାବୁ ସାହେବ୍ ପର୍ଯ୍ୟନ୍ତ ସମସ୍ତେ ଏବେ ଚିନ୍ତାରେ। ପିଆଜ ଦର ଦିନକୁ...

ବରମୁଣ୍ଡା ହାଉସିଂବୋର୍ଡ କଲୋନିରୁ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ   ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟ। ଭୁବନେଶ୍ୱର ଉପକଣ୍ଠ ବରମୁଣ୍ଡାସ୍ଥିତ ହାଉସିଂବୋର୍ଡ କଲୋନିର ଏମ୍‌ଆଇଜି-୫୧ ଭଡ଼ା ଘରୁ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାମ...

ରାଜଧାନୀ ଭୁବନେଶ୍ୱରରେ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏବେ ରାଜ୍ୟରେ ଦୁଷ୍କର୍ମ ବଢ଼ିବାରେ ଲାଗିଛି। ନିକଟରେ ପୋଲିସ୍‌ ଅଧିକାରୀଙ୍କ ଦ୍ୱାରା ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିବା ବେଳେ ଏବେ ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଏକ ଦୁଷ୍କର୍ମ ଅଭିଯୋଗ ହୋଇଛି।...

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ 5-T ସଚିବ ପାଣ୍ଡିଆନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି 5-T ସଚିବ ଭିକେ ପାଣ୍ଡିଆନ୍‌। ଆଜି ବଡ଼ି ଭୋରରୁ ପାଣ୍ଡିଆନ୍‌ ଲିଙ୍ଗରାଜ ମନ୍ଦିର ପହଞ୍ଚି ମନ୍ଦିରର ବାହାର ଏବଂ ଭିତର ପରିଦର୍ଶନ କରିଥିଲେ ଏବଂ ବିକାଶମୂଳକ...

ବିଭି ରାଓ ହେଲେ ବିଜୁ ପଟ୍ଟନାୟକ ବିମାନବନ୍ଦରର ନୂଆ ନିର୍ଦ୍ଦେଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂଆ ନିର୍ଦ୍ଦେଶକ ହେଲେ ବରୁଡ଼ ଭେଙ୍କଟେଶ୍‌ ରାଓ। ମଙ୍ଗଳବାର ସେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଭି ରାଓ ପୂର୍ବରୁ ବେଙ୍ଗାଳୁରୁ ବିମାନବନ୍ଦରର ନିର୍ଦ୍ଦେଶକ...
Konark Festival 2019

କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା – ଓଡ଼ିଶୀ ଓ ମୋହିନୀ ଆଟ୍ଟମ୍‌ର ଶାସ୍ତ୍ରୀୟ ନୃତ୍ୟ ମନ ମୋହିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ  ତୃତୀୟ ସନ୍ଧ୍ୟାରେ ପହଞ୍ଚିଛି କୋଣାର୍କ ଉତ୍ସବ। ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ଓଡିଶୀ ତ୍ରିବେଣୀ ଏବଂ ମୋହିନୀ ଆଟ୍ଟମ୍‌ର ଶାସ୍ତ୍ରୀୟ ନୃତ୍ୟରେ ଦର୍ଶକ ବିମୋହିତ...

ପୋଲିସ ଉପରୁ ତୁଟୁଛି ଭରସା! ପୁରୀ ପୋଲିସ ବାରାକ୍‌ରେ କେମିତି ହେଲା ଗଣଦୁଷ୍କର୍ମ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=cUG7k5EPJX4&t=96s ପୋଲିସ ବାରାକ୍‌ରେ ଦିନ ବେଳେ କେମିତି ହେଲା ଦୁଷ୍କର୍ମ? କେମିତି ଜାଣି ପାରିଲେନି ଅନ୍ୟ ପୋଲିସ କର୍ମଚାରୀ? ରାଜରାସ୍ତାକୁ ଓହ୍ଲାଇଲେ କଂଗ୍ରେସ-ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ରକ୍ଷକ ସାଜିଲା ଭକ୍ଷକ। ପୋଲିସ...

ପୁରୀ ଦୁଷ୍କର୍ମ ପୀଡ଼ିତାଙ୍କ ମୁହଁରେ ସେହି ଲୋମଟାଙ୍କୁରା ଘଟଣା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=cUG7k5EPJX4 ପୋଲିସର ପାଶବିକ ଅତ୍ୟାଚାର ସମ୍ପର୍କରେ ମୁହଁ ଖୋଲିଲେ ପୁରୀ ଦୁଷ୍କର୍ମ ପୀଡ଼ିତା। ପୁରୀ ପୋଲିସ କ୍ୱାର୍ଟର୍ସରେ ଗଣଦୁଷ୍କର୍ମ। ଏହି ଦୁଷ୍କର୍ମରେ ଅନ୍ୟ କେହି ନୁହେଁ, ଖୋଦ୍‌ ପୋଲିସ କର୍ମଚାରୀ ସାମିଲ। ପୋଲିସ କ୍ୱାର୍ଟର୍ସରେ...

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ବିଭାଗ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଥିଲା। ଓଡ଼ିଶା ସରକାରଙ୍କର ସାମାଜିକ...