ପଞ୍ଚକ ଚତୁର୍ଦ୍ଦଶୀ, ଆଜି ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ପଞ୍ଚକ ଚତୁର୍ଦ୍ଦଶୀ ଅବସରରେ ଭକ୍ତଙ୍କୁ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କର ଏହି ଅପୂର୍ବ ବେଶ...
ଜମିବ ବାଲିଯାତ୍ରା: ଓରମାସରେ ପ୍ରଥମ ଥର ସାମିଲ ହେବ ନାଗାଲାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଜାତୀୟସ୍ତରୀୟ ପଲିଶ୍ରୀ ମେଳା ତଥା ଓରମାସ୍। ପ୍ରତିବର୍ଷ ଭଳି ଏଥର ଓରମାସ କିଛି ନୂଆ ଚିନ୍ତାଧାରା ଏବଂ ସାମଗ୍ରୀ ନେଇ ବାଲିଯାତ୍ରାକୁ ଓହ୍ଲାଇବ। ଏଥିରେ...
ଶିଶୁ ମୃତ୍ୟୁକୁ ନେଇ କଟକ ବଡ଼ ମେଡିକାଲରେ ଉତ୍ତେଜନା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଏସ୍ସିବି ମେଡିକାଲରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ଡାକ୍ତରଙ୍କ ଚାମ୍ବର ତାଲା ପକାଇଦେଇଥିଲେ। ଫଳରେ କିଛି...
ବିପଦ ଡାକୁଛି ଧବଳେଶ୍ୱର ଝୁଲା ପୋଲ – କଂକ୍ରିଟ୍ ବ୍ରିଜ୍ ନିର୍ମାଣ କେବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱରକୁ ଯିବା ପାଇଁ ଏକମାତ୍ର ମାଧ୍ୟମ ଥିବା ଝୁଲା ପୋଲ ଏବେ ବିପଦସଙ୍କୁଳ ହୋଇ ପଡ଼ିଛି। ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥିବାରୁ ଝୁଲା ପୋଲ ଲୋକଙ୍କ ଭାର...
ବାଲିଯାତ୍ରାରେ ସାମିଲ୍ ହେବ ଇଣ୍ଡୋନେସିଆ ଦୂତାବାସ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଓଡ଼ିଶା-ଇଣ୍ଡୋନେସିଆ ସମ୍ପର୍କରେ ‘ବାଲିଯାତ୍ରା’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉତ୍କଳ ସାଧବ ପୁଅମାନେ ସାତ ଦରିଆ ପାର୍ ହୋଇ ପୂର୍ବରୁ ଇଣ୍ଡୋନେସିଆରେ ବ୍ୟବସାୟ କରୁଥିବାର ରହିଛି ଐତିହ୍ୟ। ବିଶେଷକରି ବାଲି, ସୁମାତ୍ରା...
ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ କମ୍ୟୁନିଟି ରେଡିଓ ୯୦.୪ ପକ୍ଷରୁ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ୟୁନିସେଫ୍ ଏବଂ ୟଙ୍ଗ ଇଣ୍ଡିଆ ସହଯୋଗରେ ଆୟୋଜିତ ଦ୍ୱିତୀୟ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ...
ଏଥର ବାଲିଯାତ୍ରାରେ ବିକ୍ରି ହେବ ପନିପରିବା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଡମ୍ବାରୁ ଆସିବେ ଚାଷୀ, ଷ୍ଟଲ୍ରେ ବିକିବେ ପରିବା
ଯୋଜନା ସଫଳ ହେଲେ ‘ରିଲାଏନ୍ସ ଫ୍ରେସ୍’ ସହ ହେବ ଡିଲ୍
କଟକ: ଐତିହାସିକ କଟକ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ବିକ୍ରି ହେବ...
ଏଥର ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଆରାମରେ ବୁଲିପାରିବେ କଟକ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଲ୍ଲା ପ୍ରଶାସନର ନୂଆ ପଦକ୍ଷେପ
୧୦୦ ଗାଇଡ୍ ନିଯୁକ୍ତ କଲା ପ୍ରଶାସନ
୩୦ ହୁଇଲ୍ ଚେୟାରର ବ୍ୟବସ୍ଥା
କଟକ: ବାଲିଯାତ୍ରା ବୁଲିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ଶାରିରୀକ ଅକ୍ଷମତା ଯୋଗୁଁ...
ଗଞ୍ଜେଇ ବେପାରରୁ ଅପହରଣ, ଫୋନ ନମ୍ଵର ଟ୍ରାକ କରି ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଓଡ଼ିଶାଲାଇଭ ବ୍ୟୁରୋ
ଗଞ୍ଜେଇ ବେପାରରେ ୨୮ ହଜାର ଠକାମିରେ ପ୍ରତିଶୋଧ ପରାୟଣ ହୋଇ କରିଥିଲେ ଅପହରଣ। ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ।
ଗଞ୍ଜେଇ କିଣିବାକୁ ଯାଇ ଠକାମିର ଶିକାର ହୋଇ କଲେ ଅପହରଣ। ପରେ...
କଟକ ବାଲିଯାତ୍ରା ବୁଲିବାକୁ ଆସୁଛନ୍ତି କି? ଜାଣନ୍ତୁ, କେଉଁଠି କରିବେ ଗାଡ଼ି ପାର୍କିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସୁଛି ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନଭେମ୍ବର ୧୨ରୁ ଆରମ୍ଭ ହେବ କଟକ ବାଲିଯାତ୍ରା। ତେବେ ବାଲିଯାତ୍ରାକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ଟ୍ରାଫିକ୍ ନିୟନ୍ତ୍ରଣ...





















