ଗାୟତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’ କଟକ ଚଣ୍ଡୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପଞ୍ଚମୀ। ଶୁକ୍ରବାର ଷଷ୍ଠୀ। ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମା’। ଆଜି କଟକ ଚଣ୍ଡୀରେ ମା’ଙ୍କ ଗାୟତ୍ରୀ ବେଶ ଅନୁଷ୍ଠିତ ହୋଇଛି। ସକାଳୁ ମା’ଙ୍କର ଏହି ଅପୂର୍ବ ବେଶ...
ତିନି ଦଳର ପଦଯାତ୍ରା – ଗାନ୍ଧୀ ଜୟନ୍ତୀରେ ଉଠିଲା ପଡ଼ିଲା ରାଜନୀତି କରିଡର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କେଉଁ ଦଳ କେତେ ଲୋକଙ୍କ ସହ ଯୋଡ଼ି ହେଉଛନ୍ତି? ଲୋକଙ୍କ ନିକଟରେ କିଏ ପହଞ୍ଚି ପାରୁଛି? ଏହାକୁ ନେଇ ଗାନ୍ଧୀ ଜୟନ୍ତୀରେ ତିନି ପ୍ରମୁଖ ଦଳ ଭିତରେ ପ୍ରତିଯୋଗିତା ଦେଖିବାକୁ...
କଟକ: ନିଆରା ଢଙ୍ଗରେ ଗାନ୍ଧୀ ଜୟନ୍ତୀ ପାଳିଲା ସ୍ୱପ୍ନ ଫାଉଣ୍ଡେସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ଦେଶ ବିଭିନ୍ନ ସ୍ଥାନରେ ବିଭିନ୍ନ ଉପାୟରେ ପାଳନ କରାଯାଉଛି। ତେବେ କଟକ ସ୍ୱପ୍ନ ଫାଉଣ୍ଡେସନ ଏହି ଦିନଟିକୁ ଏକ ନିଆରା ଢଙ୍ଗରେ...
‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୟାପିଟାଲ ହସ୍ପିଟାଲ ଏବଂ ସହିଦ ନଗର ଥାନା ପରିସରରୁ ‘ମୋ ସରକାର’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରସ୍ଥିତ କ୍ୟାପିଟାଲ...
ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା, ତେଲେଙ୍ଗାପେଣ୍ଠରୁ ଶୁଭାରମ୍ଭ କଲେ ଧର୍ମେନ୍ଦ୍ର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସାରା ଦେଶରେ ବିଜେପି ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ କରିଛି। ଏହି କ୍ରମରେ ଓଡ଼ିଶାରେ ପଦଯାତ୍ରା ଆରମ୍ଭ ହୋଇଛି। କଟକ ତେଲେଙ୍ଗାପେଣ୍ଠରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପଦଯାତ୍ରାର ଶୁଭାରମ୍ଭ...
ଭୁବନେଶ୍ୱରରେ ଡ୍ୟାନ୍ସ ବାର୍କୁ ପୁଣି ଝଟକା – ଫାୟାର ଏନ୍ଓସିରେ ତ୍ରୁଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ଡାନ୍ସ ବାର୍ ମାଲିକଙ୍କୁ ପୁଣି ଏକ ଝଟକା ଲାଗିଛି। ପୁଣିଥରେ ଖୋଲିବାକୁ ଆଶା ବାନ୍ଧିଥିବା ବାର୍ ମାଲିକଙ୍କ ପାଇଁ ବଢ଼ିଲା ଅଡ଼ୁଆ। ନିକଟରେ ଡାନ୍ସ ବାର୍ ପାଇଥିବା ଫାୟାର...
ଉତ୍କଳ ବିଶ୍ୱବିଦ୍ୟାଳୟରେ ନୂତନ ଗାନ୍ଧୀ ମୂର୍ତ୍ତି ଉନ୍ମୋଚନ କଲେ ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସାରା ଦେଶରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ ହେଉଛି। ଏହାରି ମଧ୍ୟରେ ସାମିଲ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ। ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଗାନ୍ଧୀଜୀଙ୍କ...
ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ୨୦୧୯ ପାଳିତ ହୋଇଯାଇଛି। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ...
ୟୁଟ୍ୟୁବ୍ରେ ଓଡ଼ିଶାର ‘ଡିଜିଟାଲ୍ ଓନ୍ଲି’ ନ୍ୟୁଜ୍ ଚ୍ୟାନେଲ୍ ମଧ୍ୟରେ ‘ଓଡ଼ିଶାଲାଇଭ୍’ ଆଗରେ
ଓଡ଼ିଶାଲାଇଭ୍ ପ୍ରମୁଖ ପ୍ରତିନିଧି
ଡିଜିଟାଲ୍ ମିଡିଆର ବଡ଼ ଆକର୍ଷଣ ହେଉଛି ଭିଡିଓ, ଆଉ ଭିଡିଓ କଥା ଉଠିଲେ ପ୍ରଥମେ ଆସୁଛି ୟୁଟ୍ୟୁବ୍ର ନାଁ। କେବଳ ମନୋରଞ୍ଜନ ନୁହେଁ ଭିଡିଓ ଜରିଆରେ ଖବର ଦେଖିବାକୁ ୟୁଟ୍ୟୁବ୍ରେ...
ଆରଟିଓ-୨ ପରିସରରୁ ଉଠିଲା ଦଲାଲଙ୍କ ଅସ୍ଥାୟୀ ଦୋକାନ ଘର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ସମସ୍ତ ଆରଟିଓକୁ ଦଲାଲମୁକ୍ତ କରିବା ପାଇଁ ଏବେ ଦଲାଲ ହଟାଓ ଅଭିଯାନ ଆରମ୍ଭ ହୋଇଛି। ମଙ୍ଗଳବାର ଆରଟିଓ-୨ ପରିସରରୁ ଦଲାଲମାନଙ୍କ ଜବରଦଖଲ ଉଚ୍ଛେଦ କରାଯାଇଛି। ଆରଟିଓ-୨ ପରିସରରେ ଥିବା ଦଲାଲମାନଙ୍କ...





















