ଆଚାର୍ଯ୍ୟ ବିହାର-ବାଣୀବିହାରରୁ ବସ୍ ଧରିପାରିବେନି ଯାତ୍ରୀ, ସତ୍ସଙ୍ଗ ବିହାରରେ ହେବ ବସ୍ ଓ୍ୱେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଚାର୍ଯ୍ୟ ବିହାର, ବାଣୀ ବିହାର ଓ ଜୟଦେବ ବିହାର ଛକରେ ଥିବା ବସ୍ ଷ୍ଟପରେ ଆଉ ବସ୍ ରହିବ ନାହିଁ। ଏଣିକି ଆଚାର୍ଯ୍ୟ ବିହାର ଓ ବାଣୀବିହାରରୁ ବସ୍ ଧରିବାକୁ ଥିବା...
୧୮୩୨ରେ ଆରମ୍ଭ ହୋଇଥିଲା କଟକର ପ୍ରଥମ ଦୁର୍ଗା ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ ଦଶହରା ଭାରତ ପ୍ରସିଦ୍ଧ। କଲିକତା ପରେ କଟକ ବୋଧହୁଏ ଦ୍ଵିତୀୟ ସହର ଯେଉଁଠି ଏତେ ଆଡ଼ମ୍ବର ସହକାରେ ଦୁର୍ଗାପୂଜା ପାଳିତ ହୁଏ।
ଇତିହାସ କହୁଛି, ୧୮୩୨ ସାଲରେ...
ରସୁଲଗଡ଼ ଦୁର୍ଗାପୂଜା କମିଟିର ପ୍ରସ୍ତୁତି: ଏଥର ଫୁଲତୋରଣ ମୁଖ୍ୟ ଆକର୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ଭୁବନେଶ୍ୱରରେ ଜମିବ ଦଶହରା। ଫୁଲ ତୋରଣରେ ଚମକିବ ରସୁଲଗଡ଼ ଦୁର୍ଗା ପୂଜା ମଣ୍ଡପ।
ଆରମ୍ଭ ହୋଇଯାଇଛି ପାର୍ବଣ ୠତୁ। ଧରାପୃଷ୍ଠକୁ ଓହ୍ଲାଇବେ ମା’ ଦୁର୍ଗା। ବିଭିନ୍ନ ପୂଜା କମିଟି ଜୋରଦାର ପ୍ରସ୍ତୁତି...
ସମ୍ରେ ଆରମ୍ଭ ହେଲା ଫ୍ଲାଟ୍ ଫୁଟ ଓ ଡାଇବେଟିକ୍ ଫୁଟ୍ ସଚେତନତା ଶିବିର
ଓଡ଼ିଶାଲାଇଭ୍ ବ୍ୟୁରୋ
ଫ୍ଲାଟ ଫୁଟ୍ ଓ ଡାଇବେଟିକ୍ ଫୁଟ୍ ସମସ୍ୟାରେ ପୀଡ଼ିତ ଥିବା ରୋଗୀମାନଙ୍କ ପାଇଁ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପରିସରରେ ରୋଗ...
ଏଥର ଦୁର୍ଗାପୂଜାରେ ବାଜିବନି ଡିଜେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ଦୁର୍ଗାପୂଜା ଭସାଣିରେ ବାଜିବ ନାହିଁ ଡିଜେ। କମିସନରେଟ୍ ପୋଲିସ ପକ୍ଷରୁ ମଙ୍ଗଳବାର ଦୁର୍ଗାପୂଜା କମିଟିଗୁଡ଼ିକୁ ନେଇ ହୋଇଥିବା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ରାତି ୧୨ଟା...
ଦୁର୍ଗାପୂଜାକୁ ନେଇ କମିଶନରେଟ୍ ପୋଲିସ୍ର ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ଗାପୂଜାକୁ ଆଉ ମାତ୍ର ରହିଲା ଅଳ୍ପ ଦିନ। ଚାରିଆଡ଼େ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ। ବ୍ୟାପକ ପ୍ରସ୍ତୁତିରେ ମାତିଛନ୍ତି ସବୁ ପୂଜା କମିଟି।
ଅନ୍ୟପକ୍ଷରେ ସୁରୁଖୁରୁରେ ପୂଜା...
ଆରଟିଓରେ ଗହଳି: ଲାଇସେନ୍ସ ପାଇଁ ୧୦ ଦିନରେ ୧୦ ହଜାର ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାଡ଼ି ଚଢ଼ିବା ପୂର୍ବରୁ ସମସ୍ତ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ଆରଟିଓ ଅଫିସ୍ରେ ସୋରିଷ ପକେଇବାକୁ ଜାଗା ନାହିଁ। କିଏ ନୂଆ ଲାଇସେନ୍ସ ପାଇଁ ତ କିଏ ଲାଇସେନ୍ସର ଅପଡେଟ୍ କରିବା...
ଭୁବନେଶ୍ୱର ରଙ୍ଗମାଟିଆରେ ରକ୍ତର ଛିଟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଜଘନ୍ୟ ହତ୍ୟାକାଣ୍ଡ। ରକ୍ତରେ ଭିଜିଛି ରଙ୍ଗମାଟିଆ। ମଙ୍ଗଳବାର ରାତିରେ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ହେଲେ ରଙ୍ଗମାଟିଆର ଚକ୍ରଧର ବେହେରାଙ୍କ ପୁଆ...
ନିବେଶକମାନଙ୍କୁ ସଚେତନ କରିବାର ବେଳ ଆସିଛି : ଅସିତ ତ୍ରିପାଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ‘ନିବେଶକ ଶିକ୍ଷା ଓ ସଚେତନତା’ ଉପରେ ରାଜ୍ୟସ୍ତରୀୟ ସମ୍ମିଳନୀ।
‘‘କ୍ଷୁଦ୍ର ନିବେଶକମାନଙ୍କ ପାଖରେ ପୁଞ୍ଜି ନିବେଶ ସମ୍ବନ୍ଧୀୟ ସବିଶେଷ ଜ୍ଞାନ ନାହିଁ। ବିଶେଷକରି ଗ୍ରାମାଞ୍ଚଳରେ ବ୍ୟବସାୟ କରୁଥିବା ଅଧିକାଂଶ ଲୋକେ ପୁଞ୍ଜି...
ରୋଡ୍ରୋମିଓକୁ ଛେଚି ପୁରସ୍କୃତ ହେଲେ ବେବିନା
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ମାର୍ଟସିଟି ଭୁବନେଶ୍ୱରରେ ରୋଡ୍ରୋମିଓଙ୍କୁ ଛେଚି କମିଶନରେଟ୍ ପୋଲିସଠାରୁ ପୁରସ୍କୃତ ହୋଇଛନ୍ତି ବେବିନା ମହାନ୍ତି। ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ସମ୍ମାନିତ କରିଛନ୍ତି। ଦୁଇ ପୁଅଙ୍କ ବିରୋଧରେ ଲଢ଼ିଥିବାରୁ ପୋଲିସ...





















