ମଠ ଉଚ୍ଛେଦକୁ ବିରୋଧ – ବଡ଼ ଆଖଡ଼ା ମଠ ପାଚେରୀରେ ବସି ରହିଲେ ସାଧୁସନ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଲଙ୍ଗୁଳି, ମଙ୍ଗୁ ଏବଂ ରଘୁନନ୍ଦନ ପାଠାଗାର ଉଚ୍ଛେଦ ସୁରୁଖୁରୁରେ ହେବା ପରେ ବଡ଼ ଆଖଡ଼ା ମଠ ଉଚ୍ଛେଦ ବେଳେ ପ୍ରଶାସନକୁ ନାକେଦମ୍‌ ହେବାକୁ ପଡ଼ିଛି। ମଠ ଉଚ୍ଛେଦକୁ ଜୋରଦାର ବିରୋଧ କରାଯାଇଛି।...

ଫଟୋରେ ଫଟୋରେ ଶ୍ରୀଗଣେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଧରାପୃଷ୍ଠରେ ଅବତରଣ କରିଛନ୍ତି ଶ୍ରୀଗଣେଶ। ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ବିଭିନ୍ନ କ୍ଲବରେ ବିଘ୍ନବିନାଶକ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଛି। ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ପ୍ରତିଷ୍ଠାନରେ ମଧ୍ୟ ଅଗ୍ରପୂଜ୍ୟ ଗଣେଶଙ୍କ ଆରାଧନା କରାଯାଇଛି। କେଉଁଠି...

ନିଶାସେବନ ଦ୍ୱାରା ଯୁବପିଢ଼ି ମାନସିକ ଭାରସାମ୍ୟ ହରାଉଛନ୍ତି : ଡାକ୍ତର ଗୌତମ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ସେବନ କରି ଯୁବପିଢ଼ି ନିଜର ଭାରସାମ୍ୟ ହରାଉଛନ୍ତି। ନିଶା ସେବନ ଦ୍ୱାରା ସେମାନେ ମାନସିକ ରୋଗରେ ଆକ୍ରାନ୍ତ ହେଉଛନ୍ତି’’, କହିଛନ୍ତି ଡାକ୍ତର ଗୌତମ ଶାହ। ନିଶାଦ୍ରବ୍ୟଠାରୁ ଦୂରେଇ...

ମଙ୍ଗଳବାର ମାଟିରେ ମିଶିବ ବଡ଼ ଆଖଡ଼ା ମଠ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ: ମଙ୍ଗଳବାରଠୁ ପୁରୀରେ ପୁଣି ଆରମ୍ଭ ହେବ ଉଚ୍ଛେଦ କାର୍ଯ୍ୟ। ବଡ଼ ଆଖଡ଼ା ମଠରେ ମାଡ଼ ହେବ ପ୍ରଶାସନର ବୁଲ୍‌ଡୋଜର। ବୁଲ୍‌ଡୋଜର ମାଡ଼ରେ ବଡ଼ ଆଖଡ଼ା ମଠ ମାଟିରେ ମିଶିବ। ରବିବାର ଏବଂ...

ସେପ୍ଟେମ୍ବର ୩ରେ ‘ଦ୍ୱିତୀୟ ଦଧୀଚି ପ୍ରତିଭା ସମ୍ମାନ’-୨୦୧୯ – ଭିନ୍ନ ଭିନ୍ନ କ୍ଷେତ୍ରରୁ ୧୧ଜଣ ହେବେ ସମ୍ମାନିତ

ଓଡ଼ିଶାଲାଇଭ ବ୍ୟୁରୋ ଓଡିଶାର ଲୋକପ୍ରିୟ ‘ଦ୍ୱିତୀୟ ଦଧୀଚି ପ୍ରତିଭା ସମ୍ମାନ-୨୦୧୯’ ଦଧୀଚି ଏଜୁକେସନାଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ହେବାକୁ ଯାଉଛି। ଏହି ଦ୍ୱିତୀୟ ସମ୍ମାନ ଉତ୍ସବ ଆସନ୍ତା ମାସ ୩ ତାରିଖରେ ଭୁବନେଶ୍ୱରସ୍ଥିତ ହୋଟେଲ...

ଆଜିଠୁ କଡ଼ା ଟ୍ରାଫିକ ନିୟମ – ଜାଣନ୍ତୁ କେଉଁ ନିୟମ ଭାଙ୍ଗିଲେ ଦେବେ କେତେ ଫାଇନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାବଧାନ! ଜଗିଛି କମିଶନରେଟ ପୋଲିସ। ଏଣିକି ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କଲେ ଦେବାକୁ ହେବ ମୋଟା ଅଙ୍କର ଜରିମାନା। କମିଶନରେଟ ପୋଲିସ ପକ୍ଷରୁ ଆଜିଠାରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ...

ପୁରୀରେ ଦୁଇ ଦିନ ବନ୍ଦ ରହିବ ଉଚ୍ଛେଦ କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟ ଆସନ୍ତା ଦୁଇ ଦିନ ବନ୍ଦ ରହିବ। ଆସନ୍ତକାଲି ରବିବାର ଏବଂ ସୋମବାର ଦିନ ଗଣେଶ ପୂଜା ପଡୁଥିବାରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବ ବୋଲି ଜିଲ୍ଲାପାଳ...

ସମ୍‌ ହସ୍ପିଟାଲରେ ଗ୍ରହଣ ଖଣ୍ଡିଆ ଶିଶୁମାନଙ୍କୁ ନୂଆ ପୋଷାକ ବଣ୍ଟନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନଭର୍ସିଟି) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ମାଗଣା ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର କରାଯାଇଥିବା ଶିଶୁମାନଙ୍କୁ ମାଗଣା ପୋଷାକ ବଣ୍ଟନ କରାଯାଇଛି। ସୋଆର ନିର୍ଦ୍ଦେଶକ...

କଟିଲା ଏମାର ମଠକୁ ବିଜୁଳି ଓ ପାଣି, ଭିତରେ ମହନ୍ତ ମହାରାଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯଦି ଏମାର ମଠ ମହନ୍ତ ନିଜ ଆଡ଼ୁ ଗାଦି ନଛାଡ଼ନ୍ତି ତେବେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତା’ ଉପରେ ସମସ୍ତଙ୍କ ନଜର! ପୁରୀ ଏମାର ମଠ ଭଙ୍ଗାକୁ ନେଇ ଚାଲିଥିବା...

ଟ୍ରାଫିକ ଉଲ୍ଲଙ୍ଘନକାରୀ ସାବଧାନ! ଉପରେ ବୁଲୁଛି ଡ୍ରୋନ୍‌ କ୍ୟାମେରା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ଯେଉଁମାନେ ଇଛାକୃତ ଭାବରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନେ ଏଣିକି ସାବଧାନ ହୋଇ ଯାଆନ୍ତୁ। ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କୁ ଚିହ୍ନଟ କରିବା ପାଇଁ କମିଶନରେଟ...