ସେପ୍ଟେମ୍ବର ୩ରେ ‘ଦ୍ୱିତୀୟ ଦଧୀଚି ପ୍ରତିଭା ସମ୍ମାନ’-୨୦୧୯ – ଭିନ୍ନ ଭିନ୍ନ କ୍ଷେତ୍ରରୁ ୧୧ଜଣ ହେବେ ସମ୍ମାନିତ
ଓଡ଼ିଶାଲାଇଭ ବ୍ୟୁରୋ
ଓଡିଶାର ଲୋକପ୍ରିୟ ‘ଦ୍ୱିତୀୟ ଦଧୀଚି ପ୍ରତିଭା ସମ୍ମାନ-୨୦୧୯’ ଦଧୀଚି ଏଜୁକେସନାଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ହେବାକୁ ଯାଉଛି। ଏହି ଦ୍ୱିତୀୟ ସମ୍ମାନ ଉତ୍ସବ ଆସନ୍ତା ମାସ ୩ ତାରିଖରେ ଭୁବନେଶ୍ୱରସ୍ଥିତ ହୋଟେଲ...
ଆଜିଠୁ କଡ଼ା ଟ୍ରାଫିକ ନିୟମ – ଜାଣନ୍ତୁ କେଉଁ ନିୟମ ଭାଙ୍ଗିଲେ ଦେବେ କେତେ ଫାଇନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସାବଧାନ! ଜଗିଛି କମିଶନରେଟ ପୋଲିସ। ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଘଂନ କଲେ ଦେବାକୁ ହେବ ମୋଟା ଅଙ୍କର ଜରିମାନା। କମିଶନରେଟ ପୋଲିସ ପକ୍ଷରୁ ଆଜିଠାରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ...
ପୁରୀରେ ଦୁଇ ଦିନ ବନ୍ଦ ରହିବ ଉଚ୍ଛେଦ କାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟ ଆସନ୍ତା ଦୁଇ ଦିନ ବନ୍ଦ ରହିବ। ଆସନ୍ତକାଲି ରବିବାର ଏବଂ ସୋମବାର ଦିନ ଗଣେଶ ପୂଜା ପଡୁଥିବାରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବ ବୋଲି ଜିଲ୍ଲାପାଳ...
ସମ୍ ହସ୍ପିଟାଲରେ ଗ୍ରହଣ ଖଣ୍ଡିଆ ଶିଶୁମାନଙ୍କୁ ନୂଆ ପୋଷାକ ବଣ୍ଟନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନଭର୍ସିଟି) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ମାଗଣା ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର କରାଯାଇଥିବା ଶିଶୁମାନଙ୍କୁ ମାଗଣା ପୋଷାକ ବଣ୍ଟନ କରାଯାଇଛି।
ସୋଆର ନିର୍ଦ୍ଦେଶକ...
କଟିଲା ଏମାର ମଠକୁ ବିଜୁଳି ଓ ପାଣି, ଭିତରେ ମହନ୍ତ ମହାରାଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯଦି ଏମାର ମଠ ମହନ୍ତ ନିଜ ଆଡ଼ୁ ଗାଦି ନଛାଡ଼ନ୍ତି ତେବେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତା’ ଉପରେ ସମସ୍ତଙ୍କ ନଜର!
ପୁରୀ ଏମାର ମଠ ଭଙ୍ଗାକୁ ନେଇ ଚାଲିଥିବା...
ଟ୍ରାଫିକ ଉଲ୍ଲଙ୍ଘନକାରୀ ସାବଧାନ! ଉପରେ ବୁଲୁଛି ଡ୍ରୋନ୍ କ୍ୟାମେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ଯେଉଁମାନେ ଇଛାକୃତ ଭାବରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନେ ଏଣିକି ସାବଧାନ ହୋଇ ଯାଆନ୍ତୁ। ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କୁ ଚିହ୍ନଟ କରିବା ପାଇଁ କମିଶନରେଟ...
ନୂଆଁଖାଇ ଲାଗି ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ମାତ୍ର ତିନି ଦିନର ଅପେକ୍ଷା। ପାଳିତ ହେବ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ। ଏଥିଲାଗି ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା। ନୂଆଁଖାଇରେ ମା’ ସମଲେଶ୍ୱରୀଙ୍କୁ ନୂଆ ଚାଉଳ ଭୋଗ...
ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ଇନ୍ଦ୍ରଜିତ୍ ମହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଓଡ଼ିଶା ହାଇକୋର୍ଟର ପୂର୍ବତନ ବରିଷ୍ଠ ବିଚାରପତି ତଥା ବମ୍ବେ ହାଇକୋର୍ଟର ବର୍ତ୍ତମାନର ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ୍ ମହାନ୍ତିଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ଶ୍ରୀ ମହାନ୍ତିଙ୍କୁ...
ମାଟିରେ ମିଶିଲା ପାଠାଗାର, ଶନିବାର ଏମାର ମଠ ପାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=BSi0inJplZ8
ଏମାର ମଠର ମୂଳ ଗାଦି ଉପରେ ଚାଲିବ ବୁଲ୍ଡୋଜର।
ତିନି ଦିନର ଅପରେସନ ପରେ ମାଟିରେ ମିଶିଲା ରଘୁନନ୍ଦନ ପାଠାଗାର। ଏହାସହ ଇତିହାସ ହୋଇଗଲା ପୁରୀର ଆଉ ଏକ ଐତିହ୍ୟ। ପାଠାଗାର ପରେ...
ଗାଦି ଛାଡୁ ନାହାନ୍ତି ଏମାର ମଠ ମହନ୍ତ, ଉପଜିଲ୍ଲାପାଳ କହିଲେ ‘ନୋ କମେଣ୍ଟ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଏମାର ମଠ ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ। ଆଜି ରଘୁନନ୍ଦନ ଲାଇବ୍ରେରୀ ମାଟିରେ ମିଶିଛି। ଏହାପରେ ବୁଲ୍ଡୋଜର ଏମାର ମଠକୁ ଟାର୍ଗେଟ କରିବ। ମଠରୁ ସବୁ ଜିନିଷପତ୍ର ଖାଲି...





















