ଏଆଇପିଏଚ୍ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତାକାଲି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=e2JgTWeP0Pk] ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଷୟରେ ନାମ ଲେଖାଇବା ପାଇଁ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ ଆସନ୍ତାକାଲି (ଅଗଷ୍ଟ ୪ ତାରିଖ) ହେବାକୁ ଯାଉଛି। ସକାଳ ୧୧ଟାରୁ ଏହି ପ୍ରବେଶିକା ପରୀକ୍ଷା...

କିଟ୍ ବିଶ୍ଵବିଦ୍ୟାଳୟକୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ ମାନ୍ୟତା

ଓଡ଼ିଶାଲାଇଭ ବ୍ୟୁରୋ କିଟ୍ ବିଶ୍ଵବିଦ୍ୟାଳୟକୁ ମିଳିଲା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ ମାନ୍ୟତା। କେନ୍ଦ୍ର ମାନବ ସମ୍ଵଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦେଶର ଶ୍ରେଷ୍ଠ ୫ଟି ସରକାରୀ ବିଶ୍ଵବିଦ୍ୟାଳୟ ଓ ୭ଟି ପ୍ରମୁଖ ଘରୋଇ ବିଶ୍ଵବିଦ୍ୟାଳୟକୁ...

ରାଜଧାନୀରେ ଡବଲ ଏନକାଉଣ୍ଟର – ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଓଡ଼ିଶାଲାଇଭ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ଅପରାଧକୁ ରୋକିବାକୁ କମିସନରେଟ ପୋଲିସ ଜୋରଧରିଛି। ସହର ଉପକଣ୍ଠ ଦୟାନଦୀ ବ୍ରିଜ ଉପରେ ଆଜି ଭୋରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଏନକାଉଣ୍ଟର କରିଛି। ଏନକାଉଣ୍ଟରରେ ଅରୁଣ ମଲ୍ଲିକ ଓରଫ...

ବିଜିୟୁ କମ୍ୟୁନିକେସନ୍ ବିଭାଗର କମେନ୍ସମେଣ୍ଟ ଡେ’: ‘‘ନିଜ ପ୍ରତିଭାକୁ ଚିହ୍ନ ଓ କାମରେ ଲଗାଅ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) କମ୍ୟୁନିକେସନ୍ ସ୍କୁଲର ‘କମେନ୍ସମେଣ୍ଟ ଡେ’ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭାଗର ନୂତନ ବର୍ଷର ଏମ୍‌ଏଜେଏମ୍‌ସି ଓ ବିଏଜେଏମ୍‌ସି ଛାତ୍ରଛାତ୍ରୀଙ୍କୁ...

ମଞ୍ଚେଶ୍ୱର ପାଣ୍ଡରା ଅଞ୍ଚଳରେ ଅଘଟଣ – ଟାଙ୍କିର ଫଲ୍ସ ଖସି ୩ ଶ୍ରମିକ ମୃତ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଣ୍ଡରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାଇଖାନା ଟାଙ୍କିରେ...

କଟକ ଓଏମ୍‌ପି ଛକ ସିରିଜ୍‌ ହତ୍ୟାକାଣ୍ଡ – ଜେଲ୍ ଗଲା ସିରିଏଲ୍ କିଲର୍ ନାରାୟଣ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ସିରିଏଲ୍ କିଲର ‘ନାଇଫ୍ ମ୍ୟାନ୍’ ନାରାୟଣ ସାହୁ ଶେଷରେ ଜେଲ୍ ଯାଇଛି। ୭୨ ଘଣ୍ଟାର ଘନଘନ ଜେରା ପରେ ପୋଲିସ ତାକୁ ଆଜି ଗିରଫ କରି କୋର୍ଟ ଚାଲାଣ କିରିଛି।...

ଆଇବିସିଏସ୍‌ରେ ଫ୍ରେସର୍ସ ଇଣ୍ଡକ୍ସନ୍ ପ୍ରୋଗ୍ରାମ୍ ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନର (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଇନଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌ରେ ଏମ୍‌ବିଏର ୨୦୧୯-୨୦ ବ୍ୟାଚର ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କର ଫ୍ରେସର୍ସ ଇଣ୍ଡକ୍ସନ୍ ପ୍ରୋଗ୍ରାମ୍ ଅନୁଷ୍ଠିତ...

ପୋଲିସ ପାଇଁ ସୁରକ୍ଷା ଦାବି କରି ନିଲମ୍ବିତ ହେଲେ ଓଡ଼ିଶା ପୋଲିସ ସଙ୍ଘର ସଭାପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପୋଲିସ ଅଫିସର୍ସ ସଙ୍ଘର ସଭାପତି ସତ୍ୟଜିତ ମିଶ୍ର ନିଲମ୍ବିତ ହୋଇଛନ୍ତି। ଗଣମାଧ୍ୟମରେ ପୋଲିସ ପାଇଁ ସୁରକ୍ଷା ଦାବି କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଧିକାରୀଙ୍କୁ...

ସିଆଇଆଇର ହ୍ୟୁମାନ୍ କ୍ୟାପିଟାଲ୍ କନକ୍ଲେଭ୍ ଅବସରରେ ବୃକ୍ଷରୋପଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିଆଇଆଇ-ଓଡ଼ିଶା ପକ୍ଷରୁ ଆୟୋଜିତ ହ୍ୟୁମାନ୍ କ୍ୟାପିଟାଲ୍ କନକ୍ଲେଭ୍ ଅବସରରେ ମଙ୍ଗଳବାର ନାଲ୍‌କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦଙ୍କ ଦ୍ୱାରା ସ୍ୱତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଡକ୍ଟର ଚାନ୍ଦ...

୨ ମାସ ଯାଏଁ ସୋମବାର ବନ୍ଦ ରହିବ ଝାରସୁଗୁଡ଼ା-ଦିଲ୍ଲୀ ବିମାନ ଚଳାଚଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୨ ମାସ ଯାଏଁ ଝାରସୁଗୁଡ଼ାରୁ ଦିଲ୍ଲୀ ବିମାନ ଚଳାଚଳ ପ୍ରତି ସୋମବାର ବନ୍ଦ ରହିବ। ଆଗାମୀ ଦୁଇ ମାସ ଯାଏଁ ଝାରସୁଗୁଡ଼ା ଓ ଦିଲ୍ଲୀ ମଧ୍ୟରେ ପ୍ରତି ସୋମବାର ବନ୍ଦ ରହିବ...