କଟକରେ ଅମିତ ଶାହଙ୍କ ରୋଡ ସୋ’

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଗୋପବନ୍ଧୁ ଛକରୁ ଆରମ୍ଭ ହେଲା ବରିଷ୍ଠ ବିଜେପି ନେତା ଅମିତ ଶାହଙ୍କ ବିଶାଳ ରୋଡ ସୋ’। ଅମିତ ଶାହଙ୍କ ସହ ଏହି ରୋଡ ସୋ’ରେ ସାମିଲ ହୋଇଛନ୍ତି ବିଜେପିର କଟକ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଘୋଷଣା: ଜୁଲାଇରୁ ଓଡ଼ିଶାବାସୀଙ୍କୁ ମିଳିବ ୧୦୦ ୟୁନିଟ୍ ମାଗଣା ବିଜୁଳି

ଓଡ଼ିଶାଲାଇଭ୍ ବ୍ୟୁରୋ “ଆସନ୍ତା ଜୁଲାଇ ମାସରୁ ଆସିବନି ବିଜୁଳି ବିଲ। ରାଜ୍ୟବାସୀଙ୍କୁ ବିଜେଡି ସରକାର ୧୦୦ ୟୁନିଟ ମାଗଣା ବିଜୁଳି ଦେବ। ଆପଣମାନେ ଖୁସିତ?”, ରାଉରକେଲାଠାରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ...

ଆସନ୍ତାକାଲି ଅମିତ ଶାହଙ୍କ ଓଡ଼ିଶା ଗସ୍ତ, କଟକରେ କରିବେ ରୋଡ ସୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ ବିଜେପି ନେତା ଅମିତ ଶାହ। ବୁଧବାର ଅପରାହ୍ଣରେ ସେ କଟକରେ ଏକ ରୋଡ ସୋ’ କରିବେ। ଏହାପୂର୍ବରୁ ସେ ସୋରଡ଼ା ଓ ବୌଦ୍ଧରେ ଦଳୀୟ ସମାବେଶରେ...

ଭୁବନେଶ୍ଵର-ପୁରୀ ରାଜପଥରେ ମାତିଛନ୍ତି ଲୁଟେରା, ଚେଇଁ ଶୋଇଛି ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର-ପୁରୀ ରାଜପଥରେ ମାତିଛନ୍ତି ଲୁଟେରା। ଦିନ ଦ୍ଵି’ପ୍ରହରରେ ଲୋକଙ୍କୁ ମରଣମୁହଁକୁ ଠେଲି ଲୁଟି ନେଉଛନ୍ତି ସବୁକିଛି। ଅସୁରକ୍ଷିତ ହୋଇପଡ଼ିଛି ଭୁବନେଶ୍ଵର-ପୁରୀ ରାଜପଥ। ସ୍ପଷ୍ଟ ଦିବାଲୋକରେ ଘଟୁଛି ରାହାଜାନୀ। ଏହି ରାଜପଥରେ ଯାଉଥିବା ଯାତ୍ରୀଙ୍କୁ...

ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ଘଟଣା: ଜେଲ୍ ଗଲେ ବ୍ରହ୍ମପୁରରୁ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ଘଟଣାରେ ବ୍ରହ୍ମପୁର ବିଧାନସଭା ଆସନରୁ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ ହୋଇଛନ୍ତି। ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲ୍‌...

ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ, ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁରରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ହୋଇଛି। ଏଥିରେ ତାଙ୍କ ମୁହଁ ଓ ଛାତିରେ ଆଘାତ ଲାଗିଛି। ମଙ୍ଗଳବାର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି...

ବଢ଼ିଲା ଅନୁଭବ ମହାନ୍ତିଙ୍କ ଅଡ଼ୁଆ, ଜାରି ହେଲା ଜାମିନ ବିହୀନ ଗିରଫ ପରଓ୍ଵାନା

ଓଡ଼ିଶାଲାଇଭ୍ ବ୍ୟୁରୋ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ। ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା (ଏନବିଡବ୍ଲ୍ୟୁ) ଜାରି କରିଛନ୍ତି କଟକ ସ୍ଵତନ୍ତ୍ର ଜେଏମଏଫସି କୋର୍ଟ। ଅଭିନେତ୍ରୀ ବର୍ଷା...

ଜୁନ ୯ରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ – ଭି କେ ପାଣ୍ଡିଆନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ “ଏଠି କେବଳ ନବୀନ ହାଓ୍ଵା ଚାଲିଛି। ଓଡ଼ିଶାରେ ପୁଣି ସରକାର ଗଢ଼ିବ ବିଜେଡି। ଆସନ୍ତା ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ...

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ୍ ସୋ’: କମ୍ପିଲା ଜନପଥ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭୁବନେଶ୍ୱରରେ ବିଶାଳ ରୋଡ୍ ସୋ' କରିଛନ୍ତି। ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏଁ ହୋଇଥିବା ଏହି ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଘଣ୍ଟଘଣ୍ଟା, ହୁଳହୁଳି ତଥା...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗର ସମାବର୍ତ୍ତନ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୦୨୩-୨୪ ବ୍ୟାଚରେ ତାଲିମ ପାଠ୍ୟକ୍ରମ ଶେଷ...