ଓଡ଼ିଶାର କର୍ମଜୀବୀ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ସ୍ଵତନ୍ତ୍ର ପୋର୍ଟାଲ ଲୋକାର୍ପିତ

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ମଜୀବୀ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଲୋକାର୍ପିତ ହୋଇଛି ନୂଆ ପୋର୍ଟାଲ। ଏହାଦ୍ୱାରା ଏବେ ରାଜ୍ୟର ସାମ୍ବାଦିକମାନେ ସୁବିଧାରେ ସରକାରୀ ସ୍ୱାସ୍ଥ୍ୟ ବୀମା ଓ ଅନ୍ୟାନ୍ୟ...

ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ: ବନ୍ଧୁତ୍ଵରୁ ଆରମ୍ଭ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଶାରୀରିକ ସମ୍ପର୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ବନ୍ଧୁତ୍ୱରୁ ଆରମ୍ଭ ହୋଇଥିବା ଶାରୀରିକ ସମ୍ପର୍କ ଦୁଷ୍କର୍ମ ବୋଲି ବିବେଚିତ ହେବ ନାହିଁ। ଯଦି ଏ ସମ୍ପର୍କୀତ କୌଣସି ଦୁଷ୍କର୍ମ...

କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜ ପାଇଁ ୪୫ଟି ଅଗ୍ନିଶମ ପଦବୀ ମଞ୍ଜୁର କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିବା ୩ଟି ପ୍ରମୁଖ ମେଡିକାଲ କଲେଜର ଅଗ୍ନିଶମ ବିଭାଗରେ ୪୫ଟି ନୂତନ ପଦବୀ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ଉକ୍ତ...

ଡିଏନ୍ ଗ୍ରୁପ୍ ଉପରେ ଆୟକର ରେଡ୍ ଜାରି, ଆଗକୁ ତଦନ୍ତ କରିବ ଇଡି

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ ଗୁରୁବାର ମଧ୍ୟ ଜାରି ରହିଛି। ଦ୍ଵିତୀୟ ଦିନରେ ଗ୍ରୁପର ବିଭିନ୍ନ କାର୍ଯ୍ୟାଳୟ ଓ ଅଧିକାରୀଙ୍କ ଘରେ ରେଡ କରାଯାଇଛି। ଏଥିରେ...

ଜଷ୍ଟିସ୍‌ ଶୁଭାଶିଷ ତଲାପାତ୍ର ହେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‌ ଶୁଭାଶିଷ ତଲାପାତ୍ର। ସୁପ୍ରିମକୋର୍ଟ କୋଲେଜିୟମ୍‌ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବା ପାଇଁ ତାଙ୍କ ନାମ ସୁପାରିସ କରିଛନ୍ତି। ସେ ବର୍ତ୍ତମାନ...

ଡିଏନ ଗ୍ରୁପ୍ ଉପରେ ଆୟକର ଚଢ଼ାଉ, କର୍ମଚାରୀଙ୍କ ଘରୁ ୩୦ କୋଟି ଟଙ୍କା ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର ପ୍ରମୁଖ ବ୍ୟାବସାୟିକ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ ଉପରେ ବୁଧବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଟିକସ ଫାଙ୍କିବା ଅଭିଯୋଗରେ ଡିଏନ ଗ୍ରୁପର ଭୁବନେଶ୍ଵର ସମେତ ୨୦ରୁ ଅଧିକ ସ୍ଥାନରେ...

ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଚିନ୍ତାରେ ରାଜଧାନୀବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ କାୟ ମେଲାଉଛି ଡେଙ୍ଗୁ। ବିଶେଷ କରି ରାଜଧାନୀ ଭୁବନେଶ୍ଵର ଏବେ ଡେଙ୍ଗୁର ହଟସ୍ପଟ ପାଲଟିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ...

ଚଳିତ ବର୍ଷରୁ ଓଡ଼ିଆ ବିଶ୍ଵବିଦ୍ୟାଳୟରେ ନାମଲେଖା, ସେପ୍ଟେମ୍ବରରୁ ପାଠପଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଜିଲ୍ଲା ସତ୍ୟବାଦୀରେ ନିର୍ମାଣାଧୀନ ଓଡ଼ିଆ ବିଶ୍ଵବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ନାମଲେଖା ଆରମ୍ଭ ହେବ। ଏଠାରେ ସେପ୍ଟେମ୍ବର ମାସରୁ ପାଠପଢ଼ା ଆରମ୍ଭ ହେବ। ପ୍ରଥମ ବର୍ଷ ଏହି ବିଶ୍ଵବିଦ୍ୟାଳୟରେ ୩ଟି ବିଭାଗରେ...

ସରିଲା ରଥଯାତ୍ରା – ରତ୍ନସିଂହାସନରେ ତିନି ଠାକୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ ନଅ ଦିନର ଜନ୍ମବେଦୀକୁ ଯାତ୍ରା, ସୁନାବେଶ ଏବଂ ଅଧରପଣା ନୀତି ଶନିବାର ଶ୍ରୀକ୍ଷେତ୍ରରେ ନୀଳାଦ୍ରି ବିଜେ ଶେଷ ହୋଇଛି। ଗୋଟି ପହଣ୍ଡିରେ ଯାଇ ତିନି ଠାକୁର ରତ୍ନସିଂହାସନରେ ବିରାଜମାନ କରିଛନ୍ତି। ଶନିବାର ରଥାରୂଢ଼...

ରସଗୋଲା ଦେଇ ଆଜି ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ କାଳିଆ ସାଆନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରାର ଆଜି ଅନ୍ତିମ ଦିନ। ମହାପ୍ରଭୁଙ୍କ ଉପରେ ଅଭିମାନ କରିଥିବା ମହାଲକ୍ଷ୍ମୀଙ୍କୁ ଆଜି ରସଗୋଲା ଦେଇ ମନେଇବେ କଳା ଠାକୁର। ରଥଯାତ୍ରାର ଏହା ହେଉଛି ଏକ ସ୍ଵତନ୍ତ୍ର ପରମ୍ପରା। ନଅଦିନର ରଥଯାତ୍ରା ସାରିବା...