ଖରାରୁ ମିଳିବ ଆଶ୍ଵସ୍ତି: ଏଣିକି ଟ୍ରାଫିକ୍ ପୋଲିସ ପିନ୍ଧିବେ ସ୍ଵତନ୍ତ୍ର ଏସି ହେଲମେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଓଡ଼ିଶାରେ ଏବେ ମୁଣ୍ଡ ଫଟା ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ତେବେ ଖରାରୁ ରକ୍ଷା ପାଇବା ପାଇଁ ଏଣିକି ଟ୍ରାଫିକ୍ ପୋଲିସ ପିନ୍ଧିବେ ସ୍ଵତନ୍ତ୍ର ଏସି ହେଲମେଟ।...
ବିଶ୍ୱ ଦକ୍ଷତା କେନ୍ଦ୍ରର ୪୩ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କମ୍ପାନିରେ ନିଯୁକ୍ତି ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି। ଏହି...
ରାଉରକେଲା ଦେଖିବ ବଡ଼ ଲଢ଼େଇ: ବିଜେଡିରୁ ସାରଦା, ବିଜେପିରୁ ପୁଣି ଦିଲ୍ଲୀପ
ସରୋଜ କୁମାର ମହାପାତ୍ର
୨୦୧୪ ନିର୍ବାଚନ ପରେ ରାଉରକେଲା ବିଧାନସଭା ଆସନରେ ପୁଣିଥରେ ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ଏବଂ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ଭିତରେ ବଡ଼ ଲଢ଼େଇ ହେବାକୁ ଯାଉଛି।
୨୦୨୪...
ଓଡ଼ିଶାରେ ଜାରି ରହିଛି ମାତ୍ରାଧିକ ଗ୍ରୀଷ୍ମପ୍ରବାହ, ୪୧.୯ ଡିଗ୍ରୀ ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ କିଛି ଦିନ ହେବ ମାତ୍ରାଧିକ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଉପକୂଳରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ସବୁଆଡ଼େ ଖରା ଓ ଗୁଳୁଗୁଳି ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ମଙ୍ଗଳବାର...
ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ଉତ୍ସବମୁଖର ଏକାମ୍ରକ୍ଷେତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ଅଶୋକାଷ୍ଟମୀ ଅବସରରେ ଅନୁଷ୍ଠିତ ହେଉଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିଲାଗି ଉତ୍ସବମୁଖର ଏକାମ୍ରକ୍ଷେତ୍ର ଭୁବନେଶ୍ଵର। ରଥ ପ୍ରସ୍ତୁତ, ରଥ ପଥ ବି ପ୍ରସ୍ତୁତ ଏବଂ ରୁକୁଣା ରଥ ଟାଣିବାକୁ...
ଜାଣନ୍ତୁ ଭୁବନେଶ୍ୱର ସହର ଓ ଏଠାରେ ଖାଦ୍ୟ ସଂସ୍କୃତିର ବିକାଶର କିଛି ରୋଚକ କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=qP1Mi0uK388&t=366s
ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ପାଳନ କରୁଛି ନିଜର ୭୬ତମ ପ୍ରତିଷ୍ଠା ଦିବସ। ଏହି ସମୟ ମଧ୍ୟରେ ସହରର ରୂପ ଆଜି ସମ୍ପୂର୍ଣ୍ଣ ବଦଳି ଯାଇଛି। ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟରେ ଭରପୂର...
ଆଜି ଭୁବନେଶ୍ଵର ପ୍ରତିଷ୍ଠା ଦିବସ: ରାଜଧାନୀକୁ ପୂରିଲା ୭୬ ବର୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ରାଜଧାନୀ ଭୁବନେଶ୍ଵରକୁ ପୂରିଛି ୭୬ ବର୍ଷ। ଏହି ଅବସରରେ ଶନିବାର ଦିନ ପାଳିତ ହେଉଛି ରାଜଧାନୀ ପ୍ରତିଷ୍ଠା ଦିବସ। ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ...
ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପଦକ୍ଷେପ: ସିଂହଦ୍ଵାରରେ ଜଗିବେ ପ୍ରତିହାରୀ ସେବାୟତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବା ପାଇଁ ସିଂହଦ୍ଵାରରେ ଜଗିବେ ପ୍ରତିହାରୀ ସେବାୟତ। ରବିବାରଠାରୁ ଏଠାରେ ପୋଲିସକର୍ମୀଙ୍କ ସହ ୨ ଜଣ ପ୍ରତିହାରୀ ସେବାୟତ ପହରା ଦେବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ...
ବିରୂପା ନଦୀରେ ବୁଡ଼ି ଦୁଇ ଯୁବକଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିରୂପା ନଦୀରେ ବୁଡ଼ି ଦୁଇ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ କଟକ ଚୌଦ୍ଵାର ଖୋର୍ଦ୍ଧା ସାହିର କୃଷ୍ଣଚନ୍ଦ୍ର ସାହୁ ଓ ମୟଙ୍କ ସାହୁ।
ଶୁକ୍ରବାର ଦିନ କୃଷ୍ଣଚନ୍ଦ୍ର ଏବଂ ମୟଙ୍କ ବିରୂପା...
ସମ୍ବଲପୁର ଲୋକସଭା ଆସନରେ ଏଥର ହେବ ହାଇପ୍ରୋଫାଇଲ ଲଢ଼େଇ: ମଇଦାନରେ ମୁହାଁମୁହିଁ ହେବେ ଦୁଇ ହେଭିୱେଟ ଧର୍ମେନ୍ଦ୍ର ଓ...
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସମ୍ବଲପୁର ଲୋକସଭା ଆସନ ହାତେଇବାକୁ ଏଥର ଜମିବ ଲଢ଼େଇ, ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ଧର୍ମେନ୍ଦ୍ର ପ୍ରଧାନ-ପ୍ରଣବ ପ୍ରକାଶ ଦାସ।
ସମ୍ବଲପୁର ଲୋକସଭା ଆସନକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା।...




















