ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପଦକ୍ଷେପ: ସିଂହଦ୍ଵାରରେ ଜଗିବେ ପ୍ରତିହାରୀ ସେବାୟତ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବା ପାଇଁ ସିଂହଦ୍ଵାରରେ ଜଗିବେ ପ୍ରତିହାରୀ ସେବାୟତ। ରବିବାରଠାରୁ ଏଠାରେ ପୋଲିସକର୍ମୀଙ୍କ ସହ ୨ ଜଣ ପ୍ରତିହାରୀ ସେବାୟତ ପହରା ଦେବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ...

ବିରୂପା ନଦୀରେ ବୁଡ଼ି ଦୁଇ ଯୁବକଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିରୂପା ନଦୀରେ ବୁଡ଼ି ଦୁଇ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ କଟକ ଚୌଦ୍ଵାର ଖୋର୍ଦ୍ଧା ସାହିର କୃଷ୍ଣଚନ୍ଦ୍ର ସାହୁ ଓ ମୟଙ୍କ ସାହୁ। ଶୁକ୍ରବାର ଦିନ କୃଷ୍ଣଚନ୍ଦ୍ର ଏବଂ ମୟଙ୍କ ବିରୂପା...

ସମ୍ବଲପୁର ଲୋକସଭା ଆସନରେ ଏଥର ହେବ ହାଇପ୍ରୋଫାଇଲ ଲଢ଼େଇ: ମଇଦାନରେ ମୁହାଁମୁହିଁ ହେବେ ଦୁଇ ହେଭିୱେଟ ଧର୍ମେନ୍ଦ୍ର ଓ...

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସମ୍ବଲପୁର ଲୋକସଭା ଆସନ ହାତେଇବାକୁ ଏଥର ଜମିବ ଲଢ଼େଇ, ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ଧର୍ମେନ୍ଦ୍ର ପ୍ରଧାନ-ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ଲୋକସଭା ଆସନକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା।...

ଓଡ଼ିଶାରେ ପୁଣି ବଢ଼ିବ ତାତି, ବିଭିନ୍ନ ଜିଲ୍ଲାକୁ ହିଟୱେଭ୍ ସତର୍କତା

ଓଡ଼ିଶାଲାଇଭ୍ ବ୍ୟୁରୋ କିଛିଦିନର ବର୍ଷା ପରେ ଓଡ଼ିଶାରେ ପୁଣି ବଢ଼ିବାକୁ ଯାଉଛି ଗ୍ରୀଷ୍ମ ପ୍ରବାହ। ଆଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର କରିବା ସହ ଅଧିକ ଗୁଳୁଗୁଳି ହେବାର ସମ୍ଭାବନା...

କ୍ରିଟିକାଲ୍ ମିନେରାଲ କ୍ଷେତ୍ରରେ ଜ୍ଞାନ ଏବଂ ବୈଷୟିକ ସହଯୋଗ ପାଇଁ କାବିଲ୍ ଓ ଆଇଏମଏମଟି ମଧ୍ୟରେ ବୁଝାମଣା ପତ୍ର...

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରିଟିକାଲ୍ ମିନେରାଲ କ୍ଷେତ୍ରରେ ଜ୍ଞାନ ଏବଂ ବୈଷୟିକ ସହଯୋଗ ନିମନ୍ତେ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍(କାବିଲ୍) ଓ ସିଏସଆଇଆର–ଆଇଏମଏମଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି। ବୁଧବାର ଭୁବନେଶ୍ୱରସ୍ଥିତ ନାଲକୋ କର୍ପୋରେଟ...

ଭୁବନେଶ୍ୱରରେ ଗ୍ରୀନ୍ ଓଡ଼ିଶା କନକ୍ଲେଭ୍: ପରିବେଶ ସୁରକ୍ଷା ପାଇଁ ସବୁଜ ଭିତ୍ତିଭୂମିର ନିର୍ମାଣ ଉପରେ ମାନସମନ୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ କୁମାର କୃଷ୍ଣ ଦାସଙ୍କ ସହ ଅଭିଷେକ ରାୟ): ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ଅବକ୍ଷୟର ମୁକାବିଲା ଏବେ ସାରା ବିଶ୍ଵରେ ଏକ ଆହ୍ଵାନ ସୃଷ୍ଟି କରିଛି। ମନୁଷ୍ୟ ସମାଜର...

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଚୈତ୍ର ଶୁକ୍ଳ ଦ୍ୱିତୀୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ତାଲିକାରୁ ବାଦ ପଡ଼ିଲା ବିଜେଡି ନେତା ଭି କେ ପାଣ୍ଡିଆନଙ୍କ ନାଁ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ତାଲିକାରୁ ବାଦ ପଡ଼ିଛି ବିଜେଡି ନେତା ଭି କେ ପାଣ୍ଡିଆନ। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାରୁ ସେ କୌଣସି ସରକାରୀ ସୁବିଧା ପାଇପାରିବେ ନାହିଁ।...

ଖୋର୍ଦ୍ଧା ଓ ବ୍ରହ୍ମପୁରରେ ନିଯୁକ୍ତ ହେଲେ ନୂଆ ଏସପି

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ଓ ବ୍ରହ୍ମପୁରରେ ନୂଆ ଏସପିଙ୍କୁ ନିଯୁକ୍ତ କରାଯାଇଛି। ଅବିନାଶ କୁମାର ଖୋର୍ଦ୍ଧାର ଏସପି ହୋଇଥିବାବେଳେ ଡକ୍ଟର ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁରର ଏସପି ଭାବେ ଦାୟିତ୍ଵ ଦିଆଯାଇଛି। ଏନେଇ ଭାରତୀୟ ନିର୍ବାଚନ...

ଟାଇ ଭୁବନେଶ୍ଵର ପକ୍ଷରୁ ‘ଇଗନାଇଟ୍ ଦେମ ୟଙ୍ଗ’ ପ୍ରତିଯୋଗିତାର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଟାଇ ଭୁବନେଶ୍ଵର ପକ୍ଷରୁ ‘ଇଗନାଇଟ୍ ଦେମ ୟଙ୍ଗ’ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି। ଶନିବାର ସ୍ଥାନୀୟ କିଟ୍ ଇଣ୍ଟରନାସନାଲ ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାର ଉଦଘାଟନ ହୋଇଛି। ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍...