ଆରମ୍ଭ ହେଲା ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାମ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ପୁରୀ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାମ। ଶୁକ୍ରବାର ଦିନ ଗୋଟାଏରୁ ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୭ଟା ଯାଏଁ ଚାଲିବ। ମରାମତି କାମରେ ନିୟୋଜିତ...

ବିଏମସିକୁ ନିର୍ବାଚନ ଆୟୋଗଙ୍କ ଚିଠି: ଭୁବନେଶ୍ଵରରୁ ହଟିବ ରାଜନୈତିକ ପୋଷ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ଅଞ୍ଚଳରୁ ହଟିବ ସମସ୍ତ ରାଜନୈତିକ ଦଳର ପୋଷ୍ଟର। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ ରାଜନୈତିକ ପୋଷ୍ଟର ହଟାଇବାକୁ ବିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।...

ସାଧାରଣ ଲୋକଙ୍କୁ ଜନପ୍ରତିନିଧିଙ୍କ ସହ ଯୋଡ଼ିବ ‘ଓଡ଼ିଶା ରାଜନୀତି’ ପୁସ୍ତକ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=R6CXGKVZYKY&t=1s ‘ବିଜ୍ଞାପନ’ ପ୍ରକାଶନ ସଂସ୍ଥା ପକ୍ଷରୁ ଉନ୍ମୋଚିତ ହୋଇଛି ‘ଓଡ଼ିଶା ରାଜନୀତି’ ପୁସ୍ତକ। ଏଥିରେ ଓଡ଼ିଶାର ଜନପ୍ରତିନିଧିମାନଙ୍କ ଯୋଗାଯୋଗ ନମ୍ବର ରହିଛି। ଏହାସହ ରାଜନେତାମାନଙ୍କ ସହ ବିଶେଷ ସାକ୍ଷାତକାରକୁ ପୁସ୍ତକରେ ସ୍ଥାନିତ କରାଯାଇଛି।...

ବିଶ୍ୱ ଦକ୍ଷତା କେନ୍ଦ୍ରରୁ ‘ଓଡ଼ିଆ ବ୍ରାଇଡାଲ ମେକଅପ୍’ ତାଲିମ ନେଇ ବାହାରିଲେ ୩୦ ଜଣ ଏସଏଚଜି ମା’

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ବର୍ତ୍ତମାନ ବ୍ୟୁଟି, ମେକଅପ୍ ଓ ଫେସିଆଲ ଆଦି ସେବା କ୍ଷେତ୍ରରେ ଚାହିଦା ବଢୁଛି। ତେଣୁ ଏ ଦିଗରେ ଏସଏଚଜି ମା’ମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ରୋଜଗାରର ନୂଆ ବାଟ...

ବାରବାଟୀ ଷ୍ଟାଡିୟମର ନବକଳେବର: ୬୦ ହଜାରକୁ ବଢ଼ିବ ଦର୍ଶକ କ୍ଷମତା, ଖର୍ଚ୍ଚ ହେବ ୬୦୦ କୋଟି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା କ୍ରିକେଟର ଏନ୍ତୁଡ଼ିଶାଳ କଟକ ବାରବାଟୀ ଷ୍ଟାଡିୟମର ନବକଳେବର ହେବାକୁ ଯାଉଛି। ବର୍ତ୍ତମାନର ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ସେହି ସ୍ଥାନରେ ଏକ ଅତ୍ୟାଧୁନିକ ବିଶ୍ଵସ୍ତରୀୟ ଷ୍ଟାଡିୟମର ନିର୍ମାଣ କରାଯିବ। ଏଥିରେ ପ୍ରାୟ...

କିଟ୍ ବିଶ୍ଵବିଦ୍ୟାଳୟରେ ‘ବ୍ଲୁ ଇକୋନୋମି ନାସନାଲ କନଫରେନ୍ସ’: ସମୁଦ୍ରକୁ ନେଇ ଅର୍ଥନୈତିକ ଅଭିବୃଦ୍ଧି ଉପରେ ହେଲା ମାନସମନ୍ଥନ

ଅଭିଷେକ ରାୟ ଭୁବନେଶ୍ଵର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ‘ବ୍ଲୁ ଇକୋନୋମି ନାସନାଲ କନଫରେନ୍ସ’। ଏହି ଦୁଇଦିନିଆ ସମ୍ମିଳନୀରେ ସମୁଦ୍ରକୁ ନେଇ ଅର୍ଥନୈତିକ ଅଭିବୃଦ୍ଧି ଉପରେ ବିଭିନ୍ନ ଆଲୋଚନା କରାଯାଇଥିଲା। ଓଡ଼ିଶା ବିଜ୍ଞାନ...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିରରେ ୩ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୩ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ମାଘ ଶୁକ୍ଳ ଦ୍ଵାଦଶୀରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ...

ଭୁବନେଶ୍ୱରରେ ଦୁଇଦିନିଆ ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’: ରାଜ୍ୟର ଦ୍ରୁତ ଅଭିବୃଦ୍ଧି, ନିବେଶ ସମ୍ଭାବନା,...

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ବିଭିନ୍ନ କ୍ଷେତ୍ରରେ ଲଗାତାର ଅଭିବୃଦ୍ଧି ସହ ଓଡ଼ିଶାରେ ଆଜି ରୂପାନ୍ତରଣର ଏକ ନୂଆ ଚିତ୍ର ସ୍ପଷ୍ଟ ହୋଇପାରିଛି। ରାଜ୍ୟରେ ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ସହ...

ଶ୍ରୀକ୍ଷେତ୍ର ପୁରୀରୁ କୋଣାର୍କକୁ ଗଡ଼ିବ ଟ୍ରେନ – ରେଳମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ଶ୍ରୀକ୍ଷେତ୍ର ପୁରୀରୁ ଅର୍କକ୍ଷେତ୍ର କୋଣାର୍କକୁ ଗଡ଼ିବ ଟ୍ରେନ। ଏଥିଲାଗି ନୂଆ ରେଳ ଲାଇନ୍‌ ନିର୍ମାଣ ହେବ। ନୂଆ ଟ୍ରକରେ ଚାଲିବ ଭିଷ୍ଟାଡୋମ୍‌ ଟ୍ରେନ୍‌। ଫଳରେ ଟ୍ରେନ ଭିତରୁ ପର୍ଯ୍ୟଟକମାନେ ବାହାରର ସମସ୍ତ...

ଭବିଷ୍ୟତ ଲାଗି ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବାକୁ ହେବ – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଦୁଇଦିନିଆ ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ' (ଭୁବନେଶ୍ୱର): ରାଜ୍ୟ ସରକାରଙ୍କ 'ନୂଆ ଓଡ଼ିଶା' କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରଠାରେ ଆୟୋଜିତ ହୋଇଛି ଦୁଇଦିନିଆ 'ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି...