ନୂଆବର୍ଷ ପାଇଁ କମିଶନରେଟ ପୋଲିସର ଗାଇଡଲାଇନ, ଖୋଲା ପଡ଼ିଆରେ ହୋଇପାରିବନି ଜିରୋ ନାଇଟ୍ ସେଲିବ୍ରେସନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ନୂଆବର୍ଷକୁ ସ୍ଵାଗତ କରିବାକୁ ଚାହିଁ ରହିଛନ୍ତି ସମସ୍ତେ। ଏହା ପୂର୍ବରୁ ଡିସେମ୍ବର ୩୧ ଏବଂ ନୂଆବର୍ଷ ସେଲିବ୍ରେସନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ। ଆବେଦନ ଅନୁସାରେ...
ଆଜି ବଡ଼ଦିନରେ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼, ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବଡ଼ଦିନ ଅବସରରେ ପୁରୀରେ ଅନେକ ପର୍ଯ୍ୟଟକଙ୍କ ଆଗମନ ଲାଗିରହିଛି। ନୂଆବର୍ଷକୁ ଅଳ୍ପଦିନ ବାକିଥିବା ବେଳେ ଶ୍ରୀମନ୍ଦିର, ସମୁଦ୍ରକୂଳ, କୋଣାର୍କ ସୂର୍ଯ୍ୟ ମନ୍ଦିର ଆଦି ସ୍ଥାନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ...
ଠକଙ୍କ ନୂଆ ଫର୍ମୁଲା: କ୍ରେଡିଟ୍ କାର୍ଡ ମାଧ୍ୟମରେ ୮ କୋଟି ଟଙ୍କା ଠକେଇ, ୫ ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକଙ୍କୁ ଭୂଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିବାର ନୂଆ ନୂଆ ଫର୍ମୁଲା ଆପଣାଉଛନ୍ତି ଠକ। କ୍ରେଡିଟ କାର୍ଡ ମାଧ୍ୟରେ ୮ କୋଟି ଟଙ୍କା ଠିକେଇ ଅଭିଯୋଗରେ ୫ ଜଣଙ୍କୁ ଗିରଫ...
ଆସନ୍ତାକାଲିଠୁ କଟକରେ ଅଲ୍ଟିମେଟ୍ ଖୋଖୋ ଲିଗର ଦ୍ଵିତୀୟ ସଂସ୍କରଣ, ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ପ୍ରଥମ ଟିକେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରବିବାରଠାରୁ କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଅଲ୍ଟିମେଟ୍ ଖୋଖୋ ଲିଗର ଦ୍ଵିତୀୟ ସଂସ୍କରଣ। ଓଡ଼ିଶା ଜଗରନଟ୍ସ ସହ ରାଜସ୍ଥାନ ୱାରିୟର୍ସ ମଧ୍ୟରେ ଖେଳାଯିବ ଲିଗର ଉଦଘାଟନୀ...
ରାଉରକେଲାରେ ହଇଜା ଆତଙ୍କ, ଆଉ ଜଣଙ୍କର ମୃତ୍ୟୁ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇସ୍ପାତ ନଗରୀ ରାଉରକେଲାରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ହଇଜା। ଶୁକ୍ରବାର ଦିନ ହଇଜା ଯୋଗୁଁ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ପାଓ୍ଵାରହାଉସ ରୋଡର...
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା...
“ହାଇକୋର୍ଟଙ୍କ ବିନା ଅନୁମତିରେ ହୋଇପାରିବନି ନୂଆ ଜିଲ୍ଲା ଗଠନ”
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇକୋର୍ଟଙ୍କ ଅନୁମତି ବିନା ରାଜ୍ୟ ସରକାର ଗଢ଼ି ପାରିବେନି ନୂଆ ଜିଲ୍ଲା
ରାଜ୍ୟ ସରକାରଙ୍କୁ ଝଟକା, ଅଧାରେ ଅଟକିଲା ପଦ୍ମପୁର ଜିଲ୍ଲା ସ୍ଵପ୍ନ
ଶୀତ ଅବକାଶ ପରେ ପରବର୍ତ୍ତୀ ଶୁଣାଣି
ହାଇକୋର୍ଟଙ୍କ ବିନା ଅନୁମତିରେ ନୂଆ...
ଏଏସଓ ଚୟନ ଅନିୟମିତତା ମାମଲା, ଓପିଏସସି ପକ୍ଷରୁ ପ୍ରସ୍ତୁତ ମେରିଟ୍ ଲିଷ୍ଟ କାଏମ ରଖିଲେ ଓଡ଼ିଶା ହାଇକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଏସଓ ଚୟନ ଅନିୟମିତତା ମାମଲାରେ ଶୁକ୍ରବାର ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ। ଏଥିରେ ଓପିଏସସି ପକ୍ଷରୁ ଜାରି ହୋଇଥିବା ୧,୧୦୪ ଜଣ ପରୀକ୍ଷାର୍ଥୀଙ୍କ ମେରିଟ୍ ଲିଷ୍ଟକୁ କାଏମ ରଖାଯାଇଛି। ଏହାସହ ଯେଉଁଠୁ...
ରାଉରକେଲା ସୀମାନ୍ତରେ ରେଳଧାରଣା ଉଡ଼ାଇ ଦେଲେ ମାଓବାଦୀ, ଟ୍ରେନ ଚଳାଚଳ ପ୍ରଭାବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡର ମନୋହରପୁର ଅଞ୍ଚଳରେ ମାଓବାଦୀଙ୍କ ହିଂସାକାଣ୍ଡ ଦେଖିବାକୁ ମିଳିଛି। ରାଉରକେଲା ଓ ମନୋହରପୁର ଷ୍ଟେସନ ମଝିରେ ଥିବା ବିରୁୱାଠାରେ ଗୁରୁବାର ରାତିରେ ମାଓବାଦୀମାନେ ରେଳଧାରଣା ଉଡ଼ାଇ ଦେଇଥିଲେ।...
ଓଡ଼ିଶାରେ ୧୧୨.୫୩ ମେଗାୱାଟର ସବୁଜ ଶକ୍ତି ପ୍ରକଳ୍ପକୁ ସିଙ୍ଗିଲ୍ ୱିଣ୍ଡୋ କମିଟିର ଅନୁମୋଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ୧୧୨.୫୩ ମେଗାୱାଟର ସବୁଜ ଶକ୍ତି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଗୁରୁବାର ଶକ୍ତି ବିଭାଗ ଅନ୍ତର୍ଗତ ସିଙ୍ଗିଲ୍ ୱିଣ୍ଡୋ କମିଟିର ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି। ଏହାଦ୍ଵାରା ରାଜ୍ୟରେ ମୋଟ...





















