ନୂଆବର୍ଷରୁ ଶ୍ରୀକ୍ଷେତ୍ରରେ ବଡ଼ଠାକୁରଙ୍କୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ, ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ ପାଇଁ ମାପଚୁପ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ନୂଆବର୍ଷଠାରୁ ଶ୍ରୀକ୍ଷେତ୍ର ପୁରୀରେ ବଡ଼ଠାକୁରଙ୍କୁ ଶୃଙ୍ଖଳିତ ଭାବେ ଯାଇ ଦର୍ଶନ କରିପାରିବେ ଭକ୍ତ। ଏଥିଲାଗି ଭକ୍ତଙ୍କ ପାଇଁ ହେବାକୁ ଯାଉଛି ସ୍ଵତନ୍ତ୍ର ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ। ବୁଧବାର ଦିନ ଏଥିପାଇଁ...

ନନ୍ଦନକାନନରେ ଆନାକୋଣ୍ଡାର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଧବାର ଦିନ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ଗତକିଛି ଦିନ ହେଲା ଆନାକୋଣ୍ଡାଟି ଅସୁସ୍ଥ ଥିଲା। ୪୬ ନମ୍ବର ଖୁଆଡ଼ରେ ୧୦ଟି ଆନାକୋଣ୍ଡା ଥିଲେ। ଏମାନଙ୍କ ମଧ୍ୟରୁ ଗୋଟିଏ...

ସରିଲା କଟକର ଐତିହାସିକ ବାଲିଯାତ୍ରା: ବ୍ୟବସାୟ ୧୦୦ କୋଟି ଟପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା କଟକର ଐତିହାସିକ ବାଲିଯାତ୍ରା। ଗତ ନଭେମ୍ବର ୨୭ ତାରିଖରୁ ୯ ଦିନ ଧରି ଚାଲିଥିବା ଏହି ବାଲିଯାତ୍ରାରେ ରେକର୍ଡ ବ୍ୟବସାୟ ହୋଇଛି। ଏଥର ବାଲିଯାତ୍ରାରେ ୧୦୦ କୋଟି ଟଙ୍କରୁ ଊର୍ଦ୍ଧ୍ଵ...

ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ମିଳିଲା ବଡ଼ ଝଟକା। ବିଜୟ ଶଙ୍କରଙ୍କ ବିବାହ ଆବେଦନକୁ ଖାରଜ କରିଛନ୍ତି କଟକ ବିବାହ ପଞ୍ଜୀକରଣ ଅଧିକାରୀ। ବିବାହ ପାଇଁ କରାଯାଇଥିବା ଆବେଦନପତ୍ରରେ ତ୍ରୁଟି...

ଆଜି ସରିବ କଟକର ଐତିହାସିକ ବାଲିଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି, ମଙ୍ଗଳବାର ଦିନ ସରିବ କଟକର ଐତିହାସିକ ବାଲିଯାତ୍ରା। ଶେଷଦିନରେ ବାଲିଯାତ୍ରା ପଡ଼ିଆରେ ଅସମ୍ଭବ ଭିଡ଼ ବଢ଼ିବାର ସମ୍ଭାବନା ରହିଛି। ତେଣୁ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ...

ହାଇକୋର୍ଟରୁ ଜାମିନ ମିଳିଲା, ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ!

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟରୁ ଅର୍ଚ୍ଚନା ନାଗଙ୍କୁ ସୋମବାର ଦିନ ଜାମିନ ମିଳିଛି। ଇଡି ମାମଲାରେ ଅର୍ଚ୍ଚନାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଏହା ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ...

ଆଉ ଗୋଟିଏ ଦିନ ଚାଲିବ କଟକର ଐତିହାସିକ ବାଲିଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ନୁହେଁ, ଆସନ୍ତାକାଲି ଶେଷ ହେବ କଟକର ଐତିହାସିକ ବାଲିଯାତ୍ରା। ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆହୁରି ଗୋଟିଏ ଦିନ ବାଲିଯାତ୍ରାର ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର। ଗତ ନଭେମ୍ବର ୨୭ ତାରିଖରୁ...

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମାର୍ଗଶିର କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ୫ ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ...

ଓଡ଼ିଶା ୱିମେନ୍ ଇନ୍ ମିଡିଆ ଓ କମିଶନରେଟ୍ ପୋଲିସ ପକ୍ଷରୁ ସବୁଜ ଅଭିଯାନ- ‘ସିଡ୍ ବଲ’ ପ୍ରସ୍ତୁତି ଓ...

ଓଡବ୍ଲ୍ୟୁଏମ୍‌ ଏବଂ କମିଶନରେଟ ପୋଲିସ ପକ୍ଷରୁ ରବିବାର ଦିନ ଚନ୍ଦକା ଥାନା ପରିସରରେ ‘ସିଡ୍ ବଲ୍’ ପ୍ରସ୍ତୁତି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କଂଗ୍ରେସରେ ସାମିଲ ହେଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସରେ ସାମିଲ ହେଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ଶନିବାର ଦିନ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଜୟରାମ ପାଙ୍ଗୀ ଦଳରେ ଯୋଗ ଦେଇଛନ୍ତି। ଏହି...