ଶେଷ ଚରଣରେ ପିପିଲି ନିର୍ବାଚନ ପ୍ରଚାର, ନେତାଙ୍କ ତୋଫାନୀ ଗସ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ। ଏଥିପାଇଁ ବିଭିନ୍ନ ଦଳର ଦଳୀୟ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ଦଳୀୟ...

ପିପିଲି ଉପନିର୍ବାଚନ – ରୁଦ୍ରଙ୍କ ପାଇଁ ଆଜି ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ଉପନିର୍ବାଚନ ପାଇଁ ଆଜି ଭର୍ଚୁଆଲ ମାଧ୍ୟମରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ଅପରାହ୍‌ଣ ୪ଟାରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ...

୩୫ ମାସରେ ପିପିଲିବାସୀଙ୍କୁ ସୁଶାସନ ଦେବି – ଆଶ୍ରିତ ପଟ୍ଟନାୟକ

ବିଶ୍ଵଜିତ ସାହୁ [youtube https://www.youtube.com/watch?v=fufgMctTFSk] ଏଥର ଉପନିର୍ବାଚନରେ ପିପିଲି ଆସନ ଜିତିବାକୁ ରଣକୌଶଳ ପ୍ରସ୍ତୁତ କରିଛି ବିଜେପି। "ବିଗତ ୩୫ ବର୍ଷର କୁଶାସନରେ ପିପିଲିର ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। ତେଣୁ ସେମାନେ ନିଷ୍ପତ୍ତି ନେଇ ସାରିଛନ୍ତି ଆଗାମୀ...

ଏଥର ପିପିଲିରେ ଶଙ୍ଖ ବାଜିବ ନା ପଦ୍ମ ଫୁଟିବ?

(ପିପିଲିରୁ ଶୁଭଶ୍ରୀ ନାୟକ ଓ ବିଶ୍ଵଜିତ ସାହୁ) [youtube https://www.youtube.com/watch?v=M6P-ybn4Wis] ଉପନିର୍ବାଚନ ପାଇଁ ସରଗରମ ହେଉଛି ପିପିଲି ରାଜନୀତି, କିଏ ହେବ ପିପିଲିର ଆଗାମୀ ମହାରଥୀ? ଫାଟିବ ଶଙ୍ଖ ଫୁଟିବ ପଦ୍ମ… ୩୫ ବର୍ଷ ବନାମ ୩୫ ମାସ… ପିପିଲିରେ...

ପୁରୀରେ ୧୨ରାଜ୍ୟର ପର୍ଯ୍ୟଟଙ୍କ ପାଇଁ କଟକଣା – ଦର୍ଶନ ପୂର୍ବରୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ପୁରୀରେ ପର୍ଯ୍ୟଟକମାନଙ୍କ ପାଇଁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ଏଣିକି ୧୨ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନଙ୍କ ଉପରେ ପ୍ରଶାସନର ତୀକ୍ଷ୍ଣ...

ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି – ଗଜପତି ମହାରାଜ କହିଲେ ମନ୍ଦିରର ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ...

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ବଳଗଣ୍ଡି ଛକ ନିକଟରେ ଥିବା ମାଉସୀ ମା’ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ରାତିରେ କିଛି ଦୁର୍ବୃତ୍ତ ମନ୍ଦିର ଗେଟ୍ ତାଲା କାଟିବା ସହ ହୁଣ୍ଡି ଭାଙ୍ଗି...

ପିପିଲି ଉପନିର୍ବାଚନ – ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିପିଲି ଆସନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରର୍ଥୀ ଆଶ୍ରିତ ପଟ୍ଟନାୟକ। ସମର୍ଥକଙ୍କ ଗହଣରେ ଏକ ବିଶାଳ ରାଲିରେ ଯାଇ ପୁରୀ ଏଡିଏମଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ...

ଶ୍ରୀମନ୍ଦିରର ବିକାଶ ପାଇଁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ଦାନ କଲେ ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରବିବାର ରାଉରକେଲା ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସୋମବାର ପୁରୀରେ ଜଗା ଦର୍ଶନ ସାରି କୋଣାର୍କରେ ସୂର୍ଯ୍ୟମନ୍ଦିର ବୁଲି ଦେଖିଛନ୍ତି। ପୁରୀରେ...

ମାର୍ଚ୍ଚ ୧୮ରେ ଯାଞ୍ଚ ହେବ  ପୁରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ମାର୍ଚ୍ଚ ୧୮ ତାରିଖରେ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯିବ। ନାସନାଲ ସିକ୍ୟୁରିଟି ଗାର୍ଡ ବା ଏନଏସଜି ପକ୍ଷରୁ ଏକ ପାଞ୍ଚ ଜଣିଆ ଟିମ ପରୀକ୍ଷାମୂଳକ ଯାଞ୍ଚ କରିବେ। ଯଦି...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଫାଲ୍‌ଗୁନ କୃଷ୍ଣ ପଞ୍ଚମୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ...