ବର୍ଷା ବିତ୍ପାତ – ରେକର୍ଡ ଭାଙ୍ଗିଲା ପୁରୀ ଓ ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବିଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ...

ପୁରୀର ଶାଶ୍ୱତ ରଞ୍ଜନ ସାହୁଙ୍କ ନିଆରା ଦିଆସିଲି କଳାକୃତି

ଓଡ଼ିଶାଲାଇଭ୍ ବ୍ୟୁରୋ (ଅଭିପ୍‌ସା ବରାଳ) : ଦିଆସିଲି କାଠିରେ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି, ପ୍ରଭୁ ଗଜାନନଙ୍କ ମୂର୍ତ୍ତି, ହକି ଷ୍ଟିକ, ବାଇ ସାଇକେଲ, ଶିବ ଲିଙ୍ଗ ଇତ୍ୟାଦି ଅନେକ କଳାକୃତି କରି ବିଭିନ୍ନ ମହଲରୁ...

ଭକ୍ତଙ୍କ ପାଇଁ ଶନିବାର ବି ଖୋଲିବ ଶ୍ରୀମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ ଆହୁରି ୨ ଘଣ୍ଟା ବଢ଼ିଲା ଦର୍ଶନ ଅବଧି ସକାଳ ୭ରୁ ରାତି ୯ ଯାଏଁ ମିଳିବ ଜଗା ଦର୍ଶନ ଶ୍ରୀମନ୍ଦିର ପ୍ରବେଶ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ଵା ଟିକାକରଣ...

କଟକ ପାଇଁ ଗଣେଶ ପୂଜା ଗାଇଡଲାଇନ – ୪ ଫୁଟ ମୂର୍ତ୍ତି, ମଣ୍ଡପରେ ସାଧାରଣ ଦର୍ଶନ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ କଟକ ସହରରେ ପାଳନ ହେବ ଗଣେଶ ପୂଜା। ଆସନ୍ତା ସେପ୍ଟେମ୍ବର ୧୦ରେ ତାରିଖରେ ଗଣେଶ ପୂଜା ପଡ଼ୁଥିବାରୁ ଏବେଠାରୁ ସତର୍କ ହୋଇଛି...

ପବିତ୍ର ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେଣୁ ସ୍ୱତନ୍ତ୍ର ନୀତିକାନ୍ତି ଯୋଗୁଁ ଶ୍ରୀମନ୍ଦିରରେ ସର୍ବସାଧାରଣ...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି – ଅପରାହ୍ନ ୪ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଭାଦ୍ରବ ମାସ କୃଷ୍ଣ ତୃତୀୟା ତିଥି। ଏହି ଅବସରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ବା ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ। ତେଣୁ ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ...

୪ ମାସ ପରେ ଜଗା ଦର୍ଶନ – ଭାବର ଠାକୁରଙ୍କୁ ଦେଖି ଭକ୍ତ ଆଖିରେ ଭାବର ଲୁହ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ମଧ୍ୟରେ ସୋମବାରଠାରୁ ସର୍ବସାଧାରଣଙ୍କ ପାଇଁ ଜଗା ଦର୍ଶନ ଆରମ୍ଭ ହୋଇଛି। ୪ ମାସ ପରେ ଆଜି ଭକ୍ତ ଭଗବାନଙ୍କର ଅପୂର୍ବ ମିଳନ ହୋଇଛି। ରତ୍ନ ସିଂହାସନରୁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି...

ପୁରୀ ବାହାର ବାସିନ୍ଦାଙ୍କ ପାଇଁ ଅଗଷ୍ଟ ୧୬ରୁ ଖୋଲିବ ସ୍ଵର୍ଗଦ୍ଵାର

ଓଡ଼ିଶାଲାଇଭ୍ ବ୍ୟୁରୋ ଅଗଷ୍ଟ ୧୬ରୁ ଖୋଲିବ ସ୍ଵର୍ଗଦ୍ଵାର। କୋଭିଡ କଟକଣା ଭିତରେ ପୁରୀ ବାହାର ବାସିନ୍ଦା ସ୍ଵର୍ଗଦ୍ଵାରରେ ଶବ ସତ୍କାର କରିପାରିବେ। ଏନେଇ ଶନିବାର ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି। ରାଜ୍ୟରେ କରୋନାର...

ବିମାନ ବନ୍ଦର ପାଇଁ ସିପସରୁବାଲିକୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ସବୁଜ ସଙ୍କେତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ଦ୍ଵିତୀୟ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ପୁରୀର ସିପସରୁବାଲି ଚୂଡ଼ାନ୍ତ ହୋଇଛି। ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ଏହି ସ୍ଥାନକୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ଏୟାର...

ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲିଛି ଧର୍ମାନୁଷ୍ଠାନ – ଅଗଷ୍ଟ ୧୬ରୁ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ଯୋଗୁଁ ସମଗ୍ର ରାଜ୍ୟରେ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ଧର୍ମାନୁଷ୍ଠାନଗୁଡ଼ିକ ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲି ଦିଆଯାଇଛି। ଏହାରି ମଧ୍ୟରେ ପୁରୀ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ମଧ୍ୟ ନିଆଯାଇଛି।...