ନାଗାର୍ଜୁନ ବେଶ ପଛରେ ରହିଛି ଏପରି କିମ୍ବଦନ୍ତୀ

ଦୋଳଗୋବିନ୍ଦ ପଣ୍ଡା ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ପଛରେ ରହିଛି ଏହିସବୁ କିମ୍ଵଦନ୍ତୀ। ଚଳିତ ବର୍ଷ ନଭେମ୍ବର ୨୭ରେ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ପଡ଼ୁଛି। କିନ୍ତୁ କୋଭିଡ୍ ୧୯ କଟକଣା ଯୋଗୁ ଭକ୍ତମାନେ ଏହି...

ପୁରୀର ନୂଆ ଏସ୍‌ପି ଭାବେ ଦାୟିତ୍ଵ ଗ୍ରହଣ କଲେ କନଓ୍ଵର ବିଶାଲ ସିଂହ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀର ନୂଆ ଏସ୍‌ପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି କନଓ୍ଵର ବିଶାଲ ସିଂହ। ସେ ପୂର୍ବତନ ଏସ୍‌ପି ଅଖିଳେଶ୍ଵର ସିଂହଙ୍କଠାରୁ ରବିବାର କାର୍ଯ୍ୟଭାର ଗ୍ରହଣ କରିଥିବା ସୂଚନା ମିଳିଛି। ପୁରୀକୁ ଅପରାଧମୁକ୍ତ କରାଯିବ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ, ଧସ୍ତାଧସ୍ତିରୁ ଜୀବନ ଯାଇଥିବା କହିଲେ ପୁରୀ ଏସ୍‌ପି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ବାସେଳି ସାହି ଥାନାରେ ଜଣେ ଅଭିଯୁକ୍ତଙ୍କର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ବଳିଆପଣ୍ଡା ଅଞ୍ଚଳର କେ ରମେଶ। ଯୁବକଙ୍କୁ ପୋଲିସ ପିଟି ପିଟି ମାରି ଦେଇଥିବା...

ଡିସେମ୍ଵରରେ ଖୋଲିବ କି ଶ୍ରୀମନ୍ଦିର?

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ଦିର ଖୋଲିବାକୁ ଆହୁରି ମାସେ ଭକ୍ତ ଦର୍ଶନ ପାଇଁ ଗଠନ ହେବ କମିଟି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ହେବ ଦର୍ଶନ ଦୀର୍ଘ ୮ମାସ ଧରି ପୁରୀ ଶ୍ରୀମନ୍ଦିର ବନ୍ଦ ରହିଥିବା...

ଶ୍ରୀମନ୍ଦିର ପାଇଁ ୧୫୪ କୋଟି ବଜେଟକୁ ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ପାଇଁ ୧୫୪ କୋଟି ବଜେଟ ଆୟ କମିଛି, ବ୍ୟୟ ବଢ଼ିଛି ଶ୍ରୀମନ୍ଦିର ପାଇଁ ଅନଲାଇନ ଡୋନେସନ ବ୍ୟବସ୍ଥା ଆଗତ ହେଲା ଶ୍ରୀମନ୍ଦିର ବଜେଟ। ୨୦୨୦-୨୧ ବର୍ଷ ପାଇଁ ମୋଟ ୧୫୪...

ପୁରୀ: ନୁଆଗଡ଼ ପଞ୍ଚାୟତରେ ନୂଆ ଆଧାର ସଂଶୋଧନ କେନ୍ଦ୍ର ଉଦ୍‌ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନୁଆଗଡ଼ ପଞ୍ଚାୟତରେ ସୋମବାର ଏକ ନୂତନ ଆଧାର ସଂଶୋଧନ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଜିଲ୍ଲା କମନ ସର୍ଭିସ ସେଣ୍ଟରର ମୁଖ୍ୟ ସୁନିଲ୍...

ପୁରୀ ‘ବ୍ଲୁ ଫ୍ଲାଗ’ ବେଳାଭୂମିରେ ‘ଦି ହ୍ଵାଇଟ୍ କ୍ରାବ୍’ କାଫେଟେରିଆ, ପର୍ଯ୍ୟଟକ ପାଇବେ ଓଡ଼ିଆ ଖାଦ୍ୟର ମଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ 'ବ୍ଲୁ ଫ୍ଲାଗ' ବେଳାଭୂମିରେ ପର୍ଯ୍ୟଟକଙ୍କୁ ଓଡ଼ିଆ ରୁଚିପୁର୍ଣ୍ଣ ଖାଦ୍ୟ ତଥା ସି ଫୁଡ୍‌ର ମଜା ଦେବା ପାଇଁ ଓଟିଡିସି ପକ୍ଷରୁ 'ଦି ହ୍ଵାଇଟ୍ କ୍ରାବ୍' କାଫେଟେରିଆର ଶୁଭାରମ୍ଭ ହୋଇଛି। ଶୁକ୍ରବାର...

କାର୍ତ୍ତିକ ମାସରେ ପୁରୀରେ ବିକ୍ରି ହେବ ଅବଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ଯୋଗୁଁ କାର୍ତ୍ତିକ ବ୍ରତଧାରୀମାନଙ୍କୁ ପୁରୀ ନଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯିବା ପରେ ଏବେ ମହାପ୍ରସାଦ ବିକ୍ରି ପାଇଁ ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି। କାର୍ତ୍ତିକ...

ଶ୍ରାମନ୍ଦିରର ଉତ୍ତର, ଦକ୍ଷିଣ ଦ୍ଵାରରେ ମିଳିବ ମହାପ୍ରସାଦ – ହବିଷ୍ୟାଳୀଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏଣିକି ମନ୍ଦିରର ଉତ୍ତର ଏବଂ ଦକ୍ଷିଣ ଦ୍ଵାରରେ ଛାମୁଣ୍ଡିଆ କରି ଭକ୍ତମାନଙ୍କୁ ମହାପ୍ରସାଦ ଯୋଗାଇ ଦିଆଯିବ। ସେହିପରି ବୋଝିଆ ଜରିଆରେ...

କାର୍ତ୍ତିକରେ ପୁରୀ ଆସିବେନି ହବିଷ୍ୟାଳୀ, ଘରେ ରହି ପାଳିବେ ବ୍ରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବର୍ଷ କାର୍ତ୍ତିକରେ ପୁରୀ ଆସିପାରିବେନି ହବିଷ୍ୟାଳୀ। କରୋନା ପାଇଁ ଚଳିତ ବର୍ଷ ହବିଷ୍ୟାଳୀଙ୍କ ପୁରୀ ଆସିବା ଉପରେ ଜିଲ୍ଲାପ୍ରଶାସନ କଟକଣା ଲଗାଇଛି। ଏଥିସହ ଯେତେ ସମ୍ଭବ ଘରୁ ନବାହାରିବାକୁ ସେମାନଙ୍କୁ ପରାମର୍ଶ...