ପୁରୀ ବ୍ଲୁ-ଫ୍ଲାଗ୍ ବେଳାଭୂମିରେ ଭାସିଗଲେ ପର୍ଯ୍ୟଟକ, ମିଳୁନି ପତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ବ୍ଲୁ-ଫ୍ଲାଗ୍ ବେଳାଭୂମିରେ ଘଟିଲା ଅଘଟଣ। ଗାଧୋଇଲା ବେଳେ ଭାସିଯାଇ ଜଣେ ନିଖୋଜ ରହିଛନ୍ତି। ନିଖୋଜ ଜଣକ ଜଣେ ଯୁକ୍ତଦୁଇ ପଢୁଥିବା ଛାତ୍ର ଏବଂ ତାଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣାପଡ଼ିଛି।...
ମହାପ୍ରସାଦ ପାଇଁ ପୁରୀରେ ଦୁଇଟି କାଉଣ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଡ଼ କମାଇବା ପାଇଁ ଓ ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରୁରେ ଅଭଡ଼ା ପାଇପାରିବେ ସେଥି ସକାଶେ ପୁରୀ ଜଗନ୍ନାଥ ମନ୍ଦିର ନିକଟରେ ଦୁଇଟି କାଉଣ୍ଟର ଖୋଲାଯିବ। ସୁଆର ମହାସୁଆର ନିଯୋଗ ପକ୍ଷରୁ ଏକଥା...
ପୁରୀ ସ୍ଵର୍ଗଦ୍ଵାରରୁ ହଟିଲା କଟକଣା – ଏଣିକି ବାହାର ଜିଲ୍ଲାର ଶବଦାହ ହୋଇପାରିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ସ୍ଵର୍ଗଦ୍ଵାରରୁ ଶବଦାହ କଟକଣା ହଟିଲା। ଏଣିକି ପୁରୀ ଜିଲ୍ଲା ସହ ବାହାର ଜିଲ୍ଲାର ଶବକୁ ମଧ୍ୟ ସ୍ଵର୍ଗଦ୍ଵାରରେ ସଂସ୍କାର କରାଯାଇପାରିବ। ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣାକୁ ହଟାଇ...
ଶ୍ରୀସେତୁ ଯୋଜନା ପାଇଁ ବିସ୍ଥାପିତଙ୍କ ସହ ଜନଶୁଣାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀକୁ ଏକ ବିଶ୍ୱସ୍ତରୀୟ ସହର ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀସେତୁ। ଏଥିପାଇଁ ବୁଧବାର ୪ଟି ମୌଜାର ପ୍ରଶାସନ ପକ୍ଷରୁ ଜନଶୁଣାଣି କରାଯାଇଛି।...
ପୁରୀ ସ୍ଵର୍ଣ୍ଣିମ ବେଳାଭୂମିକୁ ମିଳିଲା ବିଶ୍ଵସ୍ତରୀୟ ‘ବ୍ଲୁ ଫ୍ଲାଗ୍’ ମାନ୍ୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପର୍ଯ୍ୟଟନରେ ଯୋଡ଼ି ହୋଇଛି ଆଉ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ। ପୁରୀ ଗୋଲ୍ଡେନ ବେଳାଭୂମି ଲାଭ କରିଛି ଅନ୍ତର୍ଜାତୀୟ 'ବ୍ଲୁ ଫ୍ଲାଗ୍'ର ମାନ୍ୟତା। ରବିବାର ଡେନମାର୍କ ଜୁରି ପକ୍ଷରୁ ପୁରୀ ବେଳାଭୂମିକୁ...
ଅସ୍ତରଙ୍ଗର ସ୍ଵତନ୍ତ୍ର ପରିଚୟ – ପୀର ଜାହାନିଆଁ ଓ ଗଙ୍ଗାଦେବୀ ମୁହାଁଣ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗକୁ ସ୍ଵତନ୍ତ୍ର ପରିଚୟ ଦେଇଛି ଗଙ୍ଗାଦେବୀ ମୁହାଁଣ ଓ ସର୍ବଧର୍ମ ସମନ୍ଵୟର ପୀଠ ପୀର ଜାହାନିଆଁ। ବର୍ଷତମାମ ଏଠାକୁ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ...
କୋଭିଡ ନିୟମ ଉଲ୍ଲଂଘନ ମାମଲା – ବିଧାୟକ ଉମା ସାମନ୍ତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ପଜିଟିଭ୍ ଥାଇ ମଧ୍ୟ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ସାମିଲ ହେବା ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କୁ ବେଶ୍ ମହଙ୍ଗା ପଡ଼ିଛି। ଏନେଇ ଶୁକ୍ରବାର ତାଙ୍କ ନାଁରେ ଏପିଡେମିକ ଆକ୍ଟ ଆଧାରରେ ମାମଲା...
ଆଜିଠୁ ଶ୍ରୀମନ୍ଦିର ପ୍ରଶାସନ ବୈଠକ – ମନ୍ଦିର ଖୋଲିବା ନେଇ ହେବ ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର କେବେ ଖୋଲିବ? ଏନେଇ ଆଜିଠୁ ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ପ୍ରଶାସନର ବୈଠକ ବସିବ। ଏହି ବୈଠକରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବା ପ୍ରସ୍ତାବ ଉପରେ ଆଲୋଚନା ହେବ।
ଏଥିସହିତ ବୈଠକରେ...
କୋଣାର୍କକୁ ପଲିଥିନ୍ମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲାର କୋଣାର୍କ ଅଞ୍ଚଳରେ ପଲିଥିନ୍ ବିକ୍ରି ଓ ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ କୋଣାର୍କ ଏନ୍ଏସି କର୍ତ୍ତୃପକ୍ଷଙ୍କୁ...
କୋଭିଡ୍ କିଟ୍ ବିକ୍ରି କରି ଲ୍ୟାବ୍ ଟେକ୍ନିସିଆନ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଲୋକମାନଙ୍କ କରୋନା ଟେଷ୍ଟ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ମେଡିକାଲକୁ କୋଭିଡ୍ କିଟ୍ ଦେଉଛନ୍ତି। କିନ୍ତୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ରତନପୁର ପ୍ରାଥମିକ...





















