ରାଉରକେଲାରେ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ – ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀ, କର୍ମଜୀବୀଙ୍କୁ ଦିଆଗଲା କୋଭିଡ୍ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ମହାନଗର ନିଗମ ପକ୍ଷରୁ ଉଦିତ୍‌ନଗର ସ୍ଥିତ ମ୍ୟୁନିସିପାଲ୍ କଲେଜଠାରେ ସୋମବାର ଏକ ସ୍ୱତନ୍ତ୍ର କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଦେଶରେ ଉଚ୍ଚତର ଶିକ୍ଷା ନେଉଥିବା ଛାତ୍ରଛାତ୍ରୀ, ଚାକିରି କରୁଥିବା...

ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ଲୋଗୋ ଓ ପୋଷ୍ଟର ଡିଜାଇନ୍ ଏବଂ ଜିଙ୍ଗଲ୍ ରାଇଟିଂ ପ୍ରତିଯୋଗିତା, ୨୧ ତାରିଖ...

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ମାର୍ଟ ସିଟି ହିସାବରେ ‘ନର୍ଚରିଂ ନେବରହୁଡ୍ ଚ୍ୟାଲେଞ୍ଜ’ବର୍ଗରେ ରାଉରକେଲା ଦେଶର ୨୫ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଛି। ତେଣୁ ରାଉରକେଲା ମହାନଗରକୁ ସାନ ସାନ ପିଲାଙ୍କ ପାଇଁ ଆନନ୍ଦମୟ ଓ...

କରୋନା ଲଢେଇର ସମ୍ମୁଖ ଯୋଦ୍ଧା କିନ୍ନର ପ୍ରିନସେସ୍‌ – ଟିକାକରଣ କେନ୍ଦ୍ରରେ ଲୋକଙ୍କୁ ଯୋଗାଉଛନ୍ତି ସେବା

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=x3ep1Wyc61E] ରାଉରକେଲା ସହରର ଏକମାତ୍ର କିନ୍ନର ଭାବେ କରୋନା ଲଢେଇରେ ସାମିଲ ହୋଇଛନ୍ତି ପ୍ରିନସେସ୍‌। କରୋନା ମହାମାରୀ ପାଇଁ ସବୁଠି ହା ହା କାର ପରିସ୍ଥିତି। ଏହି ଅଦୃଶ୍ୟ ଭୂତାଣୁ ଡରରେ ପାଖ...

ରାଉରକେଲା ମହାନଗରରେ ‘ଗାଁ ଆମ୍ବର ପସରା’

ଓଡ଼ିଶାଲାଇଭ୍ ବ୍ୟୁରୋ ଉଦିତ୍ ନଗରସ୍ଥିତ ସିଟି ଲାଇଭଲିହୁଡ୍ ସେଣ୍ଟରଠାରେ ଷ୍ଟଲ ଉତ୍ପାଦକ ଗୋଷ୍ଠୀଙ୍କ ହାତରେ ପରିଚାଳନା ଦାୟିତ୍ୱ ରାଉରକେଲାରେ ଖଣ୍ଡାଧାର ଅଞ୍ଚଳର ସୁଆଦିଆ ଆମ୍ବ ରାଉରକେଲା ମହାନଗରବାସୀ ଚାଖିବେ ଗାଁ ଆମ୍ବର ସୁଆଦ। ଏଥିପାଇଁ...
birsa munda hockey stadium

ବଦଳିବାକୁ ଯାଉଛି ରାଉରକେଲା ସହରର ଚିତ୍ର ଓ ପରିଚୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ସମୟରେ ଜର୍ମାନୀ ସହାୟତାରେ ନିର୍ମିତ ଇସ୍ପାତ କାରଖାନା ପାଇଁ ରାଉରକେଲା ସହର ଓଡ଼ିଶାରେ ନାଁ କରିଥିଲା। ଏକ ଶିଳ୍ପସମୃଦ୍ଧ ସହର ଓ ସଂସ୍କୃତି ସମ୍ପନ୍ନ ଲୋକଙ୍କ ପାଇଁ ଗର୍ବ ଅନୁଭବ...
birsa munda hockey stadium

ରାଉରକେଲାରେ ଆରମ୍ଭ ହୋଇଛି ଦେଶର ବୃହତ ହକି ଷ୍ଟାଡିୟମର ନିର୍ମାଣ କାମ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭୂମି ପୂଜା ବର୍ଷକ ମଧ୍ୟରେ ଶେଷ ହେବ କାମ ଖର୍ଚ୍ଚ ହେବ ୧୩୦ କୋଟି ରାଉରକେଲାର ବିପିୟୁଟି କ୍ୟାମ୍ପସ ପରିସରରେ ନିର୍ମାଣ ହେବାକୁ...

ମୂଳରୁ କରୋନା ଚେନକୁ ଭାଙ୍ଗିବାକୁ ରାଉରକେଲା ମହାନଗର ନିଗମର ତିନି ସୂତ୍ର – ଟେଷ୍ଟିଂ, ଆଇସୋଲେସନ ଓ ମନିଟରିଂ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=sXeorGqX5us] ରାଉରକେଲା ମହାନଗର ଅଞ୍ଚଳରେ କରୋନା ସଂକ୍ରମଣ ଚେନକୁ ମୂଳରୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ବିଶେଷକରି ଚିକିତ୍ସା ସହିତ ଟେଷ୍ଟିଂ, ଆଇସୋଲେସନ ଏବଂ କମ୍ୟୁନିଟିସ୍ତରରେ...

ରାଉରକେଲାର ୩ଟି ଅଞ୍ଚଳରୁ କୋଭିଡ୍ କଣ୍ଟେନମେଣ୍ଟ ହଟିଲା

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ରାଉରକେଲା ମହାନଗର ନିଗମର ବିଭିନ୍ନ ଅଞ୍ଚଳକୁ ଆବଶ୍ୟକସ୍ଥଳେ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଉଛି। ଗତ କିଛିଦିନ ତଳେ କଣ୍ଟେନମେଣ୍ଟ ଲାଗୁ ହୋଇଥିବା ସେକ୍ଟର...

ରାଉରକେଲାରେ କୋଭିଡ୍ ଟିକା ପାଇଁ ଯୁବପିଢ଼ିଙ୍କ ଉତ୍ସାହ – ପ୍ରଥମ ଦିନରେ ୩,୮୦୦ ଜଣ ନେଲେ ସୁରକ୍ଷା କବଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୮ରୁ ୪୪ ବର୍ଗ ପାଇଁ ମଙ୍ଗଳବାର, ଗୁରୁବାର ଓ ଶନିବାର ଟିକା ୪୫ ପ୍ଲସଙ୍କ ପାଇଁ ବୁଧବାର, ଶୁକ୍ରବାର ଓ ସୋମବାର, କେବଳ ଦ୍ୱିତୀୟ ଡୋଜ୍ ଟିକା ଟିକା ପାଇଁ...

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ପାଇଁ ଜନସାଧାରଣଙ୍କୁ ପ୍ରଶାସନର ଡାକରା ‘ବ୍ରେକ୍ ଦ ଚେନ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ଲକଡାଉନ ନିୟମ ମାନି ଘରେ ରହିଲେ ହିଁ ଆମେ କରୋନା ଚେନକୁ ଭାଙ୍ଗି ପାରିବା: ଜିଲ୍ଲାପାଳ ରାଉରକେଲା ମହାନଗରରେ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ଟେଷ୍ଟିଂ କରାଯାଉଛି: କମିସନର ସୁନ୍ଦରଗଡ଼...