ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ(ଭିସୁଟ)ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ୧୨ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ଚିନ୍ମୟୀଙ୍କ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି।...
କନ୍ଧମାଳ ଜଙ୍ଗଲରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଉପର ପାଙ୍ଗା ପଞ୍ଚାୟତର ଶିକାରୀ ଗ୍ରାମ ନିକଟ ଜଙ୍ଗଲରୁ ପ୍ରାୟ ୮ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରାଯାଇଛି।...
ଉଦଘାଟିତ ହେଲା ‘ପଶ୍ଚିମ ଓଡ଼ିଶା କୃଷି ମେଳା ଓ ଫାର୍ମ ମେସିନାରୀ ମେଳା-୨୦୨୩’
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ବୃହତ କୃଷିମେଳା। ସମ୍ବଲପୁରରେ ଉଦଘାଟିତ ହୋଇଛି ‘ପଶ୍ଚିମ ଓଡ଼ିଶା କୃଷି ମେଳା ଓ ଫାର୍ମ ମେସିନାରୀ ମେଳା-୨୦୨୩'। ଶୁକ୍ରବାର ଆରମ୍ଭ ହୋଇଥିବା...
ଆନ୍ଦୋଳନରୁ ଓହରିଲା ସମ୍ବଲପୁର ଓକିଲ ସଙ୍ଘ, ସ୍ଵାଭାବିକ ହେଲା ଅଦାଲତ କାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁଦିନର ଅଚଳାବସ୍ଥା ପରେ ଆରମ୍ଭ ହୋଇଛି ସମ୍ବଲପୁର କୋର୍ଟ। ବନ୍ଦ ହୋଇଛି ଅନେକ ଦିନରୁ ଲାଗି ରହିଥିବା ଓକିଲମାନଙ୍କ ଆନ୍ଦୋଳନ। ମଙ୍ଗଳବାରଠାରୁ ସମ୍ବଲପୁରରେ ସମସ୍ତ ଅଦାଲତ କାର୍ଯ୍ୟ ସ୍ଵାଭାବିକ ହୋଇଛି। ସମ୍ବଲପୁର...
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହିଂସା ଘଟଣା: ସମ୍ବଲପୁର ଜିଲ୍ଲା ଆଦାଲତ ଅଞ୍ଚଳରୁ ହଟିଲା ୧୪୪ ଧାରା
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ଜିଲ୍ଲା ଅଦାଲତ ଓ ଜିଲ୍ଲା ମୁଖ୍ୟାଳୟ ଅଞ୍ଚଳରେ ଗତ ୬ ଦିନ ହେଲା ଲାଗିଥିବା ଧାରା ୧୪୪ ରବିବାର ଉଠାଇ ଦିଆଯାଇଛି। ମୁତୟନ ହୋଇଥିବା ପୋଲିସ ସଂଖ୍ୟା ମଧ୍ୟ ହ୍ରାସ...
ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ, ପୋଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ଭର୍ତ୍ସନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓକିଲ ଆନ୍ଦୋଳନ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୋମବାର ସୁପ୍ରିମକୋର୍ଟ ଏନେଇ ଓଡ଼ିଶା ପୋଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଓକିଲ...
ଓକିଲ ଆନ୍ଦୋଳନ ସମୟରେ ଉତ୍ତେଜନା, ଓକିଲ ଓ ପୋଲିସ ମୁହାଁମୁହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଛି ସମ୍ବଲପୁର ଓକିଲ ସଙ୍ଘ। ବୁଧବାର ଓକିଲ ଆନ୍ଦୋଳନ ଚାଲିଥିବାବେଳେ ପୋଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି।...
‘ରସରକେଲି’ ନୃତ୍ୟରେ ପାରମ୍ପରିକ ବେଶଭୂଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକପ୍ରିୟ ଲୋକନୃତ୍ୟ ମଧ୍ୟରୁ ଗୋଟିଏ ହେଲା ‘ରସରକେଲି’। କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ବି ଏହି ସାଂସ୍କୃତିକ ଲୋକନୃତ୍ୟର ମାନ୍ୟତା ବହୁ ପରିମାଣରେ ରହିଛି। ଢ଼ୋଲ,...
ଚର୍ଚ୍ଚାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ: ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ବିଶ୍ଵବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣର ଦୁଇ ଦିନରେ ଦୁଇଟି ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ...
ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ
କପିଳାସ ଭୂୟାଁ
ଜାନୁଆରି ୨୩, ୧୮୬୪, ପୌଷ ପୂର୍ଣ୍ଣିମା। ସେଦିନ ଥିଲା ପଶ୍ଚିମ ଓଡ଼ିଶାର ଏକ ବିଶେଷ ପର୍ବ ‘ପୁଷ୍ୟାଭିଷେକ’। ଦିନସାରା ଉତ୍ସବ ଆନନ୍ଦରେ ମାତି ସମସ୍ତେ କ୍ଳାନ୍ତ ହୋଇ ଶୋଇ ପଡ଼ିଥିଲେ।...