ପେଟ୍ରୋଲିଂ ବେଳେ ୧୨୦ କିଲୋଗ୍ରାମ ଗଞ୍ଜେଇ ଜବତ କଲା ମୟୂରଭଞ୍ଜ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ବାଦାମ ଛକ ନିକଟରେ ସୋମବାର ରାତିରେ ପେଟ୍ରୋଲିଙ୍ଗ ସମୟରେ ଗୋଟିଏ କାରରୁ ୧୨୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ଯଶିପୁର ଥାନା...

ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା ମାଓବାଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରଦ ଦାଶ): ବୌଦ୍ଧ ପୋଲିସ ନିକଟରେ ମଙ୍ଗଳବାର ଦିନ ଦୁଇଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇଜଣ ହେଉଛନ୍ତି ମନିଷା ଥାଟି ଏବଂ ଚମ୍ପା କୋରମ। ଦୁହେଁ କେକେବିଏନ...

ଶିମିଳିପାଳ ଅଭୟାରଣ୍ୟରୁ ୫ ଜଣ ଅନୁପ୍ରବେଶକାରୀ ଗିରଫ, ବହୁ ଅସ୍ତ୍ରଶସ୍ତ୍ର ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିକାର କରିବା ଉଦ୍ଦେଶ୍ୟରେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଅନୁପ୍ରବେଶ କରିଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ...

ରିମାଣ୍ଡରେ ଗଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ଓଡ଼ିଶାଲାଇଭ୍ ବ୍ୟୁରୋ ରିମାଣ୍ଡରେ ଗଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଜମି ଦୁର୍ନୀତି ଏବଂ ଅର୍ଥ ହେରଫେର ଅଭିଯୋଗରେ ଗିରଫ ହୋଇଥିବା ହେମନ୍ତ ସୋରେନଙ୍କୁ ଶୁକ୍ରବାର ଦିନ ୫ ଦିନିଆ ରିମାଣ୍ଡରେ ନେଇଛି...

ଜମି ଦୁର୍ନୀତି ମାମଲା: ଜେଲ ଗଲେ ହେମନ୍ତ ସୋରେନ

ଓଡ଼ିଶାଲାଇଭ୍ ବ୍ୟୁରୋ ଜେଲ ଗଲେ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ଵାରା ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ୬୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି ଦୁର୍ନୀତି...

ଗିରଫ ପୂର୍ବରୁ ପଦ ଛାଡ଼ିଲେ ହେମନ୍ତ ସୋରେନ, ଚମ୍ପଇ ସୋରେନ ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରାୟ ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ହେମନ୍ତ ସୋରେନ ଗିରଫ ହେବା ପରେ...

କେରଳର ବିଜେପି ନେତା ରଞ୍ଜିତ ଶ୍ରୀନିବାସନ ହତ୍ୟା ମାମଲା: ୪ ବର୍ଷ ପରେ ୧୫ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପି ନେତା ରଞ୍ଜିତ ଶ୍ରୀନିବାସନଙ୍କ ହତ୍ୟା ଘଟଣାର ୪ ବର୍ଷ ପରେ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି କେରଳ କୋର୍ଟ। ଏହି ହତ୍ୟାକାଣ୍ଡରେ ୧୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି...

ବୌଦ୍ଧରୁ ୧୪୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ କଳାଖଣ୍ଡି ଗ୍ରାମ ନିକଟରୁ ମଙ୍ଗଳବାର ଦିନ ପୋଲିସର ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ) ପ୍ରାୟ ୧୪୩ କେଜି ଗଞ୍ଜେଇ...

ବୌଦ୍ଧ ସୀମାନ୍ତ ରାଣୀପଥର ଗ୍ରାମରୁ କଲରାପତରିଆ ବାଘଛାଲ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଗ୍ରାମରୁ କଲରାପତରିଆ ବାଘଛାଲ ଜବତ କରିଛି ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ)। ବେଆଇନ ଭାବେ କଲରାପତରିଆ ବାଘଛାଲ କାରବାର କରିବା ଅଭିଯୋଗରେ ଜଣକୁ...

ଶିମିଳିପାଳରୁ ୨୩ଟି ଦେଶୀ ବନ୍ଧୁକ ଜବତ କଲା ମୟୂରଭଞ୍ଜ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୩ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଏହି ଘଟଣାରେ ମୋଟ ୮ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୯ଟି ଥାନାରେ ୧୪ଟି ମାମଲା...