ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ସତ ଖୋଜୁଛି ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା ଉପରୁ ଉଠିପାରୁନି ପରଦା। କଲ ଡିଟେଲ ରେକର୍ଡ (ସିଡିଆର) ଆଧାରରେ ଆରମ୍ଭ ହୋଇଛି ତଦନ୍ତ। ଏ ନେଇ ମଙ୍ଗଳବାର ଦିନ ସୂଚନା...
ମାହାଙ୍ଗା ଡବଲ ମର୍ଡର ମାମଲା: ଅକ୍ଟୋବର ୩୧ରେ କୋର୍ଟରେ ହାଜର ହେବାକୁ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ନିର୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ସାଲେପୁର ଜେଏମଏଫସି କୋର୍ଟ ସମନ କରିଛନ୍ତି। ଆସନ୍ତା ଅକ୍ଟୋବର ୩୧ ତାରିଖରେ ହାଜର ହେବା ପାଇଁ କୋର୍ଟ ତାଙ୍କୁ ନିର୍ଦେଶ ଦେଇଛନ୍ତି।
ସାଲେପୁର...
ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଆଲିସା ଲୁଗୁନ ମୃତ୍ୟୁ ମାମଲାକୁ ନେଇ ତେଜୁଛି ଆନ୍ଦୋଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାର ଦୁଇ ମହିଳା ଅଧିକାରୀଙ୍କ ମୃତ୍ୟୁକୁ ନେଇ ତେଜୁଛି ଆନ୍ଦୋଳନ। ଗୁରୁବାର ଦିନ ବିଜେପି ପକ୍ଷରୁ ସୁନ୍ଦରଗଡ଼ ବନ୍ଦ କରାଯାଇଥିବାବେଳେ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ...
କେନ୍ଦୁଝର: ଭାଇ ଗୁଳିରେ ଭଉଣୀର ମୃତ୍ୟୁ ହୋଇଥିବା ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାଇ ଗୁଳିରେ ଭଉଣୀର ମୃତ୍ୟୁ ହୋଇଛି। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ପାଣ୍ଡପଡ଼ା ଥାନା ଅନ୍ତର୍ଗତ ସୋମଗିରି ଗାଁରୁ।
ଘରୋଇ କଳିକୁ କେନ୍ଦ୍ର କରି ଭଉଣୀ ମାଳତୀ ବେହେରାଙ୍କୁ ଗୁଳି କରିଥିଲେ...
ରହସ୍ୟ ଘେରରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ମାମଲା: ଆଜି...
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଏବଂ ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାକୁ ଲାଗିଛି। ଗୋଟିଏ ଅଞ୍ଚଳର ଦୁଇ ଦୁଇ ଜଣ ମହିଳା ଅଧିକାରୀଙ୍କର ସନ୍ଦେହଜନକ ଭାବେ...
ଫୁଲବାଣୀ: ମା’କୁ ହତ୍ୟା କରି ପୋଡ଼ିଦେବା ଅଭିଯୋଗରେ ପୁଅ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): ମା’କୁ ହତ୍ୟା କରିବା ପରେ ଘର ଭିତରେ ପୋଡ଼ି ଦେଇଥିବା ଅଭିଯୋଗରେ ପୁଅକୁ ଗିରଫ କରିଛି ପୋଲିସ। ଏଭଳି ଅଭାବନୀୟ ଘଟଣା ଆସିଛି କନ୍ଧମାଳ ଜିଲ୍ଲା ଟିକାବାଲି...
ଉଦିତନଗର ଥାନା ଏଏସଆଇ ଆଲିସା ଲୁଗୁନ ମୃତ୍ୟୁ ମାମଲାରେ ୨ ଜଣ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ଉଦିତନଗର ଥାନା ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢ଼ୁଥିବା ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ।
ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ପୂର୍ବର ଏକ ଭିଡିଓ ଏବେ...
ସିସୋର ଚିଟଫଣ୍ଡ ଠକେଇ ମାମଲା: ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ନାଁରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କଲା ଇଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ସିସୋର ଚିଟଫଣ୍ଡ ଠକେଇ ମାମଲାରେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ନାଁରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ପତ୍ନୀ ଲକ୍ଷ୍ମୀ...
ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ କୁମାର ଜେନାଙ୍କ ଅଡ଼ୁଆ ବଢ଼ିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ କୁମାର ଜେନାଙ୍କ ଅଡ଼ୁଆ ବଢ଼ିଛି। ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ ନିର୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ।
ମାହାଙ୍ଗା...
ସିସୋର ଠକେଇ ମାମଲା: ୯ ବର୍ଷ ପରେ ପ୍ରଭାତ ରଞ୍ଜନ ବିଶ୍ଵାଳ ଏବଂ ପତ୍ନୀଙ୍କ ନାଁରେ ଚାର୍ଜଫ୍ରେମ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଦୀର୍ଘ ୯ ବର୍ଷ ପରେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ଵାଳାଙ୍କ ନାଁରେ...





















