ବଡ଼ ଭାଇର ବଂଶ ବୁଡ଼ାଇଲା: ୫ ଜଣଙ୍କୁ ପିଟି ପିଟି ହତ୍ୟା କଲା ସାନଭାଇ

ଓଡ଼ିଶାଲାଇଭ୍ ବ୍ୟୁରୋ “ସେମାନେ ସମସ୍ତେ ମତେ ପିଟିଲେ। ମୋ ମୁଣ୍ଡ କିଛି କାମ କଲାନି। ମୁଁ ରାଗି ଗଲି, ସମସ୍ତଙ୍କୁ ପିଟି ପିଟି ମାରିଦେଲି। ମୁଁ ଯାଉଛି ଥାନାରେ ଆତ୍ମସମର୍ପଣ କରିବି। ଆଇନ ଯାହା...

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ଜେଲ ଗଲେ ଶର୍ମିଷ୍ଠା ଓ ଝୁନା

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ଗିରଫ ହୋଇଥିବା ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ ଗୁରୁବାର ଜେଲ ଯାଇଛନ୍ତି। ଶର୍ମିଷ୍ଠା ଓ ଝୁନାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍...

ମାନସ ମର୍ଡର ମିଷ୍ଟ୍ରି: ଫିଟିପାରୁନି ଗୁମର, ପୁଣି ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନା

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟାକଣ୍ଡ ଉପରୁ ଏଯାଏଁ ପରଦା ହଟି ପାରୁନାହିଁ। କେବଳ ହତ୍ୟାକାଣ୍ଡ ନୁହେଁ ‘ମେମୋରି ଚିପ’ର ରହସ୍ୟ ମଧ୍ୟ ଉନ୍ମୋଚନ ହୋଇପାରୁ ନାହିଁ। ମାନସ ହତ୍ୟାକାଣ୍ଡର...

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ଜେଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ ହତ୍ୟା ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଶନିବାର ଛତିଶଗଡ଼ ରାୟଗଡ଼ ସେସନ୍ସ କୋର୍ଟ...

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ସତ ଓଗାଳିଲା ରଂଜନ ନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟାକାଣ୍ଡର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ଏହି ହତ୍ୟାକାଣ୍ଡରେ ଗିରଫ ହୋଇଥିବା ୪ ଜଣଙ୍କୁ କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ନେଇଛି। ରିମାଣ୍ଡରେ...

ପିତଳ ଛକରେ ୪ ଭାଇଙ୍କ ହତ୍ୟା ଘଟଣା, ୫ ଜଣଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକରେ କମେଣ୍ଟ ମରାକୁ ନେଇ ୪ ଭାଇଙ୍କୁ ହତ୍ୟା କରାଯିବା ଘଟଣାରେ ପୋଲିସ୍ ମଙ୍ଗଳବାର ୫ ଜଣଙ୍କୁ ଗିରଫ କରିଛି।...

୫ ଦିନିଆ ରିମାଣ୍ଡରେ ଗଲେ ଶର୍ମିଷ୍ଠା ଓ ନିରଂଜନ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ମଙ୍ଗଳବାର ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଶର୍ମିଷ୍ଠାଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଛି। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ, ନିରଂଜନ...

ମାନସ ମର୍ଡର ମିଷ୍ଟ୍ରି: ପରଦା ହଟାଇବେ ଶର୍ମିଷ୍ଠା

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଶେଷରେ ସୋମବାର କ୍ରାଇମବ୍ରାଞ୍ଚ ଜାଲରେ ପଡ଼ିଲେ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ। ଶର୍ମିଷ୍ଠାଙ୍କ ସହ ଧରାପଡ଼ିଛନ୍ତି ସହଯୋଗୀ ଝୁନା...

ଖୋଲିବ ମାନସ ହତ୍ୟାର ଗୁମର: ଗିରଫ ହେଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଶେଷରେ ସୋମବାର କ୍ରାଇମବ୍ରାଞ୍ଚ ଜାଲରେ ପଡ଼ିଲେ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ। ‘ସଂପୂର୍ଣ୍ଣ’ ଓ୍ଵେବପୋର୍ଟାଲ ମାଲିକାଣି ଶର୍ମିଷ୍ଠା ରାଉତ...

‘ସେମାନେ’ ପୋଲିସ୍‌କୁ ଠିକଣା ସମୟରେ ଜଣାଇଥିଲେ ମାନସ ବଞ୍ଚିଯାଇଥାନ୍ତେ କି?

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଜଘନ୍ୟ ହତ୍ୟା ଘଟଣାରେ ଆଜି ଅନେକ ପ୍ରଶ୍ନ ଉଠୁଛି। ତା’ ଭିତରେ ଗୋଟିଏ ନୂଆ ପ୍ରଶ୍ନ ହେଉଛି, ‘ସେମାନେ’ ଠିକଣା ସମୟରେ ପୋଲିସ୍‌କୁ ଜଣାଇଥିଲେ ମାନସ ବଞ୍ଚିଯାଇଥାନ୍ତେ...