ଦିଲ୍ଲୀ ହାଇକୋର୍ଟରେ ଚାଲିଲାନି ନିର୍ଭୟା ଦୋଷୀଙ୍କ ଚାଲ୍ – ପିଟିସନ ଖାରଜ, ଓକିଲଙ୍କୁ ୧୫ ହଜାର ଟଙ୍କା ଜରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇକୋର୍ଟରେ ଚାଲିଲାନି ନିର୍ଭୟା ଦୋଷୀଙ୍କ ଚାଲ୍। ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଫାଶୀଦଣ୍ଡ ପାଇଥିବା ଦୋଷୀ ପବନ କୁମାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟସନ ଦାଖଲ କରିଥିଲେ। ଦୁଷ୍କର୍ମ ଘଟିଥିବା...
୫୮ କେଜି ଗଞ୍ଜେଇ ସହ ଗାଡ଼ି ଜବତ – ୩ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ: ବୈପାରୀଗୁଡ଼ା ଥାନା ଅଧୀନ ୩୨୬ ନମ୍ବର ଜାତୀୟ ରାଜପଥର ଲଷ୍ମୀପୁର ଛକରେ ଏକ ଗଞ୍ଜେଇ ଗାଡ଼ି ଧରାପଡ଼ିଛି। ବୈପାରୀଗୁଡ଼ା ପୋଲିସ ଚେକିଂ କରୁଥିବା ବେଳେ ଚିତ୍ରକୋଣ୍ଡାର କୋରକୁଣ୍ଡାଠାରୁ ଦିଲ୍ଲୀ ଅଭିମୁଖେ ଏକ ହୋଣ୍ଡା...
ବିଲେଇକୁ ଗୁଳିମାରି ଗିରଫ ହେଲେ କଲେଜ ଛାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଲେଇକୁ ଗୁଳିମାଡ଼ ଘଟଣାରେ କଲେଜ ଛାତ୍ର ଗିରଫ ହେଲେ। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୪ ଅଞ୍ଚଳରେ। ଖାରବଳେ ନଗର ଥାନା ପୋଲିସ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଛାତ୍ରଜଣକ...
ଦୁଷ୍କର୍ମକାରୀଙ୍କୁ ଜାନୁଆରି ୭ ଯାଏଁ ମିଳିଲା ସମୟ, ନିଷ୍ପତ୍ତି ଶୁଣି କାନ୍ଦିଲେ ନିର୍ଭୟାଙ୍କ ମା’
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପକ୍ରିୟାକୁ ଜାନୁଆରି ୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ପଟିୟାଲା ହାଉସ କୋର୍ଟ। ଅପରାଧୀମାନେ ନିଜକୁ ଶେଷଥର ପାଇଁ ବଞ୍ଚାଇବା ପାଇଁ ପ୍ରୟାସ କରିନିଅନ୍ତୁ ବୋଲି...
ନିର୍ଭୟା ଦୋଷୀଙ୍କୁ ଫାଶୀ ସୁନିଶ୍ଚିତ, ଅକ୍ଷୟ ସିଂ’ର ରିଭ୍ୟୁ ପିଟିସନ୍ ଖାରଜ କଲେ ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀଦଣ୍ଡ। ବୁଧବାର ସୁପ୍ରିମକୋର୍ଟ ଏହି ମାମଲାରେ ଦୋଷୀ ଅକ୍ଷୟ ସିଂ'ର ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପରେ ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ମିଳିବା ପକ୍କା ହୋଇଯାଇଛି।
ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତ...
କୁଲଦୀପ୍ ସେଙ୍ଗର – ଦିନେ ଥିଲେ ବିଜେପିର ଟାଣୁଆ ବିଧାୟକ ଆଜି ଉନ୍ନାଓ ଗଣଦୁଷ୍କର୍ମର ଦୋଷୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନ ଥିଲା ଉତ୍ତର ପ୍ରଦେଶ ରାଜନୀତିରେ ଜଣେ ଟାଣୁଆ ବିଜେପି ନେତା ଭାବେ ଆଗରେ ଥିଲେ ବିଧାୟକ କୁଲଦୀପ ସେଙ୍ଗର। କିନ୍ତୁ ଆଜି ଉନ୍ନାଓ ଗଣଦୁଷ୍କର୍ମର ଅଭିଯୁକ୍ତ ଭାବେ ସେ ପରିଚିତ।...
ଉନ୍ନାଓ ଦୁଷ୍କର୍ମ: ବିଧାୟକ ସେଙ୍ଗରଙ୍କ ବିରୋଧରେ ଡିସେମ୍ବର ୨୦ରେ ଦଣ୍ଡ ଶୁଣାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ବିଧାୟକ କୁଳଦୀପ ସେଙ୍ଗରଙ୍କ ବିରୋଧରେ ଡିସେମ୍ବର ୨୦ରେ ଦଣ୍ଡ ଘୋଷଣା ହେବ।
ମଙ୍ଗଳବାର କୋର୍ଟରେ କୁଲିଦୀପଙ୍କୁ ଦଣ୍ଡବିଧାନ ନେଇ ଉଭୟ ପକ୍ଷର ଯୁକ୍ତି...
ଉନ୍ନାଓ ଗଣଦୁଷ୍କର୍ମ – ବିଧାୟକ କୁଳଦୀପ ସେଙ୍ଗର ଦୋଷୀ ସାବ୍ୟସ୍ତ, ୧୯ରେ ଦଣ୍ଡ ଶୁଣାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁଚର୍ଚ୍ଚିତ ଉନ୍ନାଓ ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଉନ୍ନାଓର ପୂର୍ବତନ ବିଜେପି ବିଧାୟକ କୁଳଦୀପ ସିଂହ ସେଙ୍ଗର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀ ତିସ୍ହଜାରୀ କୋର୍ଟ ଏହି ମାମଲାରେ ପୋକ୍ସୋ...
ଡାକ୍ତରଙ୍କୁ ଗୁଳିମାଡ଼ ଘଟଣା – ଅଭିଯୁକ୍ତକୁ ଗିରଫ ଦାବିରେ ଖୋର୍ଦ୍ଧାରେ ସବୁ ଔଷଧ ଦୋକାନ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ଼ ଘଟଣା। ଏହି ଗୁଳିମାଡ଼ରେ ଆହତ ହୋଇଥିବା ଜଣେ ଔଷଧ ଦୋକାନୀଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା କେମିଷ୍ଟ ଡ୍ରଗିଷ୍ଟ ଆସୋସିଏସନ୍। ଏନେଇ...
ନିର୍ଭୟା ଗଣଦୁଷ୍କର୍ମକୁ ୭ବର୍ଷ – ରାତିର ଅନ୍ଧାକାରରେ ଚଳନ୍ତା ବସ୍ରେ ଘଟିଥିଲା ସେହି ଲୋମହର୍ଷଣକାରୀ ଘଟଣା
ଓଡ଼ିଶାଲାଇଭ ବ୍ୟୁରୋ
ସାତ ବର୍ଷ ପୂର୍ବେ ୨୦୧୨ ଆଜିର ଦିନରେ ରାଜଧାନୀ ଦିଲ୍ଲୀରେ ଏକ ବସ୍ରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣା ସାରାଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ନିର୍ଭୟା ଗଣଦୁଷ୍କର୍ମ ନାଁରେ...





















