ଯାଜପୁର ପଞ୍ଚାୟତ ଅଧିକାରୀ ସ୍ମିତାରାଣୀ ମୃତ୍ୟୁରେ ନୂଆ ମୋଡ଼ – ଏସ୍‌ପି କହୁଛନ୍ତି ଆତ୍ମହତ୍ୟା, ବିଜେପି କହୁଛି ଗଣଦୁଷ୍କର୍ମ

ଓଡ଼ିଶାଲାଇଭ୍ ବ୍ୟୁରୋ ସନ୍ଦେହରେ ସ୍ମିତାରାଣୀଙ୍କ ମୃତ୍ୟୁ ଗିରଫ ହେଲେ ସରପଞ୍ଚଙ୍କ ସ୍ୱାମୀ ଏସ୍‌ପି କହିଲେ ଆତ୍ମହତ୍ୟା ବିଜେପି କହିଲା ଗଣଦୁଷ୍କର୍ମ ଓ ହତ୍ୟା ସିବିଆଇ ତଦନ୍ତ ଦାବି କଲେ ସ୍ମିତାଙ୍କ ପରିବାର ଲୋକ ପଞ୍ଚାୟତ...

ପୁରୀ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ପ୍ରଧାନ ଆହତ

ଓଡ଼ିଶାଲାଇଭ ବ୍ୟୁରୋ କିଛିଦିନ ବ୍ୟବଧାନ ପରେ ଏବେ ପୁଣି ଆକ୍ସନ ମୋଡରେ ପୁରୀ ପୋଲିସ। ଶୁକ୍ରବାର ପିପିଲି ବାଇପାସ୍‌ ଓଭରବ୍ରିଜ ନିକଟରେ ପୋଲିସ ଏନକାଉଣ୍ଟରରେ ଶିକାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ପ୍ରଧାନ।...

ପିପିଲି: ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିପିଲି ପୋଲିସକୁ ବଡ଼ ସଫଳତା। ପୋଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ୍‌ ଭାଗୁ ଗୁରୁତର ଭାବେ ଆହତ ହୋଇଛି। ଭାଗୁ ନାଁରେ ଅନେକ ଅପରାଧିକ ମାମଲା ରହିଥିବା ସୂଚନା...

ବିଶାଖାପାଟଣା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ ମୋଷ୍ଟୱାଣ୍ଟେଡ ମାଓବାଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣା ପୋଲିସ ନିକଟରେ ୩ ଜଣ ମୋଷ୍ଟ ୱାଣ୍ଟେଡ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ୨ ଓଡ଼ିଆ ମାଓବାଦୀ ଏବଂ ଜଣେ ମହିଳା...

କଳାହାଣ୍ଡି: ଋଣ ନେଇ ଭୂଆଁ ବୁଲାଉଥିଲେ, ଏବେ ଜେଲ୍ ଗଲେ ୪ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭବାନୀପାଟଣା: ଏଲ୍‌ ଆଣ୍ଡ ଟି ଫାଇନାନ୍ସିଆଲ ସର୍ଭିସ କମ୍ପାନି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମହିଳାମାନଙ୍କୁ ଆର୍ଥିକ ସ୍ୱାବାଲମ୍ବୀ ହେବା ପାଇଁ ଗୋଷ୍ଠୀ ଋଣ ପ୍ରଦାନ କରିଥିଲେ। କମ୍ପାନିର ନିୟମ ଅନୁଯାୟୀ,...

ଭୁବନେଶ୍ୱର ବିମାନବନ୍ଦରରୁ ଲକ୍ଷାଧିକ ଟଙ୍କାର ବିଦେଶୀ ସିଗାରେଟ୍‌ ଜବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମଙ୍ଗଳବାର ୪୦୦ ପ୍ୟାକେଟ୍‌ ବିଦେଶୀ ସିଗାସେଟ୍‌ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୧୨ ଲକ୍ଷ ଟଙ୍କା ହେବ। ଏନେଇ ରାଜସ୍ୱ...

୨୪ ଘଣ୍ଟାରେ କଟକରେ ଦୁଇଟି ଏନ୍‌କାଉଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କଟକ କମିସନରେଟ୍ ପୋଲିସ ୨୪ ଘଣ୍ଟା ଭିତରେ ଦୁଇଟି ଏନ୍‌କାଉଣ୍ଟର କରିଛି। ରବିବାର କୁଖ୍ୟାତ ଜିତୁକୁ ଏନକାଉଣ୍ଟର କରିବାର ଗୋଟିଏ ଦିନ ନପୂରୁଣୁ ଆଜି ତାର ସହଯୋଗୀ ଢେଙ୍କାନାଳ କଙ୍କଡ଼ାହାଡ଼ର...

ଚୌଦ୍ଵାର: ଲୁଟ୍‌ ମାଷ୍ଟରମାଇଣ୍ଡ ଜିତୁର ଗାର୍ଲଫ୍ରେଣ୍ଡ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ କାଲି ବୟଫ୍ରେଣ୍ଡକୁ ଏନକାଉଣ୍ଟର ଆଜି ଗାର୍ଲଫ୍ରେଣ୍ଡକୁ ଗିରଫ କଲା କମିସନରେଟ ପୋଲିସ। ରବିବାର କଟକ ଚୌଦ୍ଵାରରେ ପୋଲିସ ଏନକାଉଣ୍ଟର ଶିକାର ହୋଇଥିଲା ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ। ତେବେ ଜିତୁକୁ ଲୁଟ୍‌ରେ ସହଯୋଗ...

ରାୟଗଡ଼ାରେ ଜୁଆ ଆଡ୍ଡା ଉପରେ ଚଢ଼ାଉ – ୩୪ ଜୁଆଡ଼ି ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ ଜୁଆ ଖେଳ ଚାଲୁଥିବା ବେଳେ ରାୟଗଡ଼ା ପୋଲିସର ଏକ ଟିମ୍‌ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ଜୁଆଡ଼ିମାନଙ୍କୁ ଗିରଫ କରିଛି। ରବିବାର ରାୟଗଡ଼ା...

ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ୧୩ କେଜି ସୁନା ଜବତ ଘଟଣାରେ ୨ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ ହାୱଡ଼ା-ମୁମ୍ବାଇ ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ୧୩ କେଜି ସୁନା ଜବତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଡିଆରଆଇ। ଗିରଫ ହୋଇଥିବା ଦୁଇ ବ୍ୟକ୍ତି ହେଲେ ବି ଯାଦବ ଓ ରାହୁଲ ଆର୍ଯ୍ୟ।...