ଦାଦା ସାହେବ ଫାଲକେ ପୁରସ୍କାର ୨୦୨୨: ରଣବୀର ସିଂହ ଶ୍ରେଷ୍ଠ ଅଭିନେତା ଓ କ୍ରିତି ସାନନ ଶ୍ରେଷ୍ଠ ଅଭିନେତ୍ରୀ
ଓଡ଼ିଶାଲାଇଭ ବ୍ୟୁରୋ
ବଲିଉଡର ବହୁ ପ୍ରତିଭାବାନ ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ କ୍ରିତି ସାନନଙ୍କୁ ଦାଦାସାହେବ ଫାଲକେ ପୁରସ୍କାର । ସେହିପରି ଆଶା ପାରେଖଙ୍କୁ ଫିଲ୍ମ ଉଦ୍ଦ୍ୟୋଗରେ ସର୍ବତ୍କୃଷ୍ଟ ଅବଦାନ ପାଇଁ ଦାଦା...
ଓଡ଼ିଶାରେ କଳା ଶିକ୍ଷା
କପିଳାସ ଭୂୟାଁ
ଆଜିକା ଦିନରେ ଓଡ଼ିଶାରେ କଳା ଶିକ୍ଷା ବ୍ୟବସ୍ଥା ଏକ ଉନ୍ନତ ଅବସ୍ଥାରେ ପହଞ୍ଚିଛି ବୋଲି ନିର୍ଦ୍ଵନ୍ଦ୍ଵରେ କୁହାଯାଇପାରେ। ଖଲ୍ଲିକୋଟ ସରକାରୀ କଳା ମହାବିଦ୍ୟାଳୟ ସମେତ ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ସରକାରୀ...
ପାରମ୍ପରିକ ପଟୁଆ ଚିତ୍ରକଳା
କପିଳାସ ଭୂୟାଁ
ଚିତ୍ର ମାଧ୍ୟମରେ କାହାଣୀ ବର୍ଣ୍ଣନା କରିବା ଆମ ଦେଶରେ ଏକ ପୁରୁଣା ପରମ୍ପରା। ତାହାର ଏକ ନିଦର୍ଶନ ହେଉଛି ‘ପଟୁଆ ଚିତ୍ରକଳା’। ପ୍ରାୟ ତ୍ରୟୋଦଶ ଶତାବ୍ଦୀଠାରୁ ପ୍ରଚଳିତ ଏହି ଲୋକକଳା ପରମ୍ପରା...
କଳା କୁମ୍ଭ: ଚିତ୍ର-ଭାଷାରେ ସ୍ଵାଧୀନତା ସଂଗ୍ରାମର ମହାନ ବ୍ୟାଖ୍ୟା!
କପିଳାସ ଭୂୟାଁ
ଭୁବନେଶ୍ଵର ‘କିସ’ କ୍ୟାମ୍ପସଠାରେ ଏକ ସପ୍ତାହ ଧରି ଚାଲିଥିବା ଚିତ୍ରକଳାର ବୃହତ୍ତମ କର୍ମଶାଳା ଶୁକ୍ରବାର ଶେଷ ହୋଇଯାଇଛି। ସ୍ଵାଧୀନତା ପ୍ରାପ୍ତିର ୭୫ତମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି...
ପୁସ୍ତକ ସମୀକ୍ଷା – ରେବତୀର ପୁନର୍ଜନ୍ମ
ଭାସ୍କର ପରିଛା
ଫକୀରମୋହନ ସେନାପତିଙ୍କ କାଳଜୟୀ ଗଳ୍ପ 'ରେବତୀ'କୁ ଓଡ଼ିଶା ସରକାରଙ୍କ ପ୍ରୌଢ଼ ଶିକ୍ଷା ବିଭାଗର ପାଠ୍ୟକ୍ରମରୁ ଉଦ୍ଧାର କରି ଆଣି ବିଶ୍ୱ ଦରବାରରେ ପରିଚିତ କରାଇଥିବାରୁ କବି ଓ ପ୍ରକାଶକ ମନୁ ଦାଶ ତଥା ଧଉଳି ବୁକ୍ସକୁ ପ୍ରଥମେ ଧନ୍ୟବାଦ...
ଓଡ଼ିଆ ଝିଅ ମୋନା ବିଶ୍ଵରୂପା ମହାନ୍ତିଙ୍କୁ ଦୁବାଇର ‘ଗୋଲ୍ଡେନ ଭିସା’
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପ୍ରଥମ ଓଡ଼ିଆ ଭାବେ ମୋନା ବିଶ୍ୱରୂପା ମହାନ୍ତିଙ୍କୁ ୟୁନାଇଟେଡ ଆରବ ଏମିରଟ(ୟୁଏଇ)ର ଗୋଲ୍ଡେନ୍ ଭିସା ମିଳିଛି। ଏହି ସମ୍ମାନ ପାଇଁ ସେ ଦୁବାଇରେ ୧୦ବର୍ଷ ପର୍ଯ୍ୟନ୍ତ ରହିପାରିବେ।...
ପରଲୋକରେ ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଓଡ଼ିଶା ଲଳିତକଳା ଏକାଡେମୀର ପୂର୍ବତନ ସଭାପତି ଶିବ ପାଣିଗ୍ରାହୀଙ୍କ ପରଲୋକ ହୋଇଛି। ସୋମବାର କଟକ ସିଡିଏସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିବା ନେଇ...
ଓଡ଼ିଶୀର ଶାସ୍ତ୍ରୀୟ ସ୍ୱପ୍ନ ଓ ସରକାରଙ୍କ ବେସୁରା ସଙ୍ଗୀତ
ଅସିତ ମହାନ୍ତି
ରାଜ୍ୟ ସରକାର ଗତ ସେପ୍ଟେମ୍ବର ୨୪ରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବି ଜଣାଇଛନ୍ତି। ଏହାସହ ଓଡ଼ିଶାବାସୀଙ୍କୁ ପୁଣିଥରେ ଓଡ଼ିଶୀ ସଙ୍ଗୀତର...
ଆରପାରିରେ ମହାନ ଚିତ୍ରଶିଳ୍ପୀ ଶଙ୍କର: ‘ଜହ୍ନମାମୁ’ରେ ବେତାଳ କଥା ସିରିଜର ଏହି ଚିତ୍ର ଆଙ୍କିଥିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମନେ ଅଛି କି ଲୋକପ୍ରିୟ ‘ଜହ୍ନମାମୁ’ ପତ୍ରିକାରେ ଦଶନ୍ଧି ଦଶନ୍ଧି ଧରି ପ୍ରକାଶ ପାଇଥିବା ବିକ୍ରମ ବେତାଳ କଥା ସିରିଜ୍ର ଏହି ଚିତ୍ର? ଏହାକୁ ଆଙ୍କିଥିବା ମହାନ ଚିତ୍ରଶିଳ୍ପୀ ଜଣକ ହେଉଛନ୍ତି...
ଶାସ୍ତ୍ରୀୟ ମାନ୍ୟତା: ଓଡ଼ିଶୀ ନୃତ୍ୟ, ଓଡ଼ିଆ ଭାଷା ପରେ ଏବେ ଓଡ଼ିଶୀ ସଙ୍ଗୀତର ପାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୬୪ରେ ପ୍ରଥମେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା। ଏହାର ୫ ଦଶନ୍ଧି ପରେ ବହୁ ଦାବି, ସଂଘର୍ଷର ପରିଣାମସ୍ୱରୂପ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା। ଏବେ ଓଡ଼ିଶୀ ସଙ୍ଗୀତକୁ...





















