ଆଜି ମହାମାୟାଙ୍କ ମହାନବମୀ ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମହାମାୟା ମା' ଦୁର୍ଗାଙ୍କ ମହାନବମୀ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ପୂଜା ମଣ୍ଡପ। ସୁନା, ଚାନ୍ଦି ଆଦି ଆଭୂଷଣରେ ଝଟକୁଛନ୍ତି ମା' ଜଗଦମ୍ବା। ସ୍ୱତନ୍ତ୍ର ମନ୍ତ୍ର, ତନ୍ତ୍ର,...
ଚାଲିଛି ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା: ପୂଜାମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମହାମାୟା ମା’ ଦୁର୍ଗାଙ୍କର ମହାଷ୍ଟାମୀ ପୂଜା। ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। କୋଭିଡ ମହାମାରୀର ଦୁଇ ବର୍ଷ ପରେ ଧୁମଧାମରେ ପାଳନ କରାଯାଉଛି ଦୁର୍ଗାପୂଜା। ରାଜଧାନୀ ଭୁବନେଶ୍ଵରରେ ମହାମାୟାଙ୍କ...
ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ସୁନ୍ଦରଗଡ଼ରେ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର...
ଆଜି ଦେଶର ଦୁଇ ମହାନାୟକ ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଦୁଇ ମହାନାୟକଙ୍କ ଜୟନ୍ତୀ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସହ ଲାଲ ବାହାଦୁର ଶାସ୍ତ୍ରୀ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସାରାଦେଶରେ ଗାନ୍ଧିଜୀଙ୍କର ୧୫୩ତମ ଜୟନ୍ତୀ ପାଳନ ହେଉଥିବାବେଳେ ଶାସ୍ତ୍ରୀଜୀଙ୍କର...
ଆଉ ୩ ମାସ ମିଳିବ ମାଗଣା ଚାଉଳ, ଉପକୃତ ହେବେ ରାଜ୍ୟର ୯ ଲକ୍ଷ ହିତାଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା। ଆଉ ୩ ମାସ ମିଳିବ ୫ କେଜି ଅତିରିକ୍ତ ଚାଉଳ। ରାଜ୍ୟର ହିତାଧିକାରୀଙ୍କୁ ୫ କେଜି ଲେଖାଏଁ ମାଗଣା ଚାଉଳ ଯୋଗାଇ...
ଆଜି ଷଷ୍ଠୀ- ଧରାବତରଣ କରିବେ ମା’ ଦୁର୍ଗା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମହାଷଷ୍ଠୀ ପୂଜା। ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ମହାଷଷ୍ଠୀରେ ଦଶଭୁଜା ମା’ ଆବିର୍ଭାବ ହୋଇଥାନ୍ତି ବୋଲି ବିଶ୍ଵାସ ରହିଛି। ମା’ଙ୍କ ଆଗମନ ପାଇଁ ସମସ୍ତ ପୂଜାମଣ୍ଡପରେ ପ୍ରସ୍ତୁତି...
କେନ୍ଦ୍ରାପଡ଼ା ଦୁର୍ଗାପୂଜାରେ ନିଆରା ପରମ୍ପରା: ମୁଣ୍ଡରେ ଝୁଣା ପୋଡ଼ି କରାଯାଏ ମା’ଙ୍କ ଆରାଧନା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁର୍ଗାପୂଜାରେ ଦେଖିବାକୁ ମିଳେ ଏକ ଭିନ୍ନ ପରମ୍ପରା। ମୁଣ୍ଡ ଉପରେ ନିଆଁ ଜାଳି ଝୁଣା ଧୂଆଁରେ ମା'ଙ୍କୁ କରାଯାଏ ଆରାଧନା।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ପୂଜାମଣ୍ଡପରେ ଭିନ୍ନ...
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି ବଢ଼ିଲା: ଆଉ ୩ ମାସ ମିଳିବ ମାଗଣା ରାସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପକୃତ ହେବେ ଦେଶର ୮୦ କୋଟି ହିତାଧିକାରୀ
୨୦୨୦ରେ ଆରମ୍ଭ ହୋଇଥିଲା ଯୋଜନା
ଡିସେମ୍ବର ପର୍ଯ୍ୟନ୍ତ ରାସନ କାର୍ଡଧାରୀଙ୍କୁ ମାଗଣା ରାସନ
୨୦୨୨ ମାର୍ଚ୍ଚରେ ବନ୍ଦ ହେବାର ଥିଲା ଯୋଜନା
ବଢ଼ିଲା...
ବାଲେଶ୍ୱର ଦଶହରାର ମୁଖ୍ୟ ଆକର୍ଷଣ ବାଡ଼ି ଖେଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ବିଧି ବେଶ ପୁରାତନ। ଏଠାରେ ଦଶହରାରେ ନିଆରା ପରମ୍ପରା ଦେଖିବାକୁ ମିଳେ। ସବୁଠାରୁ ବଡ଼ କଥା ହେଲା ଦଶହରା ଅବସରରେ ମୁଖ୍ୟ ଆକର୍ଷଣ ପାଲଟିଥାଏ ବାଡ଼ି...
ମିଲେଟକୁ ଏକ ବିକଳ୍ପ ପୁଷ୍ଟିକର ଖାଦ୍ୟ ଭାବେ ପ୍ରୋତ୍ସହିତ କରିବା ଲାଗି ଓଡ଼ିଶା ମିଲେଟ ମିଶନ ସହ ବକା...
ଓଡ଼ିଶାଲାଇଭ୍ ବ୍ୟୁରୋ
ମିଲେଟରୁ ପ୍ରସ୍ତୁତ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଦକ୍ଷେପ ଗ୍ରହଣ କରାଯାଉଛି। ରାଜ୍ୟ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ଅନନ୍ୟ ପଦକ୍ଷେପ ଓଡ଼ିଶା ମିଲେଟ ମିଶନ...


















