ନୂଆଁଖାଇରେ ‘ରଙ୍ଗବତୀ’ର ଧୂନ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=dehVDCK6WTU] ‘‘ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା’’ ଓଡ଼ିଶାର ଏହି ଲୋକପ୍ରିୟ ସମ୍ବଲପୁରୀ ଗୀତ ଏବେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି। ବିଶ୍ୱସ୍ତରରେ ଏହି ଗୀତ ଏବେ...

ମଠ ଉଚ୍ଛେଦକୁ ବିରୋଧ – ବଡ଼ ଆଖଡ଼ା ମଠ ପାଚେରୀରେ ବସି ରହିଲେ ସାଧୁସନ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଲଙ୍ଗୁଳି, ମଙ୍ଗୁ ଏବଂ ରଘୁନନ୍ଦନ ପାଠାଗାର ଉଚ୍ଛେଦ ସୁରୁଖୁରୁରେ ହେବା ପରେ ବଡ଼ ଆଖଡ଼ା ମଠ ଉଚ୍ଛେଦ ବେଳେ ପ୍ରଶାସନକୁ ନାକେଦମ୍‌ ହେବାକୁ ପଡ଼ିଛି। ମଠ ଉଚ୍ଛେଦକୁ ଜୋରଦାର ବିରୋଧ କରାଯାଇଛି।...

ଇନ୍ଦୋରରେ ପୂଜା ପାଇଲେ ଆକର୍ଷଣୀୟ ଚକୋଲେଟ ଗଣେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପରିବେଶ ପ୍ରଦୂଷଣକୁ କମ୍ କରିବା ପାଇଁ ଚଳିତ ବର୍ଷ ଅନେକ ସ୍ଥାନରେ ଇକୋ ଫ୍ରେଣ୍ଡଲୀ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଛି। କିନ୍ତୁ ଇନ୍ଦୋରର ଗୋଟିଏ ପରିବାର ଚକଲେଟ୍ ଗଣେଶ ତିଆରି କରି ପୂଜା...

ଆଜି ନୂଆଁଖାଇ – ଇଷ୍ଟ ଦେବୀଙ୍କ ପାଖରେ ଲାଗି ହେଲା ନବାନ୍ନ

ଓଡ଼ିଶାଲାଇଭ ବ୍ୟୁରୋ ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏନେଇ ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଛି। ଏଥିପାଇଁ ଆଜି ସମ୍ଵଲପୁରର ମା’ ସମଲେଶ୍ଵରୀଙ୍କ ପାଖରେ ୧୦ଟା ୧୫ ମିନିଟରେ ନବାନ୍ନ ଲାଗି ହୋଇଛି। ତେଣେ...

ନୂଆଁଖାଇ ଜୁହାର

ଓଡ଼ିଶାଲାଇଭ୍‌  ବ୍ୟୁରୋ ନୂଆଁଖାଇ ଜୁହାର। ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଉତ୍ସବ ମୁଖର ପୂରା ପଶ୍ଚିମ ଓଡ଼ିଶା। ଆଜି ସମସ୍ତେ ଏକତ୍ରିତ ଖାଇବେ ନବାନ୍ନ। ପ୍ରଥମେ ଇଷ୍ଟଦେବୀଙ୍କୁ ବର୍ଷର ପ୍ରଥମ ଉତ୍ପାଦିତ...

ଫଟୋରେ ଫଟୋରେ ଶ୍ରୀଗଣେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଧରାପୃଷ୍ଠରେ ଅବତରଣ କରିଛନ୍ତି ଶ୍ରୀଗଣେଶ। ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ବିଭିନ୍ନ କ୍ଲବରେ ବିଘ୍ନବିନାଶକ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଛି। ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ପ୍ରତିଷ୍ଠାନରେ ମଧ୍ୟ ଅଗ୍ରପୂଜ୍ୟ ଗଣେଶଙ୍କ ଆରାଧନା କରାଯାଇଛି। କେଉଁଠି...

ନୂଆଁଖାଇରେ ଶୂନ୍ୟବ୍ରହ୍ମଙ୍କୁ ନବାନ୍ନ ଲାଗି କରିବେ ମହିମାଧର୍ମର ସାଧୁସନ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ କାହିଁ କେତେ ଦିନରୁ ମଣିଷ ପୂଜା କରି ଆସୁଛି ପ୍ରକୃତି ଓ ପିତୃପୁରୁଷଙ୍କୁ ନୂଆଁଖାଇରେ। ହେଲେ ମହିମାଧର୍ମାବଲମ୍ବୀମାନେ ନୂଆଁଖାଇ ପାଳନ କରିଥାନ୍ତି ଏକ ଭିନ୍ନ ଢଙ୍ଗରେ। ବର୍ଷର ପହିଲି ଅନ୍ନକୁ ସମର୍ପଣ...

ନୂଆଁଖାଇ ଲାଗି ଚଳଚଞ୍ଚଳ ତିହାର ହାଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ। ଘରେ ଘରେ ଏହି ପର୍ବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନୂଆଁଖାଇରେ ନୂଆ ଧାନ ପୂଜା କରିବାର ପରମ୍ପରା ରହିଛି।...

ସୋନପୁରରେ ନୂଆଁଖାଇ: ଏବେ ବି ଅତୁଟ ରହିଛି ‘ପାହୁର’ ପରମ୍ପରା

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ ଓଡ଼ିଶାର ଲୋକପର୍ବରେ ରହିଛି କେତେ ନା କେତେ ପ୍ରଥା ଓ ପରମ୍ପରା। ସୋନପୁର ଗଡ଼ଜାତବାସୀ ନୂଆଁଖାଇ ଦିନ ଅନ୍ନ ବ୍ୟଞ୍ଜନ, ନାନାଦି ପିଠାପଣା ତିଆରି କରି ଖାଇଥାନ୍ତି ତାହାନୁହେଁ, ବରଂ...

ମଙ୍ଗଳବାର ମାଟିରେ ମିଶିବ ବଡ଼ ଆଖଡ଼ା ମଠ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ: ମଙ୍ଗଳବାରଠୁ ପୁରୀରେ ପୁଣି ଆରମ୍ଭ ହେବ ଉଚ୍ଛେଦ କାର୍ଯ୍ୟ। ବଡ଼ ଆଖଡ଼ା ମଠରେ ମାଡ଼ ହେବ ପ୍ରଶାସନର ବୁଲ୍‌ଡୋଜର। ବୁଲ୍‌ଡୋଜର ମାଡ଼ରେ ବଡ଼ ଆଖଡ଼ା ମଠ ମାଟିରେ ମିଶିବ। ରବିବାର ଏବଂ...