ବାହୁଡ଼ିଲେ ମହାବାହୁ, ସଅଳ ଟଣା ହେଲା ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫଟୋ- ଷ୍ଟୁଡିଓ ମାମା, ପୁରୀ ଏବଂ ବଦ୍ରିଶନାରାୟଣ ପତି) https://www.youtube.com/watch?v=fCX9oYPUpZg ନଅ ଦିନ ପରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ମହାବାହୁ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ଧରି ମହାପ୍ରଭୁ ଜଗନ୍ନାଥ...

ଜନ୍ମବେଦୀରୁ ରତ୍ନବେଦୀ ବାହୁଡ଼ିଲେ ମହାପ୍ରଭୁ: ଗଡ଼ିଲା ତାଳଧ୍ୱଜ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg] ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ରଥଟଣା। ପ୍ରଥମେ ଗଡ଼ିଲା ତାଳଧ୍ୱଜ ରଥ। ଭକ୍ତମାନେ ଉତ୍ସାହର ସହ ରଥ ଟାଣି ନେଉଛନ୍ତି। ରଥ ଉପରେ ସମସ୍ତ ନୀତିକାର୍ଯ୍ୟ ଶେଷ ହେବା...

ସରିଲା ଛେରାପହଁରା, ଏବେ ରଥଟଣାକୁ ଅପେକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg]ସରିଲା ତିନି ରଥର ଛେରାପହଁରା ସେବା। ପ୍ରଥମେ ଗଜପତି ମହାରାଜା ଦିବ୍ୟସିଂହ ଦେବ ବଳଭଦ୍ର ରଥରେ ଛେରାପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ତା’ପରେ ଦେବୀ ସୁଭଦ୍ରାଙ୍କ ରଥରେ ଛେରାପହଁରା...

ରଥରେ ଛେରାପହଁରା ଲାଗି ବିଜେ କଲେ ଗଜପତି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg]ତାମଦାନିରେ ଆସି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା କାର୍ଯ୍ୟ ଆରମ୍ଭ କରିଛନ୍ତି। ପରମ୍ପରା ଅନୁଯାୟୀ ତିନିରଥରେ ଛେରାପହଁରା କରିବେ ଗଜପତି। ଗଜପତିଙ୍କ ବାର୍ଷିକ ସବୁଠାରୁ ବଡ଼ କାର୍ଯ୍ୟକ୍ରମ ହେଉଛି...

ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହେଲେ ତିନିଠାକୁର

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg]ଜନ୍ମବେଦୀରୁ ନଅଦିନର ଖେଳ ସାରି ରତ୍ନବେଦୀଙ୍କୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ଛାଡ଼ି ବାହୁଡ଼ିଛନ୍ତି ତିନି ଠାକୁର। ଧାଡ଼ି ପହଣ୍ଡିରେ ପ୍ରଥମେ ବଡ଼ ଭାଇ ବଳଭଦ୍ର ତା’ ପଛକୁ ଦେବୀ...

ଆଜିଠୁ ହରିଶୟନ: ୪ମାସ ଯାଏଁ ଶୋଇବେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg]ଚଳିତବର୍ଷ ଗୋଟିଏ ଦିନରେ ବାହୁଡ଼ା ଏବଂ ହରିଶୟନ ଏକାଦଶୀ ଗୋଟିଏ ଦିନରେ ପଡ଼ୁଛି। ହରିଶୟନ ଏକାଦଶୀଠାରୁ ଠାକୁର ୪ମାସ ଶୟନ କରିଥା’ନ୍ତି। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ତିନି...

ଶେଷରେ ବାହୁଡ଼ିଲେ କାଳିଆ ସାଆନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg]ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ଆସୁଛନ୍ତି କାଳିଆ ଠାକୁର। ବଳଦେବଙ୍କ ପହଣ୍ଡି ପଛକୁ ପଛ ଦେବୀ ସୁଭଦ୍ରାଙ୍କ ପହଣ୍ଡି ତା’ ପଛକୁ କାଳିଆ ସାହାନ୍ତଙ୍କ ପହଣ୍ଡି ଆରମ୍ଭ ହୋଇଛି। ବଡ଼ ଠାକୁରଙ୍କୁ...

ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା: ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg] ଜନ୍ମବେଦୀରୁ ନଅଦିନର ଖେଳ ସାରି ରତ୍ନବେଦୀଙ୍କୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ଛାଡ଼ି ବାହୁଡ଼ିଛନ୍ତି ତିନି ଠାକୁର। ବଡ଼ଭାଇ ବଳଦେବଙ୍କ ପରେ ପରେ ସୁଭଦ୍ରାଙ୍କୁ ସେବାୟତମାନେ ପହଣ୍ଡି କରି ରଥକୁ...

ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା: ବଳଭଦ୍ରଙ୍କ ପହଣ୍ଡି ବିଜେ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg]ଜନ୍ମବେଦୀରୁ ନଅଦିନର ଖେଳ ସାରି ରତ୍ନବେଦୀଙ୍କୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ଛାଡ଼ି ପ୍ରଥମେ ବାହୁଡ଼ୁଛନ୍ତି ବଡ଼ ଠାକୁର ବଳଭଦ୍ର। ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ଦ୍ୱାରପାଳ ପୂଜା ପରେ, ବେଶ...

ବାହୁଡ଼ିବେ ମହାପ୍ରଭୁ, ଶରଧାବାଲିରେ ପ୍ରସ୍ତୁତ ତିନିରଥ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg] ମହାବାହୁଙ୍କ ମହାବେଦୀ ମହୋତ୍ସବର ନବମ ଦିନରେ ମହାବେଦୀ ଛାଡ଼ି ରତ୍ନବେଦିଙ୍କୁ ବାହୁଡ଼ିବେ ଶୀଜୀଉମାନେ। ମହାବାହୁଙ୍କୁ ବାହୁଡ଼ି ନେବା ପାଇଁ ଶରଧାବାଲିରେ ତିନି ରଥ ପ୍ରସ୍ତୁତ ହୋଇ ରହିଛି। ସକାଳୁ ସକାଳୁ...