ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ୧୦ ଦିନ ଧରି ଚାଲିବ ଏହି ବାଣିଜ୍ୟ ମେଳା। ଶୁକ୍ରବାରଠୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ବାଲିଯାତ୍ରା ଦଶ ଦିନ...

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ପାହାନ୍ତାରୁ ଚାଲିଛି ବୋଇତ ବନ୍ଦାଣ

ଓଡିଶାଲାଇଭ ବ୍ୟୁରୋ ଆକା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧର୍ମ ମୋର। ଏମିତି କହି ଡଙ୍ଗା ଭସାଣ କରୁଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ବିଭିନ୍ନ ଜଳାଶୟରେ ବଡ଼ି ଭୋରରୁ...

ଯା’ରେ ଭାସି ମୋ’ କାଗଜ ଡଙ୍ଗା

   କାଳିକିଙ୍କର   କାର୍ତ୍ତିକ ମାସକୁ ମହା କାର୍ତ୍ତିକ ମାସ ବୋଲି  କୁହାଯାଏ। ଓଡ଼ିଶାର ଘରେ ଘରେ ମହାଦେବ ଦାସଙ୍କ କାର୍ତ୍ତିକ ମହାତ୍ମ୍ୟ ଓଡ଼ିଆଣୀମାନେ ବହୁ ଶ୍ରଦ୍ଧାର ସହ ଏହି ମାସର ପ୍ରଭାତରେ ପଠନ କରନ୍ତି।...

କେନ୍ଦ୍ରପଡ଼ାରେ ମହମ୍ମଦଙ୍କ ଜୟନ୍ତୀ ପାଳନ

ଓଡ଼ିଶାଲାଇଭ୍ ବ୍ୟୁରୋ ମହମଦଙ୍କ ଜୟନ୍ତୀ ପାଳନ କଲେ କେନ୍ଦ୍ରପଡ଼ାର ହଜାର ହଜାର ମୁସଲମାନ ଶ୍ରଦ୍ଧାଳୁ। ପରଷ୍ପର ମଧ୍ୟରେ ସ୍ନେହ ଶ୍ରଦ୍ଧା ଓ ଭଲପାଇବାର ବାର୍ତ୍ତା ଦେଇଥିଲେ ମହମ୍ମଦ। ସେହି ପରମ ପ୍ରେମମୟ ମହମ୍ମଦଙ୍କ ପ୍ରେମରେ ବୁଧବାର...

କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା କଲ୍ଲୋଳ-୨୦୧୮’ – “ଗୁଡ୍ଡି” ଶ୍ରେଷ୍ଠ ଚଳଚ୍ଚିତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଶୁ ଅଧିକାର ସମ୍ପର୍କିତ ‘କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା କଲ୍ଲୋଳ-୨୦୧୮’ ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସଂଗ୍ରାମକେଶରୀ ସାହୁଙ୍କ 'ଗୁଡ୍ଡି' ପ୍ରଥମ ପୁରସ୍କାର ହାସଲ କରିଛି। ଏହା ଥିଲା କଲ୍ଲୋଳ ୨୦୧୮ର ଚତୁର୍ଥ...

ଆଜି ବଡ଼ଓଷା: ଧବଳେଶ୍ୱରରେ ଭକ୍ତଙ୍କ ଭିଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟବ୍ୟାପି ପାଳନ ହେଉଛି ପବିତ୍ର 'ବଡ଼ଓଷା'। ଏଥିପାଇଁ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି କଟକ ଆଠଗଡ଼ର ଧବଳେଶ୍ୱର ପୀଠ। ଓଡ଼ିଶାର ସମସ୍ତ ଶୈବପୀଠରେ ଆଜି ଏହି ଓଷା ପାଳନ କରାଯାଏ। ଏହି...

ଶୁଭାରମ୍ଭ ହେଲା ମଣ୍ଡେଇ ଲୋକ ମହୋତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ନୀଳକଣ୍ଠେଶ୍ୱର ଶୈବ ପୀଠରେ ହେଲା ମଣ୍ଡେଇର ଶୁଭାରମ୍ଭ। ଶୁଭାରମ୍ଭରେ ଦୁଲୁକିଲ ପାପଡାହାଣ୍ଡି। ଶୋଭାଯାତ୍ରାରେ ନାଚିଲେ ଅତିଥି। ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ମଣ୍ଡେଇ ଲୋକ ମହୋତ୍ସବର ଶୁଭାରମ୍ଭ ହୋଇଛି। ଏହି ଶୁଭାରମ୍ଭ ରବିବାର...

ଆଜିଠୁ ପଞ୍ଚୁକ ବ୍ରତ –  ଶ୍ରୀକ୍ଷେତ୍ରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ କାର୍ତ୍ତିକ ମାସ ବା ଧର୍ମ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ ବୋଲି କୁହାଯାଏ। ସୋମବାରଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପଞ୍ଚୁକ...

କୁହୁଳୁଛି ବ୍ରହ୍ମ ବିଭ୍ରାଟ ନିଆଁ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବ୍ରହ୍ମ ବିଭ୍ରାଟ ବିବାଦ ଥମିବା ନାଁ ଧରୁନାହିଁ। ଏ ନେଇ ଏବେ ପୁରୀ ମହାରାଜା ଦିବ୍ୟସିଂହ ଦେବ ମୁହଁ ଖୋଲିଛନ୍ତି। ୨୦୧୫ରେ ନବକଳେବର ସମୟରେ ବ୍ରହ୍ମ ପରିବର୍ତ୍ତନ ବେଳେ ଯେଉଁ ...

ଆଜି ପବିତ୍ର ଅଁଳା ନବମୀ, ଜାଣନ୍ତୁ ଏହି ଦିନର ମହତ୍ତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ପବିତ୍ର ଅଁଳା ନବମୀ। ପବିତ୍ର ଅଁଳା ନବମୀ ଅବସରରେ ପୁରୀ ସାକ୍ଷୀ ଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ଶ୍ରୀରାଧା ପାଦ ଦର୍ଶନ ନିମନ୍ତେ ଭକ୍ତଙ୍କ ଭିଡ଼ ଲାଗିଛି। ମନ୍ଦିର ପରିସରରେ ଶାନ୍ତି ଶୃଙ୍ଖଳାରେ ...