କାରଗିଲ ବିଜୟକୁ ପୂରିଲା ୨୪ ବର୍ଷ, ଆଜି ବି ମନେ ପଡ଼େ ଭାରତୀୟ ସେନାର ସେହି ବୀରତ୍ଵର ଗାଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି କାରଗିଲ ବିଜୟ ଦିବସ। ଆଜିର ଦିନରେ ନିଜ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ସେଇ ବୀର ଯବାନଙ୍କ ସ୍ମୃତିଚାରଣ କରୁଛନ୍ତି ଦେଶବାସୀ। ୧୯୯୯ ମସିହା ଜୁଲାଇ ୨୬ ତାରିଖରେ...
କେମିତି ଦୂର ହେବ ବନ୍ଧ୍ୟାଦୋଷ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=RwN1eA2dZ7M]
ବିବାହ ପରେ ସମସ୍ତେ ସନ୍ତାନଟିଏ ଇଚ୍ଛା କରିଥାନ୍ତି। କିନ୍ତୁ ବିଭିନ୍ନ ସମସ୍ୟା ଯୋଗୁଁ ଅନେକ ସନ୍ତାନ ସୁଖରୁ ବଞ୍ଚିତ ହୋଇଥାନ୍ତି। ଯେତେ ଚେଷ୍ଟା କଲେ ସୁଦ୍ଧା ଛୁଆପିଲା ହୁଏ...
ଆଜି ଶ୍ରାବଣର ଦ୍ଵିତୀୟ ସୋମବାର, ମହାଦେବଙ୍କୁ ଜଳଲାଗି କରିବାକୁ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଆଜିର ଦିନରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟର ସବୁ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟର ପ୍ରମୁଖ ଶିବ ମନ୍ଦିରରେ...
ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା, ଅନିୟମିତତା ରୋକିବା ପାଇଁ ସବକମିଟି ଗଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାରରେ ବାରମ୍ବାର ଦେଖାଯାଉଥିବା ବିଶୃଙ୍ଖଳା ଓ ଅନିୟମିତତା ଉପରେ ରୋକ ଲଗାଇବା ପାଇଁ ଆଗକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ। ଏବେ ଆନନ୍ଦ ବଜାରରେ ମହାପ୍ରସାଦର ଦର ତାଲିକା...
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଚଳଚଞ୍ଚଳ ସବୁ ଶୈବ ପୀଠ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର। ଚଳଚଞ୍ଚଳ ହୋଇଛି ରାଜ୍ୟର ସବୁ ଶୈବ ପୀଠ। ହଜାର ହଜାର ସଂଖ୍ୟାରେ କାଉଡ଼ିଆ ମହାଦେବଙ୍କୁ ଜଳ ଅର୍ପଣ କରି ଶୁଭ ମନାସୁଛନ୍ତି। ଭୁବନେଶ୍ୱରର...
କନ୍ଦାଇଲାଣି କଞ୍ଚାଲଙ୍କା: କିଲୋ ପିଛା ୪୦୦ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବା ବଜାରରେ ଏବେ ରାଜ କରୁଛି କଞ୍ଚାଲଙ୍କା। ଦେଖିବାକୁ ଛୋଟ, ହେଲେ ଦାମ ଶୁଣିଲେ ଗ୍ରାହକଙ୍କ ହୋସ୍ ଉଡ଼ିଯାଉଛି। ରୋଷେଇ ଘରୁ ଏବେ କଞ୍ଚାଲଙ୍କାକୁ ବାଦ୍ ଦେବାକୁ ବାଧ୍ୟ ହେଉଛନ୍ତି ଗୃହିଣୀ।
ଏବେ...
ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ରଥଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
(କାନବେରା): ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦ୍ଵାଦଶତମ ପବିତ୍ର ରଥଯାତ୍ରା ପର୍ବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳନ କରାଯାଇଛି। ଏଠାରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ କରୁଥିବା ହିନ୍ଦୁ ମନ୍ଦିର ଓ...
ପରିବା ବଜାରରେ ମହଙ୍ଗା ମାଡ଼: ଶହେ ଉପରେ ସବୁ ପରିବାର ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବା ବଜାରରେ ମହଙ୍ଗା ମାଡ଼। ପରିବାର ମୂଲ୍ୟ ଶୁଣି ଛାନିଆଁ ହେଉଛନ୍ତି ସାଧାରଣ ଲୋକ। ଏବେ ରୋଷେଇ ଘରୁ ଅନେକ ପରିବାକୁ ବାଦ୍ ଦେବାକୁ ବାଧ୍ୟ ହେଉଛନ୍ତି ଗୃହିଣୀ।
କିଲୋଗ୍ରାମ ପିଛା ୩୦ରୁ...
ସରିଲା ରଥଯାତ୍ରା – ରତ୍ନସିଂହାସନରେ ତିନି ଠାକୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ନଅ ଦିନର ଜନ୍ମବେଦୀକୁ ଯାତ୍ରା, ସୁନାବେଶ ଏବଂ ଅଧରପଣା ନୀତି ଶନିବାର ଶ୍ରୀକ୍ଷେତ୍ରରେ ନୀଳାଦ୍ରି ବିଜେ ଶେଷ ହୋଇଛି। ଗୋଟି ପହଣ୍ଡିରେ ଯାଇ ତିନି ଠାକୁର ରତ୍ନସିଂହାସନରେ ବିରାଜମାନ କରିଛନ୍ତି।
ଶନିବାର ରଥାରୂଢ଼...
ରସଗୋଲା ଦେଇ ଆଜି ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ କାଳିଆ ସାଆନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରାର ଆଜି ଅନ୍ତିମ ଦିନ। ମହାପ୍ରଭୁଙ୍କ ଉପରେ ଅଭିମାନ କରିଥିବା ମହାଲକ୍ଷ୍ମୀଙ୍କୁ ଆଜି ରସଗୋଲା ଦେଇ ମନେଇବେ କଳା ଠାକୁର। ରଥଯାତ୍ରାର ଏହା ହେଉଛି ଏକ ସ୍ଵତନ୍ତ୍ର ପରମ୍ପରା।
ନଅଦିନର ରଥଯାତ୍ରା ସାରିବା...




















