ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବିବାହ ପରେ ସମସ୍ତେ ସନ୍ତାନଟିଏ ଇଚ୍ଛା କରିଥାନ୍ତି। କିନ୍ତୁ ବିଭିନ୍ନ ସମସ୍ୟା ଯୋଗୁଁ ଅନେକ ସନ୍ତାନ ସୁଖରୁ ବଞ୍ଚିତ ହୋଇଥାନ୍ତି। ଯେତେ ଚେଷ୍ଟା କଲେ ସୁଦ୍ଧା ଛୁଆପିଲା ହୁଏ ନାହିଁ। ଏହାକୁ ବନ୍ଧ୍ୟାଦୋଷ ବୋଲି କୁହାଯାଏ। ବର୍ତ୍ତମାନ ଏହା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି ବୋଲି ଡାକ୍ତର କୁହନ୍ତି।

ବନ୍ଧ୍ୟାଦୋଷ ଉଭୟ ପୁରୁଷ ଏବଂ ମହିଳାମାନଙ୍କଠାରେ ଦେଖାଯାଏ। ତେବେ ଏହାର କାରଣ କ’ଣ ରହିଛି, କିପରି ବନ୍ଧ୍ୟାଦୋଷରୁ ମୁକ୍ତି ମିଳିପାରିବ ଏବଂ ବନ୍ଧାଦୋଷ ଥିଲେ କେମିତି ସନ୍ତାନ ପ୍ରାପ୍ତି କରିହେବ? ସେ ସମ୍ପର୍କରେ ବିଶିଷ୍ଟ ବନ୍ଧ୍ୟାଦୋଷ ବିଶେଷଜ୍ଞ ଡାକ୍ତର ଆଦିତ୍ୟ ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #IVF #WorldIVFDay #Celebration #InVitroFertilization

Comment