ଅଧ୍ୟାପକଙ୍କୁ ସରକାରଙ୍କ କଡ଼ା ନିର୍ଦ୍ଦେଶ – ଛୁଟି ନେଇ ଆନ୍ଦୋଳନରେ ସାମିଲ ହେଲେ ମିଳିବନି ଦରମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକ ଓ ଅଣ ଶିକ୍ଷା କର୍ମଚାରୀ ଯଦି ଛୁଟି ମଞ୍ଜୁର ନ ହୋଇ ଛୁଟିରେ ରହନ୍ତି, ତେବେ ନୋ ଓ୍ୱାର୍କ ନୋ ପେ ନିୟମ...

ଆରମ୍ଭ ହେଲା ମାଟ୍ରିକ୍‌ ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=Xy0_qz0fcVU ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା। ୨ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ...

ମାଟ୍ରିକ ପରୀକ୍ଷା ଦେଉଛନ୍ତି କି? ଧ୍ୟାନରେ ରଖନ୍ତୁ ଏହି ସବୁ କଥା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେଉଛି। ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ଯାଉଛନ୍ତି ସେମାନେ କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦେବା...

ମାଟ୍ରିକ ମନ୍ତ୍ର: ମନସ୍ଥିର କରି ଦିଅନ୍ତୁ ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତି ପାହିଲେ ମାଟ୍ରିକ ପରୀକ୍ଷା। ରାଜ୍ୟର ଅନେକ ପିଲା ଏହି ପରୀକ୍ଷା ଦେବେ। କିଛି ଛାତ୍ରଛାତ୍ରୀ ପରୀକ୍ଷାକୁ ନେଇ ଉତ୍ସାହିତ ଥିବା ବେଳେ କିଛି ପିଲା ଆତଙ୍କିତ ଥା’ନ୍ତି। ହେଲେ ଏଭଳି...
job

ପୁରୀ ଆଚାର୍ଯ୍ୟ ହରିହର ଶିଶୁ ଭବନରେ ବିଭିନ୍ନ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ସାକ୍ଷୀଗୋପାଳସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ଭବନରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଫେବ୍ରୁଆରି ୨୭ ତାରିଖ ଯାଏଁ ଆବେଦନ କରିପାରିବେ। ଏହି ନିଯୁକ୍ତି...
omc

OMCରେ ଜେନେରାଲ ମ୍ୟାନେଜର ପଦବୀ ଲାଗି ବିଜ୍ଞପ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ସରକାରୀ ଉଦ୍ୟୋଗ ଓଡ଼ିଶା ଖଣି ନିଗମରେ ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରି ପାରିବେ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ https://omcltd.in/...

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ଏବେ ଏଣ୍ଟ୍ରାନ୍ସ ଟେଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ପଢ଼ିବାକୁ ହେଲେ ଏବେ ଛାତ୍ରଛାତ୍ରୀଙ୍କୁ କମନ ଏଣ୍ଟ୍ରାନ୍ସ ଟେଷ୍ଟ ଦେବାକୁ ହେବ। କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ୟୁନିଭରସିଟି କମନ ଏଣ୍ଟ୍ରାନ୍ସ ଟେଷ୍ଟ କନସୋରସିଅମରେ ଯୋଗ ଦେବା ପରେ...

ରାତି ପାହିଲେ ମାଟ୍ରିକ ପରୀକ୍ଷା – ପରୀକ୍ଷା ଦେବେ ୫ ଲକ୍ଷ ୬୦ ହଜାର ୯୦୫ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୁଧବାରଠୁ ମାଟ୍ରିକ ପରୀକ୍ଷା। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ  ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷା କଡ଼ାକଡ଼ି ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥର ରାଜ୍ୟରେ ମୋଟ ୨ ହଜାର...

ଆଇଆଇଟି ଖଡ଼ଗପୁରରେ ୮୮ଟି ଅଣଶିକ୍ଷକ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଖଡ଼ଗପୁରରେ ୮ଟି ଅଣଶିକ୍ଷକ ପଦବୀରେ ମୋଟ୍‌ ୮୮ ଜଣଙ୍କୁ ନିଯୁକ୍ତି ଦିଆଯିବ। ଇଚ୍ଛୁକ ପ୍ରାର୍ଥୀ ଫେବ୍ରୁଆରି ୨୪ ତାରିଖ ସୁଦ୍ଧା ଅନଲାଇନ୍ ଏବଂ ୨୮ ତାରିଖ...

ଭୁବନେଶ୍ଵର ଗ୍ୟାସ୍‌ଟ୍ରୋ ଆଣ୍ଡ୍‌ କିଡ୍‌ନୀ କେୟାର୍‌ ହସ୍ପିଟାଲ୍‌ରେ ଚାକିରି ସୁଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵରସ୍ଥିତ ଗ୍ୟାସ୍‌ଟ୍ରୋ ଆଣ୍ଡ୍‌ କିଡ୍‌ନୀ କେୟାର୍‌ ହସ୍ପିଟାଲ୍‌ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଦବୀ: ସିଷ୍ଟମ ଆନାଲିଷ୍ଟ (ଆଇଟି) – ଏମ୍‌ବିଏ/ବିସିଏ/ଡିପ୍ଲୋମାସ ଡିଗ୍ରୀ ସହ ଆଇଟିରେ ଅତିକମ୍‌ରେ ୩ରୁ...