ଭାରତୀୟ ଡାକରେ ଚାକିରି ସୁଯୋଗ, ଓଡ଼ିଶା ସର୍କଲରେ ୩୦ ପଦବୀ ପାଇଁ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଡାକରେ ଓଡ଼ିଶା ସର୍କଲ ପାଇଁ ୩୦ଟି ପଦବୀରେ ଚାକିରି ସୁଯୋଗ। ୨୦୨୦ଜାନୁଆରି ୬ ତାରିଖ ଯାଏଁ କରିପାରିବେ ଆବେଦନ।
ଭାରତୀୟ ଡାକରେ ଓଡ଼ିଶା ସର୍କଲ ପାଇଁ ୩୦ଟି ପଦବୀରେ ନିଯୁକ୍ତି ଦିଆଯିବ।...
ପ୍ରକାଶ ପାଇଲା ଫକିର ମୋହନ କଲେଜରେ ଲାପଟପ୍ ବିତରଣ କାର୍ଯ୍ୟକ୍ରମ ସୂଚୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ଫକିର ମୋହନ ମହାବିଦ୍ୟାଳୟରୁ ଯୁକ୍ତ ଦୁଇରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ କରାଯିବ। ଏନେଇ କଲେଜ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିସେମ୍ଵର ୨୮ ତାରିଖରୁ ୩୧...
ସ୍କୁଲ ପିଲାଙ୍କୁ ବାଇକ୍ ମନା, ଧରାପଡ଼ିଲେ ଗଣିବେ ତଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍କୁଲ ପିଲାଙ୍କୁ ବାଇକ୍ ଚଢ଼ିବା ମନା। ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ବା ୧୮ ବର୍ଷରୁ କମ୍ ପିଲାମାନେ ଗାଡ଼ି ଚଲାଇପାରିବେ ନାହିଁ। ଯଦି କୌଣସି ଛାତ୍ରଛାତ୍ରୀ ଗାଡ଼ି ଚଳାଇବା ବେଳେ ଧରାପଡ଼ନ୍ତି,...
ମେ’ ୬ରୁ ଗ୍ରୀଷ୍ମଛୁଟି
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୦ରେ ବିଦ୍ୟାଳୟଗୁଡ଼ିକ ୩୮ ଦିନ ଗ୍ରୀଷ୍ମ ଛୁଟି ରହିବ। ବର୍ଷ ୨୦୨୦ରେ ମେ’ ୬ରୁ ଜୁନ୍ ୧୮ ଯାଏଁ ଗ୍ରୀଷ୍ମ ଛୁଟି ରହିବ।
ଗ୍ରୀଷ୍ମ ଛୁଟି ବ୍ୟତୀତ ୨୦୨୦ରେ ୯ ଦିନ ପୂଜା...
ଅନୁଗୁଳର ବିଭିନ୍ନ ଥାନାରେ ୨୨ଟି ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ୨୨ଟି ହୋମଗାର୍ଡ ପଦବୀରେ ଚାକିରି ସୁଯୋଗ। ଆବେଦନ କରିବାର ଶେଷ ତାରିଖ ଜାନୁଆରି ୨୦।
ଅନୁଗୁଳ ଜିଲ୍ଲାରେ ୨୨ଟି ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।...
ଏଥର ମାଟ୍ରିକ ପରୀକ୍ଷାରେ ସ୍ୱତନ୍ତ୍ର ସିକ୍ୟୁରିଟି କୋର୍ଡ, ହଟିବ ଓଏମ୍ଆର୍ ସିଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ
ମାର୍ଚ୍ଚ ମାସ ୨ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା
ପ୍ରଶ୍ନପତ୍ରକୁ ଜଗିବ ସ୍ୱତନ୍ତ୍ର ସିକ୍ୟୁରିଟି କୋର୍ଡ
ହଟିବ ଓଏମ୍ଆର୍ ସିଟ୍ ବ୍ୟବସ୍ଥା
ଗଣିତ...
RBIରେ ୯୨୬ ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରିଜର୍ଭ ବ୍ୟାଙ୍କରେ ୯୨୬ ପଦବୀ ପାଇଁ ଆବେଦନ କରିପାରିବେ। ଭୁବନେଶ୍ଵର ପାଇଁ ରହିଛି ୨୮ ପଦବୀ।
ସରକାରୀ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ରେ ଆସିଷ୍ଟାଣ୍ଟ...
ଫେବ୍ରୁଆରି ୧୯ରୁ ମାଟ୍ରିକ୍ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ପେବ୍ରୁଆରି ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୨ ଯାଏଁ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ। ୧୯ ତାରିଖ...
ସୂର୍ଯ୍ୟପରାଗ ପାଇଁ ୨୬ରେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଛୁଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୬ତାରିଖରେ ମହାକାଶରେ ବିରଳ ସୂର୍ଯ୍ୟପରାଗ ଦେଖାଯିବ। ଓଡ଼ିଶାରେ ଏହି ସୂର୍ଯ୍ୟପରାଗ ଆଶିଂକ ଭାବେ ଦୃଶ୍ୟମାନ ହେବ। ସୂର୍ଯ୍ୟପରାଗ ପାଇଁ ୨୬ ତାରିଖରେ ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି...
ଦିଲ୍ଲୀ ପୋଲିସରେ ୬୪୯ ପଦବୀ ପାଇଁ ନିଯୁକ୍ତି, ଡିସେମ୍ଵର ୨୮ରୁ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ପୋଲିସରେ ହେଡ୍ କନଷ୍ଟେବଲ୍ ପଦବୀ ପାଇଁ ନିଯୁକ୍ତି। ୨୮ ଡିସେମ୍ଵର ୨୦୧୯ରୁ ୨୭ ଜାନୁଆରି ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ଦିଲ୍ଲୀ ପୋଲିସରେ ଚାକିରି ସୁଯୋଗ। ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ...





















