ଆକ୍ସନମୋଡ୍‌ରେ ଗଣଶିକ୍ଷା ମନ୍ତ୍ରୀ – ବାଲିଅନ୍ତା ବିଇଓ ଅଫିସ୍‌ର ଦୁଇ କର୍ମଚାରୀଙ୍କୁ ନୋଟିସ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଆକ୍ସନମୋଡ୍‌ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଆଜି ଅଚାନକ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଳକ ଏଜୁକେସନ ଅଫିସର ପରିଦର୍ଶନରେ ଆସି ଦୁଇ ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ...
Samir Dash

ଏଣିକି ଶିକ୍ଷକ-ଶିକ୍ଷୟତ୍ରୀ ୬ ଘଣ୍ଟା ବଦଳରେ ୭ ଘଣ୍ଟା ସ୍କୁଲରେ ରହିବେ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ବଦଳିବ ସ୍କୁଲ ସମୟ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତି ନିଆଯାଇଛି। ଏହି ନିଷ୍ପତି ଅନୁଯାୟୀ, ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ସମୟରେ ପରିବର୍ତ୍ତନ ହେବ। ସକାଳ ସାଢ଼େ...

ସମ୍‌ରେ ଦୁଇଦିନିଆ ଅଲଟ୍ରାସାଉଣ୍ଡ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଦୁଇଦିନିଆ ଅଲଟ୍ରାସାଉଣ୍ଡ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସମ୍ ହସ୍ପିଟାଲର କ୍ରିଟିକାଲ୍ କେୟାର...

ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଅଲଗା ହେବ ୧୧୫ କଲେଜ, ପ୍ରତିଷ୍ଠା ହେବ ଆଉ ଦୁଇ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗିରର ରାଜେନ୍ଦ୍ର ଏକକ ବିଶ୍ୱବିଦ୍ୟାଳୟ ଓ ଭବାନୀପାଟଣା ଏକକ ବିଶ୍ୱବିଦ୍ୟାଳୟକୁ ଅନୁବନ୍ଧିତ (ଆଫିଲିଏଟେଡ୍) ବିଶ୍ୱବିଦ୍ୟାଳୟ କରିବାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଦୁଇଟି ଏକକ...
ODISHALIVE_NEWS UPDATE_2PM

ନ୍ୟୁଜ୍‌ ଅପଡେଟ୍‌ @2 PM (୧୭ ସେପ୍ଟେମ୍ବର, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଆଜିର ପ୍ରମୁଖ ଖବର। ମୋଦୀଙ୍କୁ ନବୀନ କହିଲେ, ହାପି ବାର୍ଥ ଡେ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଜନ୍ମଦିନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ...

ଆଜି ହିନ୍ଦୀ ଦିବସ – ଦେଶରେ ପ୍ରଥମେ କେବେ ଓ କାହିଁକି ପାଳିତ ହୋଇଥିଲା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁ ଭାଷାଭାଷୀର ରାଷ୍ଟ୍ର ଭାରତରେ ସ୍ୱାଧିନତା ପରେ ଭାଷାକୁ ନେଇ ବଡ଼ ବିବାଦ ଦେଖାଯାଇଥିଲା। ପ୍ରଥମେ ହିନ୍ଦୀ ଓ ଇଂରାଜୀ ଦୁଇଟି ଯାକ ଭାଷାକୁ ରାଷ୍ଟ୍ର ଭାଷା ଭାବେ ସ୍ୱୀକାର କରାଯାଇଥିଲା। ବହୁତ...

ଏଣିକି କଲେଜ କ୍ଲାସ୍‌ରୁମ୍‌ରେ ଲାଗିବ ସିସିଟିଭି

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ରାଜ୍ୟର ସବୁ ଯୁକ୍ତ ୩ କଲେଜର କ୍ଲାସ୍‌ରୁମ୍‌ରେ ଲାଗିବ ସିସିଟିଭି। ଉଭୟ ଥିଓରୀ ଏବଂ ପ୍ରାକ୍ଟିକାଲ କ୍ଲାସ୍‌ରୁମ୍‌ରେ ସିସିଟିଭି ଲାଗିବ। ଏନେଇ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ...

ସ୍କୁଲରେ ପିଲାକୁ ତାଲା ପକାଇ ଦିଦି ସସ୍‌ପେଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ମଠସାହି ନୋଡାଲ ୟୁପି ସ୍କୁଲରେ ଅଭାବନୀୟ ଘଟଣା ପିଲା ଟଏଲେଟ୍‌ ଯାଇଥିବା ବେଳେ ସ୍କୁଲ ହେଲା ଛୁଟି ଗେଟ୍‌ରେ ତାଲା ପକାଇ ଶିକ୍ଷୟିତ୍ରୀ, ପିଅନ ଛୁ ଗେଟ୍‌ ଭିତରେ...

ସମ୍ଵଲପୁର ସୈନିକ ସ୍କୁଲରେ ଆଡମିସନ ପାଇଁ ପ୍ରବେଶିକା ପରୀକ୍ଷା

ଓଡ଼ିଶାଲାଇଭ ବ୍ୟୁରୋ ସମ୍ଵଲପୁରସ୍ଥିତ ବସନ୍ତପୁର ମୌଜାରେ ଓଡ଼ିଶାର ଦ୍ଵିତୀୟ ଓ ନୂତନ ସୈନିକ ସ୍କୁଲରେ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ  ଆରମ୍ଭ ହୋଇଛି ପ୍ରବେଶିକା ପରୀକ୍ଷା। ପ୍ରବେଶିକା ପରୀକ୍ଷାରେ ଓଏମଆର ଢାଞ୍ଚାରେ ପ୍ରଶ୍ନ ଆସିବ।...

ଟାଇମ୍ସ ୱାର୍ଲ୍ଡ ରାଙ୍କିଂରେ ପ୍ରଥମ ଥର ପାଇଁ ସ୍ଥାନ ପାଇଲା ସୋଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଂ ୨୦୨୦ରେ ୧୦୦୧ ପ୍ଲସ କ୍ୟାଟେଗୋରୀରେ ପ୍ରଥମ ଉଦ୍ୟମରେ ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ସ୍ଥାନ ପାଇଛି।...