ଛାତ୍ରଛାତ୍ରୀ ପରୀକ୍ଷାରେ ଖରାପ ପ୍ରଦର୍ଶନ କଲେ ପ୍ରଧାନ ଶିକ୍ଷକଙ୍କ ବଢ଼ିବନି ଦରମା  

ଓଡ଼ିଶାଲାଇଭ୍ ବ୍ୟୁରୋ ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟ ପାଇଁ କଠୋର ହେଲେ ରାଜ୍ୟ ସରକାର। ଶୂନ ଫଳ ରଖିଥିବା ଓ ୫୦ ପ୍ରତିଶତରୁ କମ ରେଜଲ୍ଟ କରିଥିବା ସ୍କୁଲ ପ୍ରଧାନ ଶିକ୍ଷକଙ୍କ...

XIMBରେ ବାର୍ଷିକ ସମ୍ମିଳନୀ ଫିନୋମିକ୍ସ -୨୦୧୯

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ୍‌ବିର ଅର୍ଥଶାସ୍ତ୍ର ସଙ୍ଗଠନ ‘ଏକ୍ସ-ଫିନ୍’ର ବାର୍ଷିକ ସମ୍ମିଳନୀ ‘ଫିନୋମିକ୍ସ’ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ସମ୍ମିଳନୀର ବିଷୟବସ୍ତୁ ଥିଲା, ‘‘ଋଣ ପରିଶୋଧ ଅକ୍ଷମତା - ଏକ ନୂଆ ଆରମ୍ଭ ନା ଅନ୍ତ?’’। ଏହି...

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି- ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦାବିରେ ତାଲା ପକାଇଲେ ଶ୍ରେଣୀଗୃହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦାବିରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି। ବିଶ୍ୱବିଦ୍ୟାଳୟର ସଂସ୍କୃତ ଏବଂ ମ୍ୟାନେଜମେଣ୍ଟ ବିଭାଗର ଛାତ୍ରଛାତୀମାନେ ଶ୍ରେଣୀ ଗୃହ ତାଲା ପକାଇଛନ୍ତି। ସ୍ଥାୟୀ ଅଧ୍ୟାପକ ନିଯୁକ୍ତିକୁ...

ନ୍ୟୁଜ୍ ଅପ୍‌ଡେଟ୍‌ @7 PM (ଅଗଷ୍ଟ ୨୩, ୨୦୧୯)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ଆଇଏନ୍‌ଏକ୍ସ ମିଡିଆ ମାମଲା କ’ଣ? କିଏ ଏହି ଇନ୍ଦ୍ରାଣୀ ମୁଖାର୍ଜୀ? ଆଇଏନ୍‌ଏକ୍ସ ମିଡିଆ ମାମଲାକୁ ନେଇ...

ରୁସା ତରଫରୁ ଉତ୍କଳ ବିଶ୍ଵବିଦ୍ୟାଳୟରେ ଏମ୍‌.ଫିଲ/ପିଏଚଡି ଛାତ୍ରଛାତ୍ରୀଙ୍କୁ ଡକ୍ଟରାଲ ଫେଲୋସିପ

ଓଡ଼ିଶାଲାଇଭ ବ୍ୟୁରୋ ଉତ୍କଳ ବିଶ୍ଵବିଦ୍ୟାଳୟରେ ରାଷ୍ଟ୍ରିୟ ଉଚ୍ଚସ୍ତର ଶିକ୍ଷା ଅଭିଯାନ(ରୁସା) ତରଫରୁ ଏମ୍‌.ଫିଲ/ପିଏଚଡି ଛାତ୍ରଛାତ୍ରୀଙ୍କୁ ଡକ୍ଟରାଲ ଫେଲୋସିପ ପ୍ରଦାନ କରାଯିବ। ଏହି ଫେଲୋସିପ ୪ବର୍ଷ ରିସର୍ଚରେ ଦକ୍ଷତା, ପତ୍ରିକା ପ୍ରକାଶନ ଓ ଶିକ୍ଷାଗତ ଯୋଗ୍ୟତାକୁ...
ODISHALIVE_NEWS UPDATE_2PM

ନ୍ୟୁଜ୍ ଅପ୍‌ଡେଟ୍‌ @2 PM (ଅଗଷ୍ଟ ୨୩, ୨୦୧୯)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ପୁରୀ ବିକାଶ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର ବାତ୍ୟା ଫନିରେ...

ଭିଏସ୍‌ଏସ୍‌ୟୁଟିରେ ରାଗିଂ: ୧୦ ଛାତ୍ରଙ୍କୁ ବର୍ଷେ ପାଇଁ ପରୀକ୍ଷା ମନା, ୫୨ ଜଣଙ୍କୁ ଜରିମାନା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=WmI54GUxOLo&feature=youtu.be ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ରାଗିଂ ଘଟଣା ପାଇଁ ନିଆଗଲା ଦୃଢ଼ କାର୍ଯ୍ୟାନୁଷ୍ଟାନ। ସିନିଅର ଛାତ୍ରମାନେ ଜୋରଜବରଦସ୍ତ ଜୁନିଅର୍ ଛାତ୍ରଛାତ୍ରୀଙ୍କୁ ରାଗିଂ କରିବା ଭାରିପଡ଼ିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଢ଼...

ଆଇଆଇଏମ୍‌ସିରେ ବଳକା ଏସି/ଏସଟି ସିଟ ପାଇଁ ଅଫଲାଇନ ଆଡମିସନ

ଓଡ଼ିଶାଲାଇଭ ବ୍ୟୁରୋ ଦିଲ୍ଲୀସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମସି)ରେ ବଳକା ୩୨ଟି ଏସି/ଏସଟି ସିଟରେ ଅଫଲାଇନ ଆଡମିସନ କରାଯିବ। ଦେଶରେ ଥିବା ସମସ୍ତ ୬ଟି ଆଇଆଇଏମସିରେ ଏହି ସିଟ୍‌ ଉପଲବ୍ଧ ରହିଛି। ଦିଲ୍ଲୀସ୍ଥିତ ଭାରତୀୟ ଜନ...

ଜଣେ ଭଲ ଡାକ୍ତର ହେବା ପାଇଁ ଶୃଙ୍ଖଳିତ ହେବା ଜରୁରୀ – ପ୍ରଫେସର ଗଙ୍ଗାଧର ସାହୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଥମ ଗ୍ରାଜୁଏସନ୍ ଡେ’ ଆୟୋଜିତ। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଥମ ଗ୍ରାଜୁଏସନ୍ ଡେ’ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି...

ଏଣିକି ସବୁ ଶିକ୍ଷାନୁଷ୍ଠାନରେ ରହିବ ଅଗ୍ନି ନିର୍ବାପକ ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ସମସ୍ତ ଶିକ୍ଷାନୁଷ୍ଠାନରେ ରହିବ ଅଗ୍ନି ନିର୍ବାପକ ବ୍ୟବସ୍ଥା। ଏହାକୁ ଏବେ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ନିଆଯାଇଛି। ଉଚ୍ଚଶିକ୍ଷା, ଗଣଶିକ୍ଷା, ଅନୁସୂଚିତ ଜାତି ଓ...