ବଢ଼ିବନି ଖରାଛୁଟି, ବୁଧବାରଠାରୁ ଖୋଲିବ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଢ଼ିବନି ଖରାଛୁଟି, ବୁଧବାରଠାରୁ ରାଜ୍ୟରେ ସମସ୍ତ ସ୍କୁଲ ଖୋଲିବ। ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।
କିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବଢ଼ିବାରେ...
ବୁଧବାର ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ବୁଧବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ଅନଲାଇନ ଓ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇବ।
ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ଓଜେଇଇ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଦକ୍ଷତା...
ଜେଇଇ ଆଡଭାନ୍ସ ରେଜଲ୍ଟ: ଶାୟନ୍ତନ ଧର ଓଡ଼ିଶାରୁ ଟପ୍ପର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ରେଜଲ୍ଟ। ସର୍ବ ଭାରତୀୟ ଟପ୍ପର ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ହୋଇଥିବା ବେଳେ ଓଡ଼ିଶାରୁ ଟପ୍ପର ହୋଇଛନ୍ତି ଶାୟନ୍ତନ ଧର। ସର୍ବଭାରତୀୟ ସ୍ତରରେ ଶାୟନ୍ତନଙ୍କ ରାଙ୍କ ରହିଛି...
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ: କାର୍ତ୍ତିକେୟ ଗୁପ୍ତା ଟପ୍ପର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ। ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ହେଲେ ସର୍ବ ଭାରତୀୟ ଟପ୍ପର। ୩୭୨ରୁ ୩୪୬ ନମ୍ବର ରଖି କାର୍ତ୍ତିକେୟ ଟପ୍ପର ହୋଇଛନ୍ତି। ଆହ୍ଲାବାଦର ହିମାଂଶୁ ସିଂହ...
ଚଳିତ ଶିକ୍ଷାବର୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟରେ ଏକକ ସିଲାବସ୍ ଲାଗୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଗୋଟିଏ ସିଲାବସ୍। କେବଳ ଅଣ୍ଡର ଗ୍ରାଜୁଏଟ୍ ପାଠ୍ୟକ୍ରମ ପାଇଁ ଏହି ଏକକ ସିଲାବସ୍ ବ୍ୟବସ୍ଥା ଲାଗୁ ହେବ। ଏନେଇ ରାଜ୍ୟର ସମସ୍ତ...
ଜୁଲାଇ ୮ରୁ ମାଟ୍ରିକ ସପ୍ଲିମେଣ୍ଟାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ। ଜୁଲାଇ ୮ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ। ଜୁଲାଇ ୧୪ରେ ତାରିଖ ପର୍ଯ୍ୟନ୍ତ ଚାଲିବ।
ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ଏହା...
ରଜ ପରେ ଯୁକ୍ତ ୨ କଳା-ବାଣିଜ୍ୟ ରେଜଲ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରଜ ପରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।
ଚଳିତବର୍ଷ ଯୁକ୍ତ ୨ ପରୀକ୍ଷା ପରିଚାଳନାରେ ଶିକ୍ଷକମାନଙ୍କ...
ଆଜିଠୁ +୩ ନାମଲେଖା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯-୨୦ ଶିକ୍ଷାବର୍ଷ ପାଇଁ +୩ ୟୁଜି ବା ସ୍ନାତକ ଆବେଦନ ପ୍ରକ୍ରିୟା ଆଜିଠୁ ଆରମ୍ଭ। ବିଦ୍ୟାର୍ଥୀ ସାମ୍ସ ଓ୍ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ...
୬ଟି କଲେଜରେ ନାମଲେଖା ବନ୍ଦ, ୩ଟି କଲେଜକୁ କାରଣ ଦର୍ଶାଅ ନୋଟିସ୍
ଓଡ଼ିଶାଲାଇଭ ବ୍ୟୁରୋ
ରେଜଲ୍ଟ ଶୂନ ଥିବା +୨ ବିଜ୍ଞାନ କଲେଜ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଉଚ୍ଚଶିକ୍ଷା ବିଭାଗ। ମୋଟ ୯ଟି କଲେଜ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୬ଟି କଲେଜରେ ନାମ ଲେଖା ବନ୍ଦ ପାଇଁ...
ଆଜିଠାରୁ ଓଜେଇଇ ଅନଲାଇନ ଟେଷ୍ଟ
ଓଡ଼ିଶାଲାଇଭ ବ୍ୟୁରୋ
ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଅନ୍ଲାଇନ୍ ପରୀକ୍ଷା ଆରମ୍ଭ ହୋଇଛିା ଏମବିଏ, ଏମସିଏ, ଏମଟେକ, ଏମ ଆର୍କ, ଏମ ପ୍ଲାନ, ଏମ୍ ଫାର୍ମା, ଲାଟେରାଲ ଏଣ୍ଟ୍ରି ଏମସିଏ ପାଠ୍ୟକ୍ରମରେ...





















