ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବ ରୋବଟ୍: ୧୦ଟି ମଡେଲ ସ୍କୁଲରେ ଖୋଲିବ ରୋବୋଟିକ୍ ଲ୍ୟାବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ସମ୍ପର୍କିତ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ରୋବୋଟିକ୍ ଲାବରୋଟରୀ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ଟି ସ୍କୁଲରେ ପାଇଲଟ ପ୍ରୋଜେକ୍ଟ...
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ: ପ୍ରଣବ ଗୋଏଲ ଟପ୍ପର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ-୨୦୧୮ ରେଜଲ୍ଟ। ହରିୟାଣା ପଞ୍ଚକୁଳାର ପ୍ରଣବ ଗୋଏଲ ଟପ୍ପର ହୋଇଛନ୍ତି। ମୋଟ ୩୬୦ ନମ୍ବରରୁ ୩୩୭ ରଖି ପ୍ରଣବ ଏହି ସଫଳତା ହାସଲ କରିଛନ୍ତି।
ଦିଲ୍ଲୀ ଆଇଆଇଟିର ମୀନାଲି...
ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶିତ: ବାଜି ମାରିଲେ ଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ। ଏଥର କଳାରେ ୬୮.୭୯ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ବାଣିଜ୍ୟରେ ୭୪.୯୧ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୫୨.୬୧...
ଘରୋଇ ସ୍କୁଲଗୁଡ଼ିକ ମନଇଚ୍ଛା ଆଦାୟ କରୁଥିବା ଫି’ ଉପରେ ଲାଗିବ ଅଙ୍କୁଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘରୋଇ ବିଦ୍ୟାଳୟଗୁଡ଼ିକ ବେଆଇନ ଭାବେ ଆଦାୟ କରୁଥିବା ଫି’ ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ସରକାର ଖୁବଶୀଘ୍ର ନିୟମ ଆଣିବାକୁ ଯାଉଛନ୍ତି।
ଘରୋଇ ସ୍କୁଲଗୁଡ଼ିକ ମନଇଚ୍ଛା ଆଦାୟ କରୁଥିବା ଫି’ ଉପରେ...
ଜୁନ ୯ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନ ୯ରେ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇବ।
ଜୁନ୍ ୯ ତାରିଖରେ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ...
କପି ରୋକିବା ପାଇଁ କଠୋର ପଦକ୍ଷେପ: ଏଣିକି ମାଟ୍ରିକ ଓ +୨ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟ୍ରିକ ଓ +୨ ପରୀକ୍ଷାକୁ ସମ୍ପୂର୍ଣ୍ଣ କପିମୁକ୍ତ କରିବାକୁ ଯୋଜନା। ୨୦୧୮-୧୯ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ମାଟ୍ରିକ, +୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବା ନେଇ ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ୱରରେ ଆୟୋଜିତ ପରୀକ୍ଷା ପଦ୍ଧତିରେ...
ଭିନ୍ନକ୍ଷମଙ୍କ ପାଇଁ ପ୍ରେରଣା ପାଲଟିଲେ ସିବିଏସଇ ୧୦ମ ଟପ୍ପର ଅନୁଷ୍କା ପଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
୧୦ ଶ୍ରେଣୀ ସିବିଏସ୍ଇ ବୋର୍ଡ ପରୀକ୍ଷାର ଭିନ୍ନକ୍ଷମ ବର୍ଗରେ ଅନୁଷ୍କା ପ୍ରଥମ ସ୍ଥାନ ହାସଲ କରିଛନ୍ତି ଗୁରୁଗ୍ରାମର ଅନୁଷ୍କା ପଣ୍ଡା।
ମନରେ କିଛି କରିବାର ଇଚ୍ଛା ଥିଲେ ଉପାୟ ଆପେ ଆପେ...
ରିପୋର୍ଟ କାର୍ଡ: ଉଚ୍ଚଶିକ୍ଷା ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରଙ୍କର ଚାରି ବର୍ଷ ପୂର୍ତ୍ତି ଅବସରରେ ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସୂଚନା ଓ ଲୋକସମ୍ପର୍କ ବିଭାଗ ସୌଜନ୍ୟରୁ ପ୍ରାପ୍ତ ପ୍ରେସନୋଟ
ଉଚ୍ଚଶିକ୍ଷା ବିଭାଗ ସଂପ୍ରସାରଣ, ସମାନତା ଓ...
ଆସନ୍ତାବର୍ଷଠାରୁ ସିବିଏସଇ ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଏସଇ ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା। ଓଏମଆର ବଦଳରେ ୧୦ ମାର୍କ ଲେଖାଏଁ ପ୍ରଶ୍ନପତ୍ରରେ ୫ ପ୍ରକାରର ପ୍ରଶ୍ନ ରଖିବାକୁ ପ୍ରାରମ୍ଭିକ ଯୋଜନା କରାଯାଇଛି।
ଆସନ୍ତାବର୍ଷଠାରୁ ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା। ଓଏମଆର ବଦଳରେ ପ୍ରଶ୍ନପତ୍ରରେ...
ମେ ୭ରେ ମାଟ୍ରିକ ରେଜଲ୍ଟ: ୱେବସାଇଟ୍-ଏସଏମଏସ୍ ଜରିଆରେ ଜାଣିହେବ ପରୀକ୍ଷା ଫଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ମେ ୭ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ୱେବସାଇଟରୁ ଜାଣିପାରିବେ। ଏହାସହ ଏସ୍ଏମ୍ଏସ୍ ଜରିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଜାଣି ପାରିବେ ବୋଲି ବୋର୍ଡ ସଭାପତି...




















