ଯୁକ୍ତ ୨ ପରୀକ୍ଷା: ଡିସେମ୍ବର ୩୦ ସୁଦ୍ଧା ସବୁ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଇବାକୁ ସିଏଚଏସଇର ନିର୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜାନୁଆରି ୨ରୁ ଆରମ୍ଭ ହେବ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ଏବଂ ପରେ ଫେବ୍ରୁଆରି ୧୬ରୁ ଥିଓରି ପରୀକ୍ଷା। ଏହାପୂର୍ବରୁ ଡିସେମ୍ବର ୩୦ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି...
ଓଡ଼ିଶାର ଯୁବପିଢ଼ିଙ୍କ କ୍ୟାରିୟର ସ୍ୱପ୍ନ ପୂରଣରେ ବିଶେଷ ସହାୟକ ହେଉଛି ବିଶ୍ୱ ଦକ୍ଷତା କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ‘‘ବିଦେଶରେ ଏକ ପ୍ରତିଷ୍ଠିତ କମ୍ପାନିରେ ଚାକିରି କରିବା ମୋ’ ପାଇଁ ସ୍ୱପ୍ନ ଥିଲା। ହେଲେ ତାହା ଆଜି ସତ ହୋଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ତାଲିମ ନେବା ଫଳରେ...
ଓମ୍ବାଡସି ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ସ୍ୱପ୍ନ ପୂରଣ ପାଇଁ ସ୍କୁଲ ଶିକ୍ଷାରେ ରୂପାନ୍ତରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ବିଭିନ୍ନ ସରକାରୀ ହାଇସ୍କୁଲର ରୂପରେଖ ବଦଳୁଛି।
(ସୁନ୍ଦରଗଡ଼): ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତର କ୍ୟାରିୟର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ...
ଫେବ୍ରୁଆରି ୧୬ରୁ ଯୁକ୍ତ ୨ ପରୀକ୍ଷା, ସିଏଚଏସଇ ପକ୍ଷରୁ ଜାରି ହେଲା କାର୍ଯ୍ୟସୂଚୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ୨୦୨୪ ମସିହାରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ଫେବ୍ରୁଆରି ୧୬ ତାରିଖରୁ ଆରମ୍ଭ ହେବ। ଏହା ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିବ। ଯୁକ୍ତ ୨ କଳା, ବିଜ୍ଞାନ,...
ଫେବ୍ରୁଆରି ୨୦ରୁ ମାର୍ଚ୍ଚ ୪ ଯାଏଁ ମାଟ୍ରିକ ପରୀକ୍ଷା – ଜାଣନ୍ତୁ କେଉଁ ଦିନ ଅଛି କେଉଁ ବିଷୟ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହା ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ। ଏନେଇ ବୁଧବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ଜାରି କରାଯାଇଛି।...
ଫେବ୍ରୁଆରି ୧୫ରୁ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା, ପ୍ରକାଶ ପାଇଲା କାର୍ଯ୍ୟସୂଚୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ୨୦୨୪ ମସିହାରେ ହେବାକୁଥିବା ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଉଭୟ ପରୀକ୍ଷା ଫେବ୍ରୁଆରି ୧୫ ତାରିଖରୁ ଆରମ୍ଭ ହେବ। ଏନେଇ ମଙ୍ଗଳବାର...
ଫେବ୍ରୁଆରି ୧୨ରୁ ଆଇଏସସି ଦ୍ୱାଦଶ ଏବଂ ୨୧ରୁ ଆଇସିଏସଇ ଦଶମ ପରୀକ୍ଷା, ଜାରି ହେଲା ଡେଟ ସିଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ୨୦୨୪ ମସିହାରେ ହେବାକୁଥିବା ଆଇସିଏସଇ (ଦଶମ) ଏବଂ ଆଇଏସସି (ଦ୍ୱାଦଶ) ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଏନେଇ ଶୁକ୍ରବାର କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ...
ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ବୋସ୍ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଓ ବିପିଏଫଟିଆଇର ୨୫ତମ ପୂର୍ତ୍ତି ଉତ୍ସବ ଲାଗି ପ୍ରସ୍ତୁତି...
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): କଟକସ୍ଥିତ ବୋସ୍ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଉତ୍ସବ ଏବଂ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ୍ ଓଡ଼ିଶାର (ବିପିଏଫଟିଆଇଓ) ୨୫ତମ ପୂର୍ତ୍ତି ଉତ୍ସବ ଖୁବଶୀଘ୍ର ପାଳନ କରାଯିବ।...
ଜାନୁଆରି ୨ରୁ ୧୨ ଯାଏଁ ଯୁକ୍ତ ୨ ପ୍ରାକ୍ଟିକାଲ, ଫେବୃଆରି ୧୬ରୁ ଥିଓରି ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜାନୁଆରି ୨ ତାରିଖରୁ ଆରମ୍ଭ ହେଉଛି ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା। ଯୁକ୍ତ ୨ ବିଜ୍ଞାନ, କଳା ଓ ବଣିଜ୍ୟ ବିଭାଗର ବିଭିନ୍ନ ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ।...
ଉତ୍କଳ ବିଶ୍ଵବିଦ୍ୟାଳୟକୁ ‘ଏ ପ୍ଲସ’ ଗ୍ରେଡ ମାନ୍ୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଛି ‘ଏ ପ୍ଲସ’ ଗ୍ରେଡ ମାନ୍ୟତା। ନାକ୍ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। କିଛି ଦିନ ପୂର୍ବରୁ ନାକ୍ ଟିମ୍ ଗସ୍ତ କରି ଉତ୍କଳ...





















