ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ିବେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ, ରାଜ୍ୟ ସରକାର ବହନ...
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଗଣାରେ ଉଚ୍ଚଶିକ୍ଷା ହାସଲ କରିବେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ପାଠପଢ଼ା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର
...
ରାଜ୍ୟର ବିଭିନ୍ନ ସରକାରୀ ଆଇଟିଆଇରେ ୯୮.୪୪ ପ୍ରତିଶତ ସିଟ୍ରେ ନାମଲେଖା ଶେଷ, ଆଇଟିଆଇରେ ୩୦.୬୦ ପ୍ରତିଶତ ଏବଂ ପଲିଟେକନିକ୍ରେ...
(ଓଡ଼ିଶାଲାଇଭ୍ ପ୍ରମୁଖ ପ୍ରତିନିଧି)
ରାଜ୍ୟର ମୋଟ ୭୨ଟି ସରକାରୀ ଆଇଟିଆଇ ମଧ୍ୟରୁ ୪୫ଟିରେ ଶତ ପ୍ରତିଶତ ନାମଲେଖା ଶେଷ
ଅନ୍ୟ ୨୭ଟି ଆଇଟିଆଇରେ ଖାଲି ଥିବା ୩୬୫ଟି ସିଟ୍ ଲାଗି ନାମଲେଖା ପ୍ରକ୍ରିୟା...
କୋଟା ଆତ୍ମହତ୍ୟା: ସମସ୍ୟାର ମୂଳକୁ ଯିବା ଦରକାର
ଭାସ୍କର ପରିଚ୍ଛା
ରାଜସ୍ଥାନର କୋଟାରେ ବଢ଼ୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସମସ୍ୟାର ଆତ୍ମଚିନ୍ତନ ପାଇଁ ଉଚ୍ଚସ୍ତରୀୟ ବୈଠକ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବା ଏବେ ଘୋର ଚିନ୍ତାର ବିଷୟ ହୋଇଛି। ଏହା ଏକ ମହାମାରୀ...
ଅକ୍ଟୋବର ୧୫ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରି ପରୀକ୍ଷା, ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା ପାଇଁ ମଙ୍ଗଳବାର ତାରିଖ ଘୋଷଣା ହୋଇଛି। ଆସନ୍ତା ଅକ୍ଟୋବର ୧୫ ତାରିଖରେ ଓସିଏସ ପ୍ରିଲିମିନାରି ପରୀକ୍ଷା ହେବ। ଏନେଇ ଓଡ଼ିଶା ଲୋକ ସେବା ଆୟୋଗ...
ରାଜ୍ୟର ୧୯୮ଟି ବ୍ଲକରେ ଆସନ୍ତା ସେପ୍ଟେମ୍ବର ୮ରୁ ହେବ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ବିଦ୍ୟାଳୟସ୍ତରୀୟ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ ହେବ
ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷା ପାଇଁ ଚୁକ୍ତିନାମା...
ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟକୁ ମିଳିଲା ନାକ୍ ‘ଏ ପ୍ଲସ୍’ ମାନ୍ୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସେଞ୍ଚୁରିଅନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟକୁ ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ (ନାକ୍) ପକ୍ଷରୁ ‘ଏ ପ୍ଲସ୍’ ମାନ୍ୟତା ମିଳିଛି। ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷାଦାନ ପ୍ରକ୍ରିୟା...
ବାପାଙ୍କ ସ୍ଵପ୍ନ ସାକାର କରିଛି – ଶ୍ଵେତଲିନା ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=E2ns5WNLvPQ]
ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ନିଆଳିର ଶ୍ୱେତଲିନା ସାହୁ। ତୃତୀୟ ଚେଷ୍ଟାରେ ତାଙ୍କୁ ଏହି ସଫଳତା ମିଳିଛି। ଏହି ସଫଳତା ତାଙ୍କ ବାପାଙ୍କ ସ୍ଵପ୍ନକୁ ସାକାର...
ପ୍ରଫେସର ସବିତା ପ୍ରଧାନ ପୁରୀ ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ନିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଫେସର ସବିତା ପ୍ରଧାନ ପୁରୀ ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶୁକ୍ରବାର ତାଙ୍କୁ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ କରିଛନ୍ତି।...
ଆସନ୍ତା ୨୦୨୪ ଫେବ୍ରୁଆରି ୧୪ରୁ ଯୁକ୍ତ ୨ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୦୨୪ ମସିହା ଫେବ୍ରୁଆରି ୧୪ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ମାଟ୍ରିକ ପରୀକ୍ଷା ଭଳି ୬ ମାସ ପୂର୍ବରୁ ଯୁକ୍ତ ୨ ପରୀକ୍ଷା ତାରିଖ ଘୋଷଣା କରାଯାଇଛି।...
ବୌଦ୍ଧ: ବିଦ୍ୟାଳୟ ବୈଠକକୁ ଆସିଲେନି ଅଭିଭାବକ, ଦଣ୍ଡ ପାଇଲେ ଛାତ୍ରଛାତ୍ରୀ!
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ଅଭିଭାବକ ବିଦ୍ୟାଳୟ ବୈଠକକୁ ନଆସିବାରୁ ସ୍କୁଲ ଭିତରକୁ ଯିବାପାଇଁ ଛାତ୍ରଛାତ୍ରୀଙ୍କୁ ମିଳିଲାନି ଅନୁମତି। ଫଳରେ ବର୍ଷାରେ ଭିଜିବାକୁ ପଡ଼ିଥିଲା ଛାତ୍ରଛାତ୍ରୀଙ୍କୁ। ବୁଧବାର ଦିନ ଏଭଳି ଅଭାବନୀୟ ଘଟଣା...





















