ବିଜେବି କଲେଜର ଇକୋନୋମିକ୍ସ ଟପ୍ପର ସଂସ୍କୃତି ମହାପାତ୍ର କହିଲେ – କେମିତି ପଢ଼ିଲେ ମିଳିବ ସଫଳତା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=shsCnmvxLno ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଇକୋନୋମିକ୍ସ ଟପ୍ପର ହୋଇଛନ୍ତି ଭୁବନେଶ୍ୱର ଲକ୍ଷ୍ମୀସାଗରରେ ରହୁଥିବା ସଂସ୍କୃତି ମହାପାତ୍ର। ଇକୋନୋମିକ୍ସ ଅନର୍ସରେ ୯.୦୩ ସିଜିପିଏ ରଖି ଏହି ସଫଳତା ହାସଲ କରିଛନ୍ତି ସଂସ୍କୃତି। ଦୃଢ଼ ଇଚ୍ଛାଶକ୍ତି ଏବଂ...

ମନୋବଳ ଆଗରେ ହାର ମାନେ ପରିସ୍ଥିତି: ଦ୍ୱାଦଶ ଟପ୍ପର ହେଲେ ଏସିଡ ପୀଡ଼ିତା କାଫି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=YQC3NZKa2ig ନିଜର ଦୃଢ଼ ଇଚ୍ଛା ଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ହାର ମାନିଯାଏ ସବୁ ପ୍ରକାର ପରିସ୍ଥିତି। ଏହା ପ୍ରମାଣ କରି ଦେଖାଇଛନ୍ତି ହରିୟାଣାର ଝିଅ କାଫି। ସିବିଏସଇ ଦ୍ୱାଦଶ ଶ୍ରେଣୀ...

ରମାଦେବୀ ବିଶ୍ଵବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ୍ ଅନ୍ଵେଷା ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=KYjVKYDSQkI&t=18s ପ୍ରକାଶ ପାଇଛି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳାଫଳ। ବିଶ୍ଵବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ୍ ହୋଇଛନ୍ତି ଅନ୍ଵେଷା ଦାସ। ଅନ୍ଵେଷାଙ୍କ ଘର ଭୁବନେଶ୍ଵର ଉପକଣ୍ଠ ଅଟଳାରେ। ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ...

ଆଇଏସଏଫ୍ ଗ୍ଲୋବାଲ ଜୁନିକର୍ଣ୍ଣ ଆଣ୍ଡ ଏଆଇ ସମିଟ୍: ବିଶ୍ଵ ଦେଖିବ ଓଡ଼ିଆ ଛାତ୍ରଙ୍କ କମାଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=hmOOTq-pOGo&t=72s ଆମେରିକାର ଟେକ୍ସାସରେ ହେବାକୁଥିବା ଆଇଏସଏଫ୍ ଗ୍ଲୋବାଲ ଜୁନିକର୍ଣ୍ଣ ଆଣ୍ଡ ଏଆଇ ସମିଟରେ ଭାଗ ନେବେ ଓଡ଼ିଶାର ୮ ଜଣ ଛାତ୍ର। ସାରା ବିଶ୍ଵ ଦେଖିବ ଓଡ଼ିଆ ଛାତ୍ରଙ୍କ ପ୍ରତିଭା। ରାଜ୍ୟର ଗୌରବ ବଢ଼ାଇବେ...

ଆଜିର ସମୟରେ ‘STEM’ ପାଠ୍ୟକ୍ରମର ଗୁରୁତ୍ଵ  

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/OA_fwo7gSzc ଆଜିର ସମୟରେ ଶିକ୍ଷା କ୍ଷେତ୍ରରେ ‘STEM’ ବା ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଓ ମ୍ୟାଥମେଟିକ୍ସ ଭଳି ବିଷୟର ଗୁରୁତ୍ଵ ବହୁତ ଅଧିକ। ଏହି ପାଠ୍ୟକ୍ରମ ଆଧାରିତ ନିଯୁକ୍ତି ସୁଯୋଗ ମଧ୍ୟ ଅଧିକ...

ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍ ହାର ରହିଛି ୮୨.୭୭ ପ୍ରତିଶତ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଭୁବନେଶ୍ଵରସ୍ଥିତ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା...

ବାହାରିଲା ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ: ପାସ୍ ହାର ୯୩.୬୬ ପ୍ରତିଶତ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/b60raMFgNK0 ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ। ଚଳିତ ବର୍ଷ ପାସ୍ ହାର ରହିଛି ୯୩.୬୬ ପ୍ରତିଶତ। ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ପକ୍ଷରୁ ଫଳାଫଳ ପ୍ରକାଶ କରାଯାଇଛି। ଭୁବନେଶ୍ଵର...

ପ୍ରକାଶ ପାଇଲା ସିବିଏସଇ ଦ୍ଵାଦଶ ପରୀକ୍ଷା ଫଳାଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/-oOMzO33YoY ପ୍ରକାଶ ପାଇଲା ସିବିଏସଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ। ଚଳିତ ପରୀକ୍ଷାରେ ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଚଳିତ ବର୍ଷ ୧୬,୯୨,୭୯୪...

ଢେଙ୍କାନାଳ: ଆଇଆଇଏମସିରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ପାଇଁ ଆବେଦନର ଶେଷ ତାରିଖ ମେ’ ୧୦

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ରେ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନର ଶେଷ ତାରିଖ...

ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ: ଏଥର ବି ବାଜି ମାରିଲେ ଝିଅ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ୍ ପରୀକ୍ଷା ୨୦୨୫ ଫଳାଫଳ ଶୁକ୍ରବାର ଦିନ ପ୍ରକାଶିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ...