ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ସ୍ଵତନ୍ତ୍ର ସଂରକ୍ଷଣ ଦେବେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ସ୍ଵତନ୍ତ୍ର ସଂରକ୍ଷଣ ମିଳିବ। ମୁଖ୍ୟତଃ ହାଇସ୍କୁଲ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଡାକ୍ତରୀ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ସ୍ଵତନ୍ତ୍ର ସଂରକ୍ଷଣ...
ଡିସେମ୍ଵର ୩୧ରେ ଘୋଷଣା ହେବ ସିବିଏସଇ ପରୀକ୍ଷା ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଏସଇ ବୋର୍ଡ ପରୀକ୍ଷା କେବେ ହେବ ସେ ବାବଦରେ ଡିସେମ୍ଵର ୩୧ରେ ତାରିଖ ଘୋଷଣା କରାଯିବ। ଏନେଇ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟୁଇଟ କରି ସୂଚନା ଦେଇଛନ୍ତି।
ଡିସେମ୍ଵର...
‘ମୋ ସ୍କୁଲ’ ଅଭିଯାନରେ ସାମିଲ ହେଲେ ୪୩ ହଜାର ୩୨୫ ପୁରାତନ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ମୋ ସ୍କୁଲ’ ଅଭିଯାନର ବିଂଶତମ କାର୍ଯ୍ୟକାରୀ ପରିଷଦର ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ...
୨୦୨୦ରେ ଓଡ଼ିଆଙ୍କ ଚମକ – ଜାତୀୟସ୍ତରୀୟ ପରୀକ୍ଷାରେ ମାରିଲେ ବାଜି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ବିଭିନ୍ନ ଜାତୀୟସ୍ତରୀୟ ପରୀକ୍ଷାରେ ବହୁ ଓଡ଼ିଆ ବାଜିମାତ୍ କରିଛନ୍ତି।
କରୋନା ମହାମାରୀ ସାରା ବିଶ୍ୱକୁ ପ୍ରଭାବିତ କରିଥିବା ବେଳେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ତେବେ ଏହାରି ଭିତରେ ଓଡ଼ିଶାକୁ ଜାତୀୟ...
ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ ହେଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରିପଦାସ୍ଥିତ ଉତ୍ତର ଓଡ଼ିଶା ମହାବିଦ୍ୟାଳୟର ନାଁ ପରିବର୍ତ୍ତନ ହୋଇଛି। ମୟୂରଭଞ୍ଜର ପୂର୍ବତନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ଏହାକୁ ନାମିତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।...
ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ପକ୍ଷରୁ ମ୍ୟାନେଜମେଣ୍ଟ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ପକ୍ଷରୁ ଆପ୍ଲାଏଡ୍ ଡାଟା ଆନାଲିଟିକ୍ସ, ଫାଇନାନ୍ସସିଆଲ ପ୍ଲାନିଂ ଏବଂ ଇନଭେଷ୍ଟମେଣ୍ଟ ଆଦି ତିନୋଟି ମ୍ୟାନେଜମେଣ୍ଟ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର ଗୋଠପାଟଣାସ୍ଥିତ ବିଶ୍ଵବିଦ୍ୟାଳୟ ପରିସରରେ...
ଇନଷ୍ଟିଚ୍ୟୁଟ୍ ଅଫ ସ୍କଲାର୍ସ ତରଫରୁ ଯୁବ ଗବେଷକ ସମ୍ମାନ ପାଇଲେ ସୋଆ ଗବେଷକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ଲେସମେଣ୍ଟ ଅଫିସର ସତିଶ କୁମାର ସାମଲଙ୍କୁ ଇନଷ୍ଟିଚ୍ୟୁଟ ଅଫ ସ୍କଲାର୍ସ ତରଫରୁ ଚଳିତବର୍ଷର ଯୁବ ଗବେଷକ ସମ୍ମାନରେ ସମ୍ମାନିତ କରାଯାଇଛି।
ଗତ ଶନିବାର ଏକ ଭର୍ଚୁଆଲ କାର୍ଯ୍ୟକ୍ରମ...
ଖୋଲିବ ସ୍କୁଲ, କଲେଜ! କ୍ୟାମ୍ପସ ହେଉଛି ପ୍ରସ୍ତୁତ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ପ୍ରଭାବ ହ୍ରାସ ହେବା ପରେ ରାଜ୍ୟର ଶିକ୍ଷାନୁଷ୍ଠାନ ସବୁ ଜାନୁଆରି ମାସରୁ ଖୋଲିବ ବୋଲି ଅନୁମାନ କରାଯାଉଛି। ସ୍କୁଲ, କଲେଜ ଖୋଲିବା ଆଶା ଦେଖାଯିବା ପରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା...
‘ଫିଜିକାଲ’ରୁ ‘ଡିଜିଟାଲ’ – ୨୦୨୦ରେ ବଦଳିଲା ଶିକ୍ଷା ପଦ୍ଧତି
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରମ୍ପରିକ ଧାରା ଭୁଲି ଡିଜିଟାଲ ପ୍ଲାଟଫର୍ମରେ ପାଠପଢ଼ିଲେ ପିଲା। ୨୦୨୦ର ଏହି ନୂଆ ଅନୁଭୂତିକୁ ନେଇ ଓଡ଼ିଶାଲାଇଭର ଫ୍ଲାସବ୍ୟାକ ରିପୋର୍ଟ ।
୨୦୨୦ରେ କରୋନା ଲୋକଙ୍କ ଢେର ପ୍ରଭାବିତ କରିଥିଲା ବେଳେ କିଛି...
ସୈନିକ ସ୍କୁଲରେ ନାମଲେଖା ପାଇଁ ଡିସେମ୍ବର ୧୮ ସୁଦ୍ଧା କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୈନିକ ସ୍କୁଲରେ ନାମଲେଖା ପାଇଁ ଘୁଞ୍ଚିଲା ଆବେଦନ ତାରିଖ
ପ୍ରବେଶିକା ପରୀକ୍ଷା ପାଇଁ ଡିସେମ୍ବର ୧୮ ସୁଦ୍ଧା କରନ୍ତୁ ଆବେଦନ
ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ନାମ ଲେଖାଇବାକୁ ମିଳିବ...





















