ପାଟକୁରା ଭୋଟ୍‌: ଦିନ ୧୧ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଟକୁରା ବିଧାନସଭା ଆସନ ପାଇଁ ଆଜି ସକାଳ ୭ରୁ ଭୋଟ ଗ୍ରହଣ ଚାଲିଛି। ସକାଳ ୧୧ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ...

ଭୋଟ୍ ଦେଲେ ବିଜୟ – କହିଲେ, ‘‘ପାଟକୁରାରେ ନ୍ୟାୟର ହେବ ଜୟ’’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=F7BK5ZjANGA]ଭୋଟ୍ ଦେଲେ ପାଟକୁରା ବିଧାନସଭା ଆସନର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର। ସେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ଗରଦପୁର ବ୍ଲକ ନିକଟସ୍ଥ ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ୨୬୩...

ଆଜି ପାଟକୁରାରେ ଭୋଟ – ୧୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ କରିବେ ଭୋଟର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପାଟକୁରା ବିଧାନସଭା ଆସନ ପାଇଁ ଆଜି ହେବ ଭୋଟ। ୨ ଲକ୍ଷ ୪୪ ହଜାର ୭୪୭ ଭୋଟର ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସକାଳ ୭ଟାରୁ ଭୋଟିଂ ଆରମ୍ଭ...

ଶନିବାର ପାଟକୁରା ଭୋଟ – ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ କରିବେ ୨ ଲକ୍ଷ ୪୪ ହଜାର ଭୋଟର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ହେବ ଭୋଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପାଟକୁରା ନିର୍ବାଚନମଣ୍ଡଳୀର ୨ ଲକ୍ଷ ୪୪ ହଜାର ୭୪୭ ଭୋଟର ୧୦ ଜଣ...

ପାଟକୁରା ଉପ-ନିର୍ବାଚନ: ଆସନ୍ତାକାଲି ହେବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ପାଟକୁରାରେ ହେବ ଭୋଟ୍। ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହେବ। ଭୋଟର୍ ଇଭିଏମ୍‌ରେ ତାଙ୍କ ଜବାବ ଦେବେ। ଆଗାମୀ ୫ବର୍ଷ ପାଇଁ ପାଟକୁରାବାସୀ କାହାକୁ ଜନପ୍ରତିନିଧି ଭାବେ ବାଛିବେ...

ସୋସିଆଲ ମିଡିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ନବୀନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆସନ୍ତାକାଲି ପାଟକୁରାରେ ହେବ ଭୋଟ୍। ପାଟକୁରରେ ବିଜୟ ବାନା ଉଡ଼ାଇବା ପାଇଁ ବିଜେଡି ପୂରା ଦମ୍‌ରେ ଲାଗିଛି। ଗତ ଦୁଇ ଦିନ ଧରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା...

ପାଟକୁରାରେ ବିଜେଡିକୁ ରୋକି ପାରିବେ କି ବିଜୟ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପାଟକୁରାରେ ଚାଲିଛି ‘ସ୍ୱାଭିମାନ’ ଏବଂ ‘ସମ୍ମାନ’ ଭିତରେ ଲଢ଼େଇ। ଏଥର ସ୍ୱାଭିମାନ ଜିତିବ ନା ସମ୍ମାନ ତା’ ଉପରେ ନଜର। ଆଉ ଦିନକ ପରେ ପାଟକୁରାରେ ହେବ ଭୋଟ। ଆଜି...

ଗୁରୁବାର ସରିବ ପ୍ରଚାର, ପାଟକୁରାରେ ଗାଁ ଗାଁ ବୁଲି ଭୋଟ ମାଗିଲେ ନବୀନ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ୨୦୧୯ ସାଧାରଣ ନିର୍ବାଚନଠୁ ବଳିଗଲା ପାଟକୁରା ଉପ-ନିର୍ବାଚନ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡି ୧୧୧ ବିଧାନସଭା ଆସନ ପାଇଥିଲେ ମଧ୍ୟ ପାଟକୁରା ଆସନକୁ ହରାଇବାକୁ ଚାହୁଁନି। ପାଟକୁରାରେ...

ବିଜୟଙ୍କ ପାଇଁ କେତେ ଭୋଟ ଆଣିବେ ବିଜେପିର ଷ୍ଟାର ପ୍ରଚାରକ?

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ https://www.youtube.com/watch?v=A5qwfWYQhps ‘ଏଥର ବିଜୟ’ - ଏହି ସ୍ଲୋଗାନକୁ ନେଇ ପାଟକୁରାରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରୁଛନ୍ତି ଷ୍ଟାର କ୍ୟାମ୍ପେନର। (ଭୁବନେଶ୍ୱରରୁ ସରୋଜ ମହାପାତ୍ର) : ପାଟକୁରା ଏବେ ବିଜେପି...

ପାଟକୁରାରେ ନବୀନ: ଦଳୀୟ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ପ୍ରଚାର

ଓଡ଼ିଶାଲାଇଭ୍ ବ୍ୟୁରୋ ପାଟକୁରରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପାଇଁ ପ୍ରଚାର କରୁଛନ୍ତି ନବୀନ। ଏନେଇ ଚଳ ଚଞ୍ଚଳ ହୋଇ ଉଠିଛି ପାଟକୁରା ରାଜନୀତି।...