ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କଲେ ମୋଦି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏନଡିଏର ନେତା ଭାବେ ନରେନ୍ଦ୍ର ମୋଦି ଚୟନ ହେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ସରକାର ଗଠନ ପାଇଁ ଦାବି କରିଛନ୍ତି ମୋଦି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ...

ବିଜେଡି ଖୋଜୁଛି କାରଣ – କାହିଁକି ହାରିଲେ ମହେଶ୍ୱର-ସଞ୍ଜୟ?

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ପୁରୀରେ ମହେଶ୍ୱର ମହାନ୍ତି ଏବଂ ସଞ୍ଜୟ ଦାସବର୍ମାଙ୍କ ପରାଜୟ ବିଜେଡିକୁ ବଡ଼ ଧକ୍କା! (ଭୁବନେଶ୍ୱରରୁ ସରୋଜ ମହାପାତ୍ର) : ବିଜୁ ଜନତା ଦଳକୁ ପୁରୀ ଏବଂ ବ୍ରହ୍ମଗିରିରେ ଜୋରଦାର ଝଟ୍‌କା ଲାଗିଛି।...

ଏନଡିଏ ସଂସଦୀୟ ଦଳ ନେତା ହେଲେ ମୋଦି

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଲୋକସଭା ନିର୍ବାଚନରେ ଏନଡିଏକୁ ଐତିହାସିକ ବହୁମତ ମିଳିଛି। ମୋଦିଙ୍କୁ ଏନଡିଏ ସଂସଦୀୟ ଦଳ ନେତା ଭାବେ ଚୟନ କରାଯାଇଛି। ନୂଆଦିଲ୍ଲୀରେ ଆଜି ବିଜେପି ସଂସଦୀୟ ଦଳ ବୈଠକ ବସିଥିଲା। ମୋଦିଙ୍କୁ ପ୍ରଥମେ...

ଖଡ଼ିଆଳରେ କଂଗ୍ରେସ, ନୂଆପଡ଼ାରେ ବିଜେଡି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ. (ନୂଆପଡ଼ାରୁ ନନ୍ଦିଘୋଷ ଖମାରି) : ୨୦୧୯ ନିର୍ବାଚନରେ ଖଡ଼ିଆଳ ବିଧାନସଭା ଆସନ ଅକ୍ତିଆର କରିଛି କଂଗ୍ରେସ। ୨୦୧୪ ନିର୍ବାଚନରେ ଏହି ଆସନ ବିଜେପି  ଅକ୍ତିଆରରେ ରହିଥିଲା। ଏଥର ଭୋଟର ଜାତୀୟ କଂଗ୍ରେସ...

୩୦ରେ ମୋଦି ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆସନ୍ତା ୩୦ ତାରିଖରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ମୋଦିଙ୍କ ସହ ତାଙ୍କ ମନ୍ତ୍ରୀ ପରିଷଦ ବି ଶପଥ ନେବ। ବିଜେପିର ନବନିର୍ବାଚିତ ସାଂସଦମାନେ ଶନିବାର ଦିନ ...

ନୟାଗଡ଼ରେ ବିଜେଡିର କ୍ଲିନ୍‌ସୁଇପ୍‌

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ (ନୟାଗଡ଼ରୁ ଜିତେନ୍ଦ୍ର ସାହୁ): ନୟାଗଡ଼ ଜିଲ୍ଲାରେ ବିଜେଡି ପୁଣି ବାଜିମାତ କରିଛି। ନୟାଗଡ଼ ସମେତ ଖଣ୍ଡପଡ଼ା, ଦଶପଲ୍ଲା ଏବଂ ରଣପୁର ନିର୍ବାଚନମଣ୍ଡଳୀରେ ବିଜେଡି ବିଜୟ ବାନା ଉଡ଼ାଇଛି। ନୟାଗଡ଼ରେ ପୁଣି ଅରୁଣ ସବୁ...

ରାଜ୍ୟର ବିକାଶ ପାଇଁ ଆମେ ଦୁଇଗୁଣା ପରିଶ୍ରମ କରିବୁ – ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=isSJhvqIAs0] "ଓଡ଼ିଶାରେ ପୁଣିଥରେ ବିଜେଡିକୁ ସଫଳତା ମିଳିଛି। ଏଥିପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି। ଦଳର ନେତା ଓ କର୍ମକର୍ତ୍ତା ପରିଶ୍ରମ ବିନା ଏହା ସମ୍ଭବ ହୋଇପାରିନଥାନ୍ତା। ସେହିପରି ମହିଳା ପ୍ରାର୍ଥୀ ବହୁମତ...

ନବୀନଙ୍କ ପଞ୍ଚମ ପାଳି ସରକାରରେ କିଏ ହେବେ ମନ୍ତ୍ରୀ?

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ୨୯ରେ ଶପଥ ନେବେ ନବୀନ। କିଏ ହେବେ ନୂଆ ମନ୍ତ୍ରୀ ତା’ ଉପରେ ନଜର। ୧୧୨ ଆସନ ପାଇ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ...

ଏଥର ବିଧାନସଭାରେ ୧୨ ‘ଶକ୍ତି’, ୬ ନୂଆ ମୁହଁ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଏଥର ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିବେ ‘ମହିଳା ଶକ୍ତି’। ବିଜୁ ଜନତା ଦଳରୁ ୧୧ ଜଣ ମହିଳା ପ୍ରାର୍ଥୀ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ବିଜେପିରୁ ଜଣେ ମହିଳା ପ୍ରାର୍ଥୀ...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=isSJhvqIAs0 ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଆଜି ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ସାକ୍ଷାତ କରି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିନେଇଛନ୍ତି। ନିକଟରେ...