ଦିନ ୧ଟା ସୁଦ୍ଧା ୩୩ ପ୍ରତିଶତ ମତଦାନ, ମୃତ ପୋଲିଂ କର୍ମଚାରୀଙ୍କୁ ମିଳିବ ସହାୟତା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନରେ ଚାଲିଛି ମତଦାନ। ବିଭିନ୍ନ ବୁଥରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଚାଲିଛି। ଭୋଟରମାନେ ଲମ୍ବା ଧାଡ଼ିରେ ଆସି ଭୋଟ ଦେଉଛନ୍ତି। ଦିନ...
ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ସୁରକ୍ଷାକର୍ମୀଙ୍କ ଲାଠିଚାର୍ଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରାଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିଲାବେଳେ ବିଭନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛିା ଏହି ମଧ୍ୟରେ ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛିା
ପଶ୍ଚିମବଙ୍ଗର ରାୟଗଞ୍ଜରେ...
ବିବାହ ସାରି ଶାଶୂଘର ନୁହେଁ, ଭୋଟ୍ ଦେବାକୁ ଗଲେ ନବବଧୂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭା ଓ ବିଧାନସଭା ଲାଗି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୭ଟାରୁ ଭୋଟରମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ନିଜର ମତାଧିକାର ସାବ୍ୟସ୍ତ କରିବା ଲାଗି ସବୁ ବର୍ଗର...
ଗିରଫ ହେଲେ ନକଲି ଭୋଟର, ବୁର୍ଖା ପିନ୍ଧି ପୁରୁଷ ଦେଉଥିଲେ ଭୋଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ଆଜି ସାରାଦେଶରେ ୯୫ଟି ଆସନରେ ଭୋଟ ଗ୍ରହଣ ହେଉଛିା ଏହି ପର୍ଯ୍ୟାୟରେ ମତଦାନରେ ଜାଲିଆତି ଭୋଟ ହୋଇଥିବା ଖବର ସାମ୍ନାକୁ ଆସିଛିା ଉତ୍ତରପ୍ରଦେଶର ଅମରୋହାରେ ନକଲି...
୧୦୫ ବର୍ଷର ବୃଦ୍ଧା ନିଜ ପରିବାର ସହିତ ଦେଲେ ଭୋଟ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଆଜି ଓଡ଼ିଶା ସମେତ ୧୧ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ମତଦାନ ହେଉଛି। ୧୬୦୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା କରୁଛନ୍ତି ଜନତା ଜାନାର୍ଦ୍ଦନ।
ମହାରାଷ୍ଟ୍ରର ଜଣେ ୧୦୫ ବର୍ଷ...
ଦିନ ୧୧ ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସାରା ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଛି। ତେବେ ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ...
ବଲାଙ୍ଗିର ଲୋକସଭା ଆସନ – ଦିଅର, ଭାଉଜଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ନୂଆ ଚେହେରା
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ପୁଣି ଦିଅର ଭାଉଜଙ୍କ ମଧ୍ୟରେ ଲଢ଼େଇ ଜୋର୍ଦାର।
ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏଥର ବଲାଙ୍ଗିର ଲୋକସଭା ଆସନରେ ହେବ ଘମାଘୋଟ ଲଢ଼େଇା ବିଜେଡି ଓ ବିଜେପିର ଦୁଇ ଅଭିଜ୍ଞଙ୍କୁ ଏଥର...
ସୁନ୍ଦରଗଡ଼ରେ ଇଭିଏମ୍ ଅଚଳ, ଭୋଟ ନ ଦେଇ ଫେରିଗଲେ ଭୋଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ତେବେ ଅନେକ ସ୍ଥାନରେ ଇଭିଏମ୍ ଅଚଳ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ସୁନ୍ଦରଗଡ଼ରେ ଇଭିଏମ ଅଚଳ ଯୋଗୁଁ ଭୋଟରମାନେ ଭୋଟ...
Election Update @11AM (୧୮ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ଆଜି ଜନାଦେଶ – ୨୦୧୯
ଆଜି ସାଧାରଣ ନିର୍ବାଚନ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାରେ...
ଭୋଟ ଦେଲେ ପ୍ରମିଳା ବିଷୋୟୀ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଆସିକା ଲୋକସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ଭୋଟ ଦେଇଛନ୍ତି। ବୁଥକୁ ଆସି ସେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ପ୍ରମିଳା ଭୋଟ ଦେଇସାରିବା ପରେ ଅଙ୍ଗୁଳିରେ...





















