ଲକ୍ଷ୍ନୌ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ରାଜନାଥ ସିଂହ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଲକ୍ଷ୍ନୌ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିଶାଳ ରୋଡ ସୋ’ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ରାଜନାଥ...
‘ସମଦୂରତା’ରୁ ‘ସମର୍ଥନ’ କାହିଁକି ବଦଳିଲା ନବୀନଙ୍କ ଷ୍ଟ୍ରାଟେଜୀ?
ଓଡ଼ିଶାଲାଇଭ୍ ପଲିଟାକାଲ୍ ବ୍ୟୁରୋ
ଏନଡିଏ ଓ ୟୁପିଏଠାରୁ ସମଦୂରତା ନୀତି ଧରିଚାଲୁଥିବା ବିଜେଡି ଏବେ କାହାକୁ ବି ସମର୍ଥନ ଦେବାକୁ ପ୍ରସ୍ତୁତ ଏହା କେବଳ ରାଜ୍ୟର ସ୍ୱାର୍ଥ ନା ଏକ ରାଜନୈତିକ ବାଧ୍ୟବାଧକତା?
“କେନ୍ଦ୍ରରେ ଯେଉଁ...
Election Update @2PM (୧୬ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ବିଜେପି ଶାସନକୁ ଆସିଲେ ମାଛଚାଷୀଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ରାଳୟ ହେବ: ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ନିର୍ବାଚନୀ ପ୍ରଚାର ପାଇଁ ଚତୁର୍ଥ ଥର ଓଡ଼ିଶା...
ହଟ୍ ସିଟ୍ ହିଞ୍ଜିଳି – ନବୀନଙ୍କ ବିଜୟ ସୁନିଶ୍ଚିତ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଚଳିତ ଓଡ଼ିଶା ବିଧାନସଭା ନିର୍ବାଚନରେ ଯଦି ଗୋଟିଏ ଆସନ ଉପରେ ସମସ୍ତଙ୍କର ଆଖି ଲାଖି ରହିଛି ତାହା ହେଉଛି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଆସନ। ୧୮ ତାରିଖରେ ଏଠି ଭୋଟ...
Election Update @11AM (୧୬ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ଝାରସୁଗୁଡ଼ାରେ ମୋଦି
ମୋଦି ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ସେଠାରୁ ହେଲିକାପ୍ଟର ଯୋଗେ ସମ୍ବଲପୁର ରେମେଡ ଛକ ନିକଟସ୍ଥ ଜଳାନ ଇଷ୍ଟେଟ ଟ୍ରକ ଟର୍ମିନାଲ...
ଝାରସୁଗୁଡ଼ାରେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ଵିତୀୟ ପ୍ରର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର। ବିଜେପି ପକ୍ଷରୁ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର। ଦଳୀୟ ପ୍ରାର୍ଥୀଙ୍କ ଲାଗି ମୋଦି ପ୍ରଚାର କରୁଛନ୍ତି।
ମୋଦି ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି।...
ଇସିଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଚିଠି
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଓ ଦିନକ ପରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ। ଏହାରି ଭିତରେ ଦେଶର ୫୦ରୁ ଅଧିକ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିର୍ବାଚନ ଆୟୋଗଙ୍କ ବିରୋଧରେ ରାଷ୍ଟ୍ରପତି...
ଆଜି ବରଗଡ଼ରେ ନବୀନଙ୍କ ମାରାଥନ ପ୍ରଚାର
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଦ୍ଵିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଲାଗି ଆଜି ପ୍ରଚାର ସରୁଛି। ଶେଷଦିନରେ ବି ବିଜେଡି ସଭାପତି ମାରାଥନ ପ୍ରଚାର କରିବେ ଦଳୀୟ ପ୍ରାର୍ଥୀଙ୍କ ଲାଗି। ବରଡ଼ରେ ଆଜି ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର...
ଆଉ ଦିନିକ ପରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ, ଆଜି ସରୁଛି ପ୍ରଚାର
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଆଉ ଦିନକ ପରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ। ୫ଲୋକସଭା ଆସନ ସହ ୩୫ବିଧାନସଭା ଆସନ ଲାଗି ଏପ୍ରିଲ ୧୮ରେ ଭୋଟଗ୍ରହଣ ହେବ।
ହାତରେ ଆଉ ଅଳ୍ପ ସମୟ ବାକିଥିବାରୁ ତିନି ପ୍ରମୁଖ...
ବିଜେପିର ହାଇଭୋଲଟେଜ ପ୍ରଚାର, ଆସୁଛନ୍ତି ମୋଦି
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଦ୍ଵିତୀୟ ପ୍ରର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର। ବିଜେପି ପକ୍ଷରୁ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ୱରରେ ଏକ ରୋଡ ସୋ କରିବେ।...





















