ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଓଡ଼ିଶାରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଭୋଟିଂ ଚାଲିଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ...
ଅପରାହ୍ଣ ସାଢ଼େ ୩ଟା ସୁଦ୍ଧା ରାଜ୍ୟରେ ୫୭% ମତଦାନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରଥମ ପର୍ଯ୍ୟାୟ ମତଦାନରେ ଅପରାହଣ ସାଢ଼େ ୩ଟା ସୁଦ୍ଧା ଓଡ଼ିଶାରେ ୫୭% ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।
ଗୁରୁବାର ରାଜ୍ୟ ନିର୍ବାଚନରେ...
ମାଓ ଡ଼ର : ମାଲକାନଗିରର ୨ଟି ବୁଥରେ ପଡ଼ିଲାନି ଖଣ୍ଡିଏ ଭୋଟ!
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
୨୦୧୯ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୪ଲୋକସଭା ସହ ୨୮ ବିଧାନସଭା ଆସନ ଲାଗି ମତଦାନ ହେଉଛି।
ତେବେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ଅଞ୍ଚଳରୁ ଅନେକ...
Election Update @4PM (୧୧ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ଭୋଟରଙ୍କୁ ମୋଦି ଓ ଶାହଙ୍କ ଅପିଲ – ‘ପ୍ରଥମେ ମତଦାନ ପରେ ଜଳପାନ’
ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଆଜି ୨୦ରାଜ୍ୟରେ ୯୧ ଆସନ ଲାଗି ସକାଳ ୭ଟାରୁ...
ଚୌଦ୍ୱାର-କଟକରେ ତ୍ରିମୁଖୀ ଲଢ଼େଇ, ଜମୁଛି ପ୍ରଚାର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
(କଟକରୁ ପ୍ରଣବ କୁମାର ନନ୍ଦୀ): ଚୌଦ୍ୱାର-କଟକ ବିଧାନସଭା ଆସନରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଏହି ନିର୍ବାଚନମଣ୍ଡଳୀରେ ଆସନ୍ତା ୨୩ ତାରିଖରେ ଭୋଟ ଗ୍ରହଣ ଥିବାରୁ ପ୍ରଚାର ସରଗରମ...
ବୌଦ୍ଧରେ ନବୀନ କଲେ ପ୍ରଚାର, ପୁଣି କେନ୍ଦ୍ରକୁ ନିଶାନା
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଓଡ଼ିଶାର ଆଜି ୪ ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ବୌଦ୍ଧର...
ମତଦାନ କେନ୍ଦ୍ର ନିକଟରେ ଲାଣ୍ଡମାଇନ୍ ବିସ୍ଫୋରଣ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଛତିଶଗଡ଼ ମାଓ ପ୍ରବଣ ଅଞ୍ଚଳ ମତଦାନ କେନ୍ଦ୍ର ନକଟରେ ନକ୍ସଲଙ୍କ ଲାଣ୍ଡମାଇନ୍ ବିସ୍ଫୋରଣ। ଛତିଶଗଡ଼ର ନାରାୟଣପୁର ଅଞ୍ଚଳରେ ଥିବା ପରଶଗାଓଁ ମତଦାନ କେନ୍ଦ୍ର ନିକଟରେ ନକ୍ସଲମାନେ ଲାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି।...
Election Update @2PM (୧୧ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୪୧ ପ୍ରତିଶତ ମତଦାନ
‘‘ଓଡ଼ିଶାର ୪ଟି ଲୋକସଭା ଆସନର ବିଭିନ୍ନ ବୁଥରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଛି। ଦିନ ୧ଟା ସୁଦ୍ଧା ୪୧ ପ୍ରତିଶତ ମତଦାନ...
ମାଓବାଦୀଙ୍କ ଧମକକୁ ଖାତିର ନକରି ୧୦୨ ବର୍ଷିୟ ବୃଦ୍ଧା ଦେଲେ ଭୋଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଲିବାକୁ ଦେହରେ ଶକ୍ତି ନାହିଁ, ତଥାପି ଗଣତନ୍ତ୍ରର ମହାଯୁଦ୍ଧରେ ସାମିଲ ହୋଇ ୧୦୨ ବର୍ଷିୟ ବୃଦ୍ଧା ଦେଲେ ଭୋଟ
ଲୋକସଭା ଓ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ସକାଳ...
ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୪୧ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
‘‘ଓଡ଼ିଶାର ୪ଟି ଲୋକସଭା ଆସନର ବିଭିନ୍ନ ବୁଥରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଛି। ଦିନ ୧ଟା ସୁଦ୍ଧା ୪୧ ପ୍ରତିଶତ ମତଦାନ ହୋଇଛି। କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଘଟି...





















