ଗୁଗଲ ଡୁଡଲରେ ଭାରତର ନିର୍ବାଚନ ପର୍ବ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଭାରତର ନିର୍ବାଚନ ମହାପର୍ବ ପାଇଁ ଗୁଗଲ ବି ଡୁଡଲ ପ୍ରସ୍ତୁତ କରି ଗଣତନ୍ତ୍ରର ଏହି ଉତ୍ସବକୁ ସମ୍ମାନ ପ୍ରଦାନ କରିଛି। ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ...

ଆରମ୍ଭ ହେଲା ଭାରତର ନିର୍ବାଚନ ମହାକୁମ୍ଭ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଭାରତର ନିର୍ବାଚନ ମହାକୁମ୍ଭ କିଛି ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି। ଗଣତନ୍ତ୍ରର ସବୁଠାରୁ ବଡ଼ ମେଳା ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଦେଶର ୧୮ ରାଜ୍ୟ ଓ ୨ କେନ୍ଦ୍ର...

ଓଡ଼ିଶା Polling Update – ଖବର ଏବେ ଯାଏଁ (୧୧ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେଉଛି। ଭୋଟ ଗ୍ରହଣ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପାଇଁ ଓଡ଼ିଶାଲାଇଭ୍ ସହ ଯୋଡ଼ି ହୋଇ ରହନ୍ତୁ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର...

କେନ୍ଦ୍ରାପଡ଼ାରେ ଅନୁଭବ-ବୈଜୟନ୍ତ ଲଢ଼େଇ : ଜାଣନ୍ତୁ କାହାର କେତେ ସମ୍ପତ୍ତି?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କେନ୍ଦ୍ରାପଡ଼ା ଲୋକସଭା ଆସନରେ ଜମୁଛି ପ୍ରଚାର। ନେତା-ଅଭିନେତା ହୋଇଛନ୍ତି ମୁହାଁମୁହିଁ। ବିଜେପିର ହେବିୱେଟ ନେତା ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ଅନୁଭବ ମହାନ୍ତି। ଏହି ଦୁଇ ପ୍ରାର୍ଥୀଙ୍କ...

ବ୍ରହ୍ମପୁର – ଗୁରୁବାର ହେବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ରାତି ପାହିଲେ ବ୍ରହ୍ମପୁର ଲୋକସଭା ଆସନରେ ଭୋଟ। ବିଜେପି, ବିଜେଡି ଓ କଂଗ୍ରେସ ପ୍ରାଥୀଙ୍କ ଭାଗ୍ୟ ଇଭିଏମରେ ହେବ ସିଲ୍। ନିର୍ବାଚନକୁ ନେଇ ବ୍ରହ୍ମପୁରର ବିଭିନ୍ନ...

Election Update @10PM (୧୦ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। ହାତ ଛାଡ଼ି ଶଙ୍ଖ ଧରିଲେ ପ୍ରମୋଦ ଜେନା କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ପ୍ରମୋଦ ଜେନା। ପ୍ରମୋଦ ପାରାଦୀପରେ କଂଗ୍ରେସର ଟାଣୁଆ ନେତା ଥିଲେ। ତାଙ୍କୁ ଏଥର କଂଗ୍ରେସ ଟିକେଟ ନମିଳିବାରୁ...

ହାତ ଛାଡ଼ି ଶଙ୍ଖ ଧରିଲେ ପ୍ରମୋଦ ଜେନା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ପ୍ରମୋଦ ଜେନା। ପ୍ରମୋଦ ପାରାଦୀପରେ କଂଗ୍ରେସର ଟାଣୁଆ ନେତା ଥିଲେ। ତାଙ୍କୁ ଏଥର କଂଗ୍ରେସ ଟିକେଟ ନମିଳିବାରୁ ସେ ବିଜେଡିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ବିଜେଡି...

ଗଞ୍ଜାମ ଜିଲ୍ଲାରେ ୧୩ ପିଙ୍କ ବୁଥ୍

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପ୍ରଥମ ପର୍ଯ୍ୟାୟରେ ୫ ପିଙ୍କ ବୁଥରେ ମତଦାନ ଦ୍ୱିତୀୟ ପର୍ଯ୍ୟାୟରେ ୮ଟି ପିଙ୍କ ବୁଥରେ ମତଦାନ ବୁଥ ପରିଚାଳନା କରିବେ ମହିଳା ପୋଲିଂ ପାର୍ଟି (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଅଧିକରୁ...

ଆସନ୍ତାକାଲି ଚାରି ଲୋକସଭା ଆସନରେ ଭୋଟ – ଜାଣନ୍ତୁ କେଉଁ ପ୍ରାର୍ଥୀଙ୍କ ଭାଗ୍ୟ ହେବ ଇଭିଏମରେ ସିଲ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶାର ଚାରି ଲୋକସଭା ଆସନ ସମେତ ୨୮ ବିଧାନସଭା ଆସନରେ ଗୁରୁବାର ହେବ ଭୋଟ। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ଆସନରେ ମତଦାନ ହେବ। ଏଥିପାଇଁ ସମସ୍ତ...

ଓଡ଼ିଶାବାସୀ ହେଉଛନ୍ତି ଆମର ହାଇକମାଣ୍ଡ – ନବୀନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲା ହେମଗିରିରେ ନିର୍ବାଚନ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ହେମଗିରିରେ ଆୟୋଜିତ ବିଶାଳ ସମାବେଶରେ ଉଦବୋଧନ ଦେଇ ନବୀନ ବିଜେପି ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଟାର୍ଗେଟ...