OSSCରେ ବାହାରିଲା ବିଜ୍ଞପ୍ତି, ୩୪ଟି ଅବକାରୀ ସବ୍-ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
OSSCରେ ଚାକିରି ସୁଯୋଗ। ୩୪ଟି ଅବକାରୀ ସବ୍ଇନ୍ସପେକ୍ଟର ପାଇଁ କରିପାରିବେ ଆବେଦନ।
ରାଜ୍ୟ ଅବକାରୀ କମିସନ୍ ଅଧିନରେ ୩୪ଟି ସବ୍-ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ସୁଯୋଗ। ଏନେଇ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ...
SBIରେ ୮ ହଜାର ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଓଡ଼ିଶାରେ ୪୨୫ ପଦରେ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୮ ହଜାର ପଦବୀ ପାଇଁ ନିଯୁକ୍ତି ସୁଯୋଗ। ଜାନୁଆରି ୨୬ ଯାଏଁ କରିପାରିବେ ଆବେଦନ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କଷ୍ଟମର୍ ସପୋର୍ଟ ଆଣ୍ଡ୍ ସେଲ୍ସ ବିଭାଗରେ...
ଦିଲ୍ଲୀ ପୋଲିସରେ ୬୪୯ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଜାନୁଆରି ୨୭ ଯାଏଁ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ପୋଲିସରେ ହେଡ୍ କନଷ୍ଟେବଲ୍ ପଦବୀ ପାଇଁ ନିଯୁକ୍ତି। ୨୮ ଡିସେମ୍ଵର ୨୦୧୯ରୁ ୨୭ ଜାନୁଆରି ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ଦିଲ୍ଲୀ ପୋଲିସରେ ଚାକିରି ସୁଯୋଗ। ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ...
OSSC : ୪୫ଟି ଆସିଷ୍ଟାଣ୍ଟ୍ ସାଇଣ୍ଟିଫିକ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଷ୍ଟେଟ୍ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରୀରେ ୪୫ଟି ଆସିଷ୍ଟାଣ୍ଟ ସାଇଣ୍ଟିଫିକ୍ ଅଫିସର ପଦବୀ ପାଇଁ ବାହାରିଲା ନିଯୁକ୍ତି। ଏନେଇ ବୁଧବାର ଓଡିଶା ଷ୍ଟାଫ୍ ସିଲେକସନ୍ କମିସନ(ଓଏସ୍ଏସ୍ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।...
OSSCରେ ୧୮ଟି ଲାଇବ୍ରେରିଆନ୍ ପଦବୀ ପାଇଁ ବାହାରିଲା ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରେ ୧୮ଟି ଲାଇବ୍ରେରିଆନ୍ ପଦବୀ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନରେ ବାହାରିଲା ନିଯୁକ୍ତି।
ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ(ଓଏସ୍ଏସ୍ସି)ରେ ୧୮ଟି ଜୁନିୟର ଲାଇବ୍ରେରିଆନ୍ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା...
OSSCରେ ୩୧ଟି ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି, ଜାନୁଆରି ୮ରୁ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
OSSCରେ ଚାକିରି ସୁଯୋଗ। ୩୧ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ କରିପାରିବେ ଆବେଦନ।
ଓଏସ୍ଏସ୍ସିରେ ୩୧ଟି ଜୁନିୟର ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି। ଏନେଇ ଓଏସ୍ଏସ୍ସି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ...
OSSCରେ ସବ୍-ଇନ୍ସପେକ୍ଟର ଓ ଷ୍ଟେସନ ଅଫିସର ପଦ ପାଇଁ ବାହାରିଲା ବିଜ୍ଞପ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
OSSCରେ ଚାକିରି ସୁଯୋଗ, ସବ୍-ଇନ୍ସପେକ୍ଟର ଓ ଷ୍ଟେସନ ଅଫିସର ପଦ ପାଇଁ ବାହାରିଲା ନିଯୁକ୍ତି।
କମ୍ଵାଇନ୍ଡ ପୋଲିସ ସର୍ଭିସରେ ସବ୍-ଇନ୍ସପେକ୍ଟର ଓ ଷ୍ଟେସନ ମାଷ୍ଟର ପଦବୀ ପାଇଁ ବାହାରିଲା ନିଯୁକ୍ତି। ଏନେଇ ଓଏସ୍ଏସ୍ସି...
OSSCରେ ୪୮ଟି ଇଣ୍ଡଷ୍ଟ୍ରିଜ୍ ପ୍ରମୋସନ୍ ଅଫିସର ପଦବୀ ପାଇଁ ବାହାରିଲା ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
OSSCରେ ଇଣ୍ଡଷ୍ଟ୍ରିଜ୍ ପ୍ରମୋସନ୍ ଅଫିସର ପଦବୀ ପାଇଁ ବାହାରିଲା ନିଯୁକ୍ତି। ରାଜ୍ୟ ସରକାରଙ୍କ ଶିଳ୍ପ ନିର୍ଦେଶାଳୟ ଅଧୀନରେ ୪୮ଟି ଇଣ୍ଡଷ୍ଟ୍ରିଜ୍ ପ୍ରମୋସନ୍ ଅଫିସର ପଦବୀରେ ନିଯୁକ୍ତି ବହାରିଛି। ଏନେଇ ଓଡ଼ିଶା ଷ୍ଟାଫ୍...
OSSCରେ ଚାକିରି ସୁଯୋଗ, ଜାନୁଆରି ୧୮ ତାରିଖ ଯାଏଁ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାକିରି ପାଇଁ OSSCରେ ବିଜ୍ଞାପନ ପ୍ରକାଶ ପାଇଛି। ଆବେଦନ କରିବାର ଶେଷ ତାରିଖ ଜାନୁଆରି ୧୮।
ଓଏସ୍ଏସ୍ସିରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ହ୍ୟାଣ୍ଡରାଇଟିଂ ବ୍ୟୁରୋ, କ୍ରାଇମ୍ ଇନଭେଷ୍ଟିଗେସନ...
MGNREGSରେ ୫୫ ପଦବୀ ପାଇଁ ନିଯୁକ୍ତି, ଜାନୁଆରି ୫ ଯାଏଁ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏମ୍ଜିଆର୍ଇଜିଏରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଆବେଦନ କରିବାର ଶେଷ ତାରିଖ ୫ ଜାନୁଆରି ୨୦୨୦।
ମହାତ୍ମା ଗାନ୍ଧୀ ନ୍ୟାସନାଲ ରୁରାଲ ଏମ୍ପୋଲୟମେଣ୍ଟ ଆକ୍ଟ(ଏମ୍ଜିଆର୍ଇଜିଏ) ଯୋଜନା ମାଧ୍ୟମରେ ନିଯୁକ୍ତି ସୁଯୋଗ। ଏନେଇ...


















